ବନ୍ଧୁଗଣ ଆଜି କାଲିକା ଚତୁର ନାରୀ ସମାଜରେ ଆମ ପୁରୁଷ ମାନଙ୍କୁ ମଧ୍ୟ ଟିକେ ଚତୁର ହେବାର ଆବଶ୍ୟକତା ରହିଛି । ନଚେତ ଆପଣଙ୍କୁ କୌଣସି ଚତୁର ଏବଂ ସ୍ୱାର୍ଥପର ନାରୀ ଫସାଇ ଦେବେ । ଏବଂ ଆପଣଙ୍କ ଫାଇଦା ଉଠାଇ ନେବେ ଓ ଆପଣଙ୍କୁ ଅସୁବିଧାରେ ପକେଇ ଚାଲିଯିବେ । ଏହି ସ୍ତ୍ରୀ ମାନଙ୍କ ଠାରୁ ସମସ୍ତଙ୍କୁ ସାବଧାନତା ସହିତ ରହିବାକୁ ପଡିବ । ଏମିତି କେଉଁ ସ୍ତ୍ରୀ ମାନଙ୍କ ଠାରୁ ପୁରୁଷ ମାନଙ୍କୁ ଦୁରେଇ ରହିବା ଦରକାର।
ନଚେତ ସେହି ପୁରୁଷ ମାନେ ବଡ ସଂକଟର ପଡି ପାରନ୍ତି । ବଡ ଲୋକ ମାନେ ମଧ୍ୟ କହିଥାନ୍ତି ବେବକୁଫ ମାନଙ୍କ ସହିତ ମିତ୍ରତା କଲେ ଆପଣ ମଧ୍ୟ ବଡ ମୁର୍ଖରେ ପରିଗଣିତ ହେବ । ହେଇପାରେକି ସେମାନଙ୍କର ସାଥି ଆପଣଙ୍କ ପାଇଁ ଗାତ ଖୋଳୁଥିବେ । ଯେତେବେଳେ ଆମେ ସେହି ଗାତରେ ପଡିଯାଇ ଥାଉ ଏବଂ ଆଉ ବାହାରି ପାରି ନଥାଉ ସେତେବେଳେ ଆମେ ଚିନ୍ତା କରିଥାଉ ଆରେ ଏହି ପିଲାଟି ସହିତ କଣ ପାଇଁ ମିତତ୍ରତା କଲି ।
ମନେକର ଆପଣ କୌଣସି କାମରେ ଯାଉଛନ୍ତି । ଆପଣଙ୍କ ସାଥି କୌଣସି ପୋଲିସକୁ ଦେଖି ହସି ଦେଲା । ତେବେ ପୋଲିସ ଆପଣ ଦୁଇଜଣଙ୍କୁ ହିଁ ପିଟିବ । ଯଦି ଆପଣ କୌଣସି ଚାକିରୀ ପାଇଁ ଇଣ୍ଟରଭିଉ ଦେବା ପାଇଁ ଯାଉଛନ୍ତି । ଆପଣଙ୍କର ସାଙ୍ଗ ଆପଣଙ୍କର ପାଖରେ ବସିଛି ।
ଯେତେବେଳେ ଆପଣଙ୍କର ସାଥି କୌଣସି ଖରାପ ହରକତ କରୁଛି ତେବେ ଆପଣ ଦୁଇଜଣଙ୍କୁ ଜବରୁ ବାହାର କରିଦିଆଯାଇ ଥାଏ । ଏଠାରେ ଆପଣଙ୍କର ଦୋଷ ନଥାଇ ମଧ୍ୟ ଆପଣ ଦଣ୍ଡ ପାଉଛନ୍ତି । ଯଦି ଆପଣଙ୍କ ସ୍ତ୍ରୀର ଚରିତ୍ର ଭଲ ନାହିଁ । ସେ ଅନ୍ୟ ପୁରୁଷ ମାନଙ୍କୁ ଦେଖିଲେ ଖରାପ ଭାବନା ତାର ମନକୁ ଆସୁଛି ଏବଂ ଆପଣଙ୍କର ଗାଡି ପଛରେ ଅନେକ ଟୋକା ଆପଣଙ୍କର ସ୍ତ୍ରୀ ପାଇଁ ଲାଇନ ମାରୁଛନ୍ତି । ଏଠାରେ କଣ ହେବ ନା ଆପଣଙ୍କର ଫାଇଟ ସେହି ଲୋକ ମାନଙ୍କ ସହିତ ହେବ । ଏଠାରେ ଆପଣ ବହୁତ ମାତ୍ରାରେ ମାଡ଼ ଖାଇବାର ଚାନ୍ସ ରହିଛି ।
କହିବାକୁ ଗଲେ ଆପଣ ଏହି ସ୍ତ୍ରୀ ମାନଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ବାହା ହେବା ପୂର୍ବରୁ ଆପଣ ଝିଅଟିର ଚରିତ୍ର ଜାଣି ବାହା ହୁଅନ୍ତୁ । ନଚେତ ଆପଣଙ୍କର ଅବସ୍ଥା ଶୋଚନୀୟ ହୋଇଯିବ । ଆପଣ ମାନେ ସର୍ବଦା ଦୁଷ୍ଟ ସ୍ୱଭାବର ଝିଅ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ଏହାପରେ ହେଉଛି ଯେଉଁ ସ୍ତ୍ରୀ ସଂସ୍କାରି ହୋଇ ନଥାଏ । ମନେକର ଏହି ସ୍ତ୍ରୀ ଆପଣଙ୍କର ମାଆକୁ କହୁଛନ୍ତି ଚୁଡେଲ ।
କିନ୍ତୁ ସେହିଭଳି ସ୍ତ୍ରୀ ମାନେ ନିଜେ ହିଁ ଡାହାଣୀ ହୋଇଥାନ୍ତି । ଆରେ ଯାହାକୁ ସଂସ୍କାର ଜଣା ନାହିଁ ସେ ମାଆକୁ କଣ ଭଲ ପାଇବ । ତେବେ ଆପଣ ଏହି ସ୍ତ୍ରୀ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ଏମାନେ ଅନ୍ୟମାନଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି କରେଇଥାନ୍ତି । ଆଉ ଟିକେ ଟିକେ କଥାକୁ ନେଇକି ଝଗଡ଼ା କରିଥାନ୍ତି । ଯେଉଁ ମାନେ ଏମାନଙ୍କ ସହ ପଙ୍ଗା ନିଅନ୍ତି ସେମାନେ ପରେ ପଶ୍ଚାତାପ କରନ୍ତି ।
ଏହି ସ୍ତ୍ରୀ ମାନେ ବହୁତ ଗର୍ବୀ ଆଉ ଅହଂକାରି ହୋଇଥାନ୍ତି । ଏମାନେ ଭଲ ହୋଇନଥାନ୍ତି । ଏମାନେ ସବୁବେଳେ ଝଗଡ଼ା କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହିଥାନ୍ତି । ଏମାନେ ଛୋଟ କଥାକୁ ନେଇକି ବହୁତ ବଡ଼ କରିଥାନ୍ତି । ଏମାନେ କୌଣସି ବ୍ୟକ୍ତିଙ୍କୁ ଭୟ କରନ୍ତି ନାହିଁ । ଯିଏ ଯାହାବି କହିଥାନ୍ତି ସେମାନଙ୍କୁ ରୋକ ଠୋକ ମୁହଁରେ ଜବାବ ଦେଇଥାନ୍ତି । ଏମାନେ ଝଗଡ଼ା କରିବା ସମୟରେ ନିଜର ଭୁଲକୁ କେବେ ଦେଖନ୍ତି ନାହିଁ । ସବୁବେଳେ ଅନ୍ୟ ମାନଙ୍କ ଭୁଲକୁ ଦେଖନ୍ତି ।
ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।