ଏହି 2ଟି ରାଶିର ପୁଅ ବାହାଘର ପରେ କରିଥାନ୍ତି ଅନ୍ୟ ସ୍ତ୍ରୀ ସହ ରସଲୀଳା, ଜାଣନ୍ତୁ

ବନ୍ଧୁଗଣ କେବେ ଯଦି କୈଣସି ସମନ୍ଧର ଆରମ୍ଭ ହୋଇ ଥାଏ । ତେବେ ଆରମ୍ଭ ରୁ ହିଁ ସମସ୍ତେ ବହୁତ ସାକାରାତ୍ମ ଭାବି ଥାନ୍ତି । ହେଲେ ଏହା ବାସ୍ କିଛି ଦିନ ବା କିଛି ବର୍ଷ ପରେ ନିଜର ସାଥି ଠାରୁ ସେତିକି ପ୍ରେମ ନ ମିଳେ । ତେବେ ସେହି ପରି କ୍ଷେତ୍ର ରେ ଦୁହେଁ ଅନ୍ୟ ଆଡେ ପ୍ରେମ ଖୋଜନ୍ତି ବା ଯଦି ଆମେ ପୁଅ ମାନଙ୍କ କଥା କହିବା ତେବେ ସେମାନଙ୍କ ପତ୍ନୀ ଙ୍କ ଠାରୁ କିଛି ବର୍ଷ ପରେ ଯଦି ସେହି ପରି ଭାବେ ପ୍ରେମ ନ ମିଳେ।

ତେବେ ସେମାନଙ୍କ ପରିସ୍ଥିତି ଏମିତି ହୋଇ ଥାଏ କି ସେମାନେ ଅନ୍ୟ ସ୍ତ୍ରୀ ସହ ପ୍ରେମ ସଂମ୍ପର୍କ ସ୍ଥାପନ କରନ୍ତି । ତେବେ ଆମେ ଆଜି ଆମେ ଆପଣ ମାନଙ୍କୁ ସେମିତି ଦୁଇଟି ରାଶି ର ପୁଅ ମାନଙ୍କ ବିଷୟରେ କହିବା ପାଇଁ ଚାହିଁବୁ ଯେ୍ଉଁ ମାନେ ଏମିତି ପରିସ୍ଥିତି ଭୋଗ କରି ଥାନ୍ତି ନିଜର ବିବାହ ହେବା ପରେ ଏବଂ ନିଜର ବୈବାହିତ ଜିବନ ରେ ସଂମ୍ପର୍ଣ୍ଣ ଭାବେ ଶାନ୍ତି ର ଅର୍ଜନ କରି ପାରନ୍ତି ନାହିଁ । ଜାହା ଫଳ ରେ ସେମାନେ ଅନ୍ୟ ସ୍ତ୍ରୀ ପାଖରେ ଆଶ୍ରୟ ନିଅନ୍ତି ତେବେ ଆସନ୍ତି ଜାଣି ନେବା ।

ପ୍ରଥମେ ରହିଛି ମେଷ ରାଶି । ଏହି ରାଶି ର ଲୋକ ମାନଙ୍କୁ ସବୁ ବେଳେ ଅଧିକ କେୟାରିଂ ମହିଳା ମାନେ ପସନ୍ଦ ଆସନ୍ତି । ଏମାନେ ସବୁ ବେଳେ ପାଗଳ ଭଳି ପ୍ରେମ କରୁ ଥିବା ମହିଳା ମାନେ ପସନ୍ଦ ଆସନ୍ତି । ଏମାନଙ୍କୁ କେବେ ଅଧିକ ରୁ ଅଧିକ କହୁ ଥିବା ମହିଳା ମାନେ ପସନ୍ଦ ଆସନ୍ତି ନାହିଁ । ଏହି ରାଶି ର ପୁରୁଷ ମାନେ ଦେଖିବା ପାଇଁ ଶାନ୍ତ ହେଲେ ଭିତରୁ ବହୁତ ଚାଲାଖ୍ ଅଟନ୍ତି । ସେହିଥି ପାଇଁ ସେମାନେ ଅନ୍ୟ ସ୍ତ୍ରୀ ପାଖରେ ବି ସଂମ୍ପର୍କ ସ୍ଥାପନ କରନ୍ତି ।

ଦ୍ୱତୀୟ ରେ ରହିଛି । ମକର ରାଶି । ଏହି ରାଶି ର ବ୍ୟକ୍ତି ମାନେ ଦେଖେଇ ହେବା ଗୁଁ ବହୁତ ପରିମାଣ ରେ ରହିଥାଏ । ଏମାନେ କେବେ ବି ନିଜର ପତ୍ନୀ ଉପରେ ସନ୍ତୁଷ୍ଟ ରୁହନ୍ତି ନାହିଁ । ତେବେ ସେହି ପରି ବେଳେ ସେମାନେ ଅନ୍ୟ ସ୍ତ୍ରୀ ଉପରେ ନଜର ପକାନ୍ତି । ଏମାନେ ସବୁ କ୍ଷେତ୍ର ରେ ଅନ୍ୟ ତଥା ନିଜର ପତ୍ନୀ କୁ ଦୋଷ ଦେଇ ଥାନ୍ତି । ଏମାନଙ୍କ ସଂମ୍ପର୍ଣ୍ଣ ଗାଡି ବହୁତ ଦିନ ପର୍ଯ୍ୟନ୍ତ କେବେ ବି ଆଗି ପାରେ ନାହିଁ ।

 

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *