ଏହାର କେବଳ 1 ପତ୍ର ମୁଣ୍ଡବିନ୍ଧା, ମାଇଗ୍ରେନ (Migraine), ବ୍ରଣ, ମୁଁହରେ ଦାଗ ଭଲ କରିଦେବ ! କରନ୍ତୁ ଏହି ଉପାୟ (Health Tips)

ବନ୍ଧୁଗଣ, କରୋନା ଭାଇରସ ରୁ ଇମ୍ମୁନିଟୀକୁ ଶକ୍ତିଶାଳୀ କରିବା ପାଇଁ ଭିଟାମିନ-ସି ଯୁକ୍ତ ଫଳର ସେବନ କରିବାକୁ ଏକ୍ସପୋର୍ଟ ମାନେ ସର୍ବଦା କହିଥାନ୍ତି । ଲେମ୍ବୁର ସେବନ ଯେମିତି କଲେ ମଧ୍ୟ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଲେମ୍ବୁ କେଶ, ଚେହେରା ଓ ସମ୍ପୂର୍ଣ୍ଣ ଶରୀର ପାଇଁ ଲାଭଦାୟକ ହୋଇଥାଏ । ବହୁତ କମ ଲୋକ ଜାଣିଛନ୍ତି ଲେମ୍ବୁର ପତ୍ର ମଧ୍ୟ ବହୁତ  ଲାଭଦାୟକ ହୋଇଥାଏ । ଏହା ଲେମ୍ବୁ ଠୁ ବହୁତ ଅଧିକ ଗୁଣକାରୀ ଅଟେ ।

ତେବେ ଆସନ୍ତୁ ଜାଣିବା ଲେମ୍ବୁ ପତ୍ରରେ ହେଉଥିବା ଶ୍ଵାସ୍ଥ୍ୟ ଲାଭ ବିଷୟରେ । ଏଥିପାଇଁ ଆପଣଙ୍କୁ କିଛି ଲେମ୍ବୁ ପତ୍ରର ଆବଶ୍ୟକତା ପଡ଼ିବ । ଯାହା ଆପଣଙ୍କୁ ନିଜ ଆଖପାଖ ବା ବାଡ଼ି ଘରୁ ସହଜରେ ମିଳିପାରିବ । ଅଳ୍ପ ଲେମ୍ବୁ ପତ୍ର ଆପଣ ସଂଗ୍ରହ କରନ୍ତୁ ଏବଂ ତାହାକୁ ଭଲ ଭାବେ ଧୋଇଦିଅନ୍ତୁ । ଏବେ ୫ ରୁ ୧୦ ଟି ଲେମ୍ବୁ ପତ୍ରକୁ ଗ୍ରାଇଣ୍ଡର ଜାର ମଧ୍ୟରେ ପକାନ୍ତୁ । ସେଥିରେ ଅଳ୍ପ ପାଣି ଦେଇ ଭଲ ଭାବେ ଗ୍ରାଇଣ୍ଡ କରି ଦିଅନ୍ତୁ । ଗ୍ରାଇଣ୍ଡ କରିସାରିବା ପରେ ଏହାକୁ ଭଲ ଭାବେ ଛାଣି ଏହାର ରସ କାଢି ନିଅନ୍ତୁ । ଏବେ ଆସନ୍ତୁ ଏହାର ଉପକାରିତା ବିଷୟରେ ଜାଣିବା ।

୧:-ଏହି ରସ ମାଇଗ୍ରେନ ପାଇଁ ବହୁତ ଗୁଣକାରୀ ଅଟେ । ଯଦି ଆପଣଙ୍କର ମାଇଗ୍ରେନ ଭଳି ରୋଗ ଅଛି ବା ଆପଣଙ୍କର ମୁଣ୍ଡ ବହୁତ ବିନ୍ଧୁଅଛି ତେବେ ଲେମ୍ବୁ ପତ୍ରର ରସ କାଢି କେବଳ ଶୁଙ୍ଘନ୍ତୁ । କେବଳ ଶୁଙ୍ଘିବା ଦ୍ଵାରା ମାଇଗ୍ରେନ ଭଳି ସମସ୍ୟାରୁ ତୁରନ୍ତ ଆରାମ ମିଳିଥାଏ ।

୨:- ଯଦି ଆପଣଙ୍କ ପେଟ ରେ ପୋକ ହୋଇ ଯାଇଛନ୍ତି ତେବେ ଆପଣ ଅଧ ଚାମଚ ଲେମ୍ବୁ ପତ୍ର ରସ ନିଅନ୍ତୁ ଏବଂ ସେଥିରେ ଅଧ ଚାମଚ ମହୁ ମିଶାଇ ଖାଲି ପେଟ ରେ ଦିନକୁ ଥରେ ସେବନ କରନ୍ତୁ । ଅଳ୍ପ ଦିନ ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ପେଟର ପୋକ ଭଲ ହୋଇଯିବ ।

୩:- ଯଦି ଆପଣଙ୍କ ମୁହଁରେ କଳା କିମ୍ବା ଧଳା ଦାଗ ହୋଇଛି ତେବେ ଏହା ଆପଣଙ୍କ ପାଇଁ ରାମବାଣ ଉପଚାର ଅଟେ । ଆପଣ ଲେମ୍ବୁ ପତ୍ରର ରସ କୁ କଟନ ସାହାଯ୍ୟରେ ନେଇ ମୁହଁରେ ଲଗାନ୍ତୁ । ୪୫ ମିନିଟ ମୁହଁରେ ରଖିବାକୁ ଦିଅନ୍ତୁ । ତାହାପରେ ମୁହଁକୁ ଧୋଇଦିଅନ୍ତୁ । କିଛି ଦିନ ଏହାର ପ୍ରୟୋଗ ପରେ ଆପଣଙ୍କ ମୁହଁର ବ୍ରଣ ଦୂର ହେବା ସହିତ ଦାଗ ମଧ୍ୟ ଦୂର ହୋଇଥାଏ । ଏହାଛଡା ଲେମ୍ବୁ ପତ୍ରର ରସ ଇନ୍ଦ୍ରିୟ କୁ ଶାନ୍ତ କରିବା ପାଇଁ ମଧ୍ୟ ସେବନ କରାଯାଇଥାଏ ।

ବିଭିନ୍ନ ପ୍ରକାରର ବିୟୁଟି କ୍ରିମ ରେ ମଧ୍ୟ ଏହାର ପ୍ରୟୋଗ କରାଯାଇଥାଏ । ମଶା ମାଛିଙ୍କ ଠାରୁ ତ୍ୱଚା କୁ ବଞ୍ଚାଇବା ପାଇଁ ମଧ୍ୟ ଏହାର ପ୍ରୟୋଗ କରାଯାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *