ଏହି ସବୁ ସଙ୍କେତ ହୋଇଥାଏ ଆପଣଙ୍କ ପାଇଁ କାଳ, ଜାଣନ୍ତୁ

ବନ୍ଧୁଗଣ ଆପଣ ଜାଣନ୍ତି ସମୟ ଚର୍କ ଅଟେ । ଯେପରି ଦୀନ ପରେ ରାତି ଆସି ଥାଏ ସେହି ପରି ମଣିଷ ଜୀବନରେ ଦୁଃଖ ପରେ ସୁଖ ଆସି ଥାଏ । ଭାଗ୍ୟରେ ଥିବା ଏବଂ ସମୟ ଆସିବା ପୃବରୁ ନା କିଛି ମିଳିଥାଏ ନା କିଛି ମିଳିବ ।

ଅର୍ଥାତ ଗୋଟିଏ ମନୁଷ୍ୟ ଭାଗ୍ୟରେ ଯାହା ରହିଥାଏ ତାହା ସେତିକି ସମୟ ଆସିଲା ପରେ ହିଁ ମିଳିଥାଏ । ସମୟ ମଣିଷ ଜୀବନରେ ଏକ ମୋହତ ପୃନ ଭୁମିକା ଗ୍ରହଣ କରିଥାଏ । ଆଜି ଯଦି ଆପଣଙ୍କ ଜୀବନରେ ଦୁଃଖ କଷ୍ଟ ଭରି ରହିଅଛି ତେବେ ଆସନ୍ତା କାଲି ନିଶ୍ଚିନ୍ତ ଆପଣଙ୍କ ଜୀବନରେ ଖୁସି ଭରିଜିବ ।

ସମୟର ଚର୍କ ବା ଦୁଃଖ ସୁଖର ଚର୍କ ଏପରି ହି ଚାଲିଥାଏ ଯେପରି ଦୁଃଖର ସମୟ ବେଶି ଦୀନ ରହିଥାଏ । ସେୈହି ପରି ଆପଣଙ୍କର ସୁଖର ସମୟ ବି ବେଶି ଦୀନ ରୁହେ ନାହିଁ । ଯେଉ ମଣିଷର ଶୁଖ ବାଖୁସିର ଦୀନ ଚାଲିଅଛି ସେ ଜୀବନର ପ୍ରତେକ ସୁଖ ଏବଂ ଖୁସି ପାଇଂ ଥାଏ । ଆମ ପଉରାଣିକ କଥା ମାନ୍ୟତା ଏବଂ ଶାସ୍ତ୍ରରେ ମଧ୍ୟ ଏହିଁ ସମୟ ଚର୍କ ବିସୟରେ ଅନେକ କଥା ରହିଛି ।

ଶୁଭ ସମୟ ଆସିବା ପୃବରୁ କେତଟି ସଙ୍କେତ ଆପଣଙ୍କୁ ପୃବରୁ କୋଣସି ମାଧ୍ୟମରେ ସମୟ ଜଣାଇ ଦେଇଥାଏ । ସେହି ପରି କିଛି ଅଶୁବ ଘଟଣା ଘଟିବା ପୃବରୁ ସମୟବି ମଧ୍ୟ ଆପଣଙ୍କୁ ପୃବ ସୁଚିତ କରିଥାଏ । ତେବେ ଚାଲନ୍ତୁ ଜାଣିବା ଆଗକୁ ଆସୁଥିବା ସମୟ ଆପଣଙ୍କ ପାଇଁ ଶୁଭ ନା ଅଶୁଭ କେତଟି ସଙ୍କେତ ଦ୍ୱାରା ଜାଣିବା ।

ପ୍ରଥମରେ କେବେ କେବେ ଅଧିକ ରାତୀ ଯାଏ ବା ସାରା ରାତୀ ବିନା କାରଣରେ ନିନ୍ଦ ଆସି ନଥାଏ । ଏହି ଛଟ ସଙ୍କେତ ଟି ଆପଣଙ୍କର କୋଣସି ବଡ ଇଚ୍ଛା ପରା ହେବାର ସସଙ୍କେତ ଦେଇଥାଏ । ଦିତାୟରେ ସକାଳର ନିନ୍ଦ ସତେଜ ଏବଂ ମନରେ ଏକ ସକାର୍ତ୍ମକ ଭାବ ସହିତ ଯଦି ନିନ୍ଦ ଭାଙ୍ଗି ରହିଥାଏ ତେବେ ଏହା ଏକ ଶୁଭ ସଙ୍କେତ ହୋଇଥାଏ । ଆପଣ ଯାଣି ନିଅନ୍ତୁ କି ସେହି ଦୀନଟି ଆପଣଙ୍କ ପାଇଁ ଶୁଭ ହୋଇଥାଏ ।

ଏହା ସହିତ ସକାଳୁ ନିନ୍ଦ ଭାଙ୍ଗିବା ସହିତ କାଉ ବା କଉଲୀର ରାବ କାନରେ ପଡିବା ଏହାକୁ ଅତ୍ୟନ୍ତ ଶୁଭ ମାନା ଯାଇଥାଏ । ଏବଂ ଘରୁ ବାହାରିବା ସମୟରେ ଜଳ ପୃନ ବାଲଟି ଦେଖିବା କାର୍ଯ୍ୟରେ ସଫଳତା ଏବଂ ଉୃନତିର ମାର୍ଗ ଖଲିଥାଏ । ଏବଂ ଅନ୍ୟ ପଟେ ଛିଦ୍ର ପାଣି ବାଲଟିରୁ ପାଣି ବାହାରୁ ଥିବାର ଦୃଷ୍ୟ ଦେଖିଲେ ଏହା ଅଶୁଭ ହୋଇଥାଏ ।

ଏହା ଦ୍ୱାରା ଯାତ୍ରାରେ ବାଧା କର୍ଯ୍ୟର୍ ଅସଫଳତା ହେବାର ଅଶୁଭ ସଙ୍କେତ ହୋଇଥାଏ । ମହିଳାଙ୍କ ଶରୀରର ବାମ ଭାଗ ଏବଂ ଫୁରୁସଙ୍କର ଡାହାଣ ଭାଗର ଗୋଡ ହାତ ଆଖି ଡେଇବାର ଅର୍ଥ ଶୁଭ ସମୟ ଆସୁଥିବାର ଜଣାଇ ଥାଏ । ସଫଳତା ମାନ ସ୍ନମାନ ଅର୍ଜନ କରିବା ସହିତ ଆର୍ଥିକରେ ପରିବ୍ରତନର ଶୁଭ ସଙ୍କେତ ହୋଇଥାଏ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *