ବନ୍ଧୁଗଣ, ବିଭିନ୍ନ ପ୍ରକାରର କାରଣ ଯୋଗୁଁ ଆମ୍ଭ ଦାନ୍ତରେ କଷ୍ଟ ଅନୁଭବ ହୋଇଥାଏ । ଏହା ଫଳରେ ଦାନ୍ତବିନ୍ଧା ଭଳି ସମସ୍ୟା ଭୋଗିବାକୁ ପଡିଥାଏ । ଦାନ୍ତରେ ପୋକ ଲାଗିବା କାରଣରୁ ମଧ୍ୟ ଦାନ୍ତରେ ବହୁତ ଅଧିକ ଯନ୍ତ୍ରଣା ଅନୁଭବ ହୋଇଥାଏ । ସାଧାରଣତ ଲୋକ ମାନେ ବହୁତ ଦିନ ଧରି ଦାନ୍ତ ଜନିତ ସମସ୍ୟା ରେ ପୀଡିତ ଅଛନ୍ତି ।
ବିଭିନ୍ନ ପ୍ରକାରର ଔଷଧ ର ସେବନ କରିବା ପରେ ମଧ୍ୟ ସେମାନଙ୍କର ଦାନ୍ତ ବିନ୍ଧା ଭଳି ସମସ୍ୟା ର ସମାଧାନ ହୋଇ ପାରୁ ନାହିଁ । ଦାନ୍ତ ବିନ୍ଧା ଭଳି ସମସ୍ୟା ରୁ ଆରାମ ନିମନ୍ତେ ଆଜି ଆମ୍ଭେ ଆପଣ ମାନଙ୍କ ନିମନ୍ତେ ବହୁତ ଉପକାରୀ ଉପାୟ ଟି ନେଇ ଆସିଛୁ ।
ପ୍ରଥମ ସାମଗ୍ରୀ ର ଆବଶ୍ୟକତା ତାହା ହେଉଅଛି ପାନପାତ୍ର ର ଡେମ୍ଫ । ଆପଣ ୨ ରୁ ୩ ଟି ପାନପତ୍ର ର ଡେମ୍ଫ କୁ ଛୋଟ ଛୋଟ କରି କାଟି ନିଅନ୍ତୁ । ଏହାପରେ ଆପଣ ୨ ଟି ଛୋଟ କର୍ପୁର ନିଅନ୍ତୁ । ଏହି ଦୁଇଟି ସାମଗ୍ରୀ କୁ ଆପଣ ଭଲ ଭାବରେ ବାଟି ନିଅନ୍ତୁ । ଭଲ ଭାବରେ ବାଟି ଆପଣ ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଆପଣଙ୍କ ଦାନ୍ତର ଯେଉଁ ଜାଗାରେ ପୋକ କତିଅଛି ଆପଣ ସେହି ଜାଗାରେ ଏହି ପେଷ୍ଟ କୁ ଲଗାଇ ନିଜ ଦାନ୍ତ ମାଧ୍ୟମରେ ଚାପି ରଖନ୍ତୁ ।
ଆପଣ ଏହାକୁ ଅଳ୍ପ ତୁଳା ସାହାର୍ଯ୍ୟ ରେ ନେଇ ନିଜ ଦାନ୍ତରେ ପ୍ରୟୋଗ କରନ୍ତୁ । ଆପଣ ଦେଖିବେ ଆପଣଙ୍କର ଦନ୍ତ ଯନ୍ତ୍ରଣା ତୁରନ୍ତ ଦୂର ହୋଇଯିବ । ଏହା ଏକ ଚମତ୍କାରୀ ଆୟୁର୍ବେଦିକ ଘରୋଇ ଉପଚାର ଅଟେ । କୌଣସି କାରଣରୁ ଆପଣଙ୍କ ଦାନ୍ତ ବିନ୍ଧା ଅଥବା ଦାନ୍ତରେ ପୋକ ଲାଗିବା ଭଳି ସମସ୍ୟା ଥିଲେ ଏହା ଆପଣଙ୍କ ସମସ୍ୟା କୁ ସଂପୂର୍ଣ୍ଣ ରୂପରେ ଭଲ କରିଦେବ । ଆପଣ ଏହି ସହଜ ଘରୋଇ ଉପଚାର ଟିକୁ ପ୍ରୟୋଗ କରି ଦେଖନ୍ତୁ ଆପଣଙ୍କ ଦାନ୍ତ ଜନିତ ସମସ୍ୟା ସଂପୂର୍ଣ୍ଣ ରୂପେ ଭଲ ହୋଇଯିବ ।
ଆଉ ଏକ ଘରୋଇ ଉପଚାର ସାହାର୍ଯ୍ୟ ରେ ଆପଣ ନିଜ ଦାନ୍ତ କୁ ସବୁଦିନ ନିମନ୍ତେ ସୁସ୍ଥ ରଖି ପାରିବେ ତାହା ହେଉଛି କଳା ରାଶି । ଆପଣ କଳରାଶି କୁ ଆଣି ତାକୁ ଗୁଣ୍ଡ କରି ରଖନ୍ତୁ । ଏହାପରେ ସକାଳେ ଦାନ୍ତ ଘଷିବା ପୂର୍ବ ରୁ ଆପଣ ଏହାକୁ ଚୋବାଇ ଚୋବାଇ ଖାଇ ଏକ ଗିଲାସ ଥଣ୍ଡା ପାଣି ସେବନ କରି ନିଅନ୍ତୁ । ଦେଖିବେ ଆପଣଙ୍କର ଦାନ୍ତ ଜନିତ ସମସ୍ୟା ଆଉ ଦେଖାଯିବ ନାହିଁ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ