Jyotish Shastra- ଦୂର୍ଗା ପୂଜାରେ 5 ଟି ରାଶିରେ ରାଜଯୋଗ, ହେବ ଖାଲି ଟଙ୍କା ବର୍ଷା, ଏହା ଆପଣଙ୍କ ରାଶି ନୁହେଁ ତ ?

ବନ୍ଧୁଗଣ, ଦୀର୍ଘ ୫୦୦ ବର୍ଷ ପରେ ଗ୍ରହ ମାନଙ୍କ ଗତି ବିଧିରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଅଛି । ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ପରିବର୍ତ୍ତନ ରାଶିଚକ୍ର ର ୧୨ ଗୋଟି ରାଶି ଉପରେ ପ୍ରଭାବ ପକାଇଥାଏ । ଏହି ମହାସଂଯୋଗ ପବିତ୍ର ଦୂର୍ଗା ପୂଜା ଅବସରରେ ଘଟୁଥିବାରୁ ଜଗତ ଜନନୀ ମାତା ଦୂର୍ଗା ଏହି ୮ ଟି ରାଶି ମାନଙ୍କ ଉପରେ ଆଶୀର୍ବାଦ କରିବାକୁ ଯାଉଛନ୍ତି । ଏହାପରେ ଏହି ରାଶିର ଭାଗ୍ୟ ଶାରଦୀୟ ଦୂର୍ଗା ପୂଜା ପରଠାରୁ ଚମକିବାକୁ ଲାଗିବ ।

ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳି ରାଶି ମାନଙ୍କ ଭାଗ୍ୟରେ ମାତା ଦୂର୍ଗା ଙ୍କ କୃପା ରୁ କଣ ସବୁ ଘଟିବାକୁ ଯାଉଅଛି ? ମାତା ଦୂର୍ଗା ଙ୍କ ଆଶୀର୍ବାଦରୁ ଆପଣ ମାନଙ୍କର ସବୁଦିନ ହସ ଖୁସି ରେ ବିତିବାକୁ ଯାଉଅଛି । ଆପଣଙ୍କ ଜୀବନରେ କୌଣସି ସମସ୍ୟା ରହିବ ନାହିଁ । ଆପଣ କାହା କଥାରେ ମୁଣ୍ଡ ପୁରାନ୍ତୁ ନାହିଁ । ବ୍ୟାପାର ବାଣିଜ୍ୟ ରେ ଆପଣଙ୍କର ଭଲ ଲାଭ ହେବାକୁ ଯାଉଅଛି ।

ଆପଣଙ୍କ କାରବାର ଦିନକୁ ଦିନ ବୃଦ୍ଧି ହେବାରେ ଲାଗିବ । ଆପଣଙ୍କ କାରବାରରେ କୌଣସି ଜିନିଷର ଅଭାବ ରହିବ ନାହିଁ । ଆପଣଙ୍କ ଆୟ ରେ ବୃଦ୍ଧି ହେବ । ଆପଣଙ୍କର ବୁଡି ଯାଇଥିବା ଟଙ୍କା ପଇସା ପୁଣି ଫେରି ପାଇବାର ସମ୍ଭାବନା ରହିଅଛି । ଆପଣଙ୍କ ଚାକିରି ରେ ପଦୌନ୍ନତି ହେବାକୁ ଯାଉଅଛି ।

ଆପଣଙ୍କୁ ଆପଣଙ୍କ ମନ ପସନ୍ଦ ର ଜୀବନ ସାଥି ନିଶ୍ଚିତ ମିଳିବ । ଆପଣଙ୍କ ଜୀବନ ସାଥି ଙ୍କ ସହିତ ପ୍ରେମ ସମ୍ପର୍କ ମଧୁର ହେବ । ଆପଣଙ୍କ ଆୟ ବୃଦ୍ଧି ହେବା ସହିତ ଆପଣଙ୍କ ଆୟରେ ମଧ୍ୟ ବୃଦ୍ଧି ହେବ । ଆପଣଙ୍କର ଅଯଥା ଜିନିଷ ରେ ପଇସା ଖର୍ଚ୍ଚ ହେବାର ସମ୍ଭାବନା ରହିଅଛି । ଏଣୁ ଏଥିପ୍ରତି ଆପଣ ସାବଧାନ ରୁହନ୍ତୁ । ଆପଣଙ୍କ ପରିବାର ନିମନ୍ତେ ଆପଣଙ୍କର କର୍ତବ୍ୟ ଉତ୍ତମ ରହିବ । ଘରେ ଏବଂ ପରିବାରରେ ଆନନ୍ଦ ର ଲହରୀ ଖେଳି ଉଠିବ । ଆପଣ ଅଧିକ ଭାବୁକ ସ୍ଵଭାବର ହୁଅନ୍ତୁ ନାହିଁ ଏହା ଦ୍ଵାରା ଆପଣଙ୍କ ହୃଦୟକୁ ଆଘାତ ଲାଗିପାରେ ।

ଏଥିପାଇଁ ଆପଣ ଦୁଖୀ ମଧ୍ୟ ହୋଇପାରନ୍ତି । ମାତା ଦୂର୍ଗା ଙ୍କ କୃପା ରୁ ଏହି ରାଶିର ବ୍ୟକ୍ତି ଙ୍କୁ ସଫଳତା ହାସଲ ହେବାକୁ ଜାଉଅଛି । ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଅପାର ସମ୍ପତ୍ତି ର ଅଧିକାରୀ ହେବେ । ଆପଣ ମାନଙ୍କ ଉପରେ ଧନ ର ବର୍ଷା ହେବ । ମା ଦୂର୍ଗା ଙ୍କ ଉପରେ ଆପଣ ମାନଙ୍କ ଉପରେ ଧନ ର ବର୍ଷା ହେବାକୁ ଯାଉଅଛି । ଆମ୍ଭେ ଯେଉଁ ବିଶେଷ ବିବରଣୀ ରାଶି ମାନଙ୍କ ସମ୍ବନ୍ଧରେ କହୁଛୁ ସେମାନଙ୍କ ନାମ ହେଉଛି,- ବିଛା ରାଶି, ସିଂହ ରାଶି, କନ୍ୟା ରାଶି, ମିଥୁନ ରାଶି, ମକର ରାଶି, ବୃଷ ରାଶି, କୁମ୍ଭ ରାଶି । ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମର ଜଣାନ୍ତୁ ।

Leave a Reply

Your email address will not be published. Required fields are marked *