ସଂସାରର ସବୁଠାରୁ ବଡ ପାପ କଣ ? ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ, ଆପଣ କେବେ କରିଛନ୍ତି କି ?

ଦୁନିଆ ରେ ସବୁ ମଣିଷ ପା-ପ ପୁଣ୍ୟ କରିଥାନ୍ତି । ଯେତେବେଳେ ପା-ପ ପୂଣ୍ୟ କଥା ଉଠିଥିଲେ ଲୋକମାନେ ପୁଣ୍ୟ କରିବାକୁ ଇଚ୍ଛା କରନ୍ତି । ସଂସାରରେ ବିଭିନ୍ନ ପ୍ରକାରର ପା-ପ ଅଛି । କିଛି ଲୋକମାନେ ନିଜ ଜୀବନ ସାରା ପା-ପ କରି ଧନ ଅର୍ଜନ କରନ୍ତି ।

କିଛି ଲୋକ ନିଜ ଜୀବନ କାଳ ମଧ୍ୟରେ କେବଳ ଅନ୍ୟକୁ ସାହାର୍ଯ୍ୟ ଓ ପୁଣ୍ୟ କରିବାରେ ବ୍ୟସ୍ତ ରୁହନ୍ତି । ତେବେ ସୁଖ ଓ ଦୁଃଖ ପରି ପା-ପ ପୁଣ୍ୟ ମଧ୍ୟ ମଣିଷ ଜୀବନ ରେ ଏକ ଅଂଶ । ସୁଖ ଓ ଦୁଃଖ ମଣିଷ ର ଭାଗ୍ୟ ଓ କର୍ମ ରେ ନିର୍ଭର କରେ । କିନ୍ତୁ ପା-ପ ଓ ପୁଣ୍ୟ ମଣିଷ ର କର୍ମ ଉପରେ ହିଁ ନିର୍ଭର କରେ ପା-ପ । ଏହା ଅତି କ୍ଷୁଦ୍ର ଶବ୍ଦ ଅଟେ । କିନ୍ତୁ ଏହା ଭୟଙ୍କର ପରିଣାମ ଦେଇ ଥାଏ ।

ଦୁନିଆରେ ଅନେକ ପ୍ରକାରର ପା-ପ ଅଛି ଯାହା ଶୁଣିବାକୁ ଛୋଟ ଲାଗେ କିନ୍ତୁ ତାହା ବଡ଼ ପା-ପ ବୋଲି କୁହାଯାଏ । ଯଦି କୌଣସି ମଣିଷ ନିଜ ଜୀବନ କାଳ ରେ ୧୦୦ ଟି ପୁଣ୍ୟ କାର୍ଯ୍ୟ କରିଥାଏ କିନ୍ତୁ ୧ ଟି ପା-ପ କାର୍ଯ୍ୟ କରିଦିଏ ତେବେ ସେହି ପୁଣ୍ୟ କରିବାର କୌଣସି ମୂଲ୍ୟ ନଥାଏ । ଏପରି ଲୋକ ଅଛନ୍ତି ଯେଉଁମାନେ ସର୍ବଦା ପୁଣ୍ୟ କାମ କରନ୍ତି ଓ ପା-ପ କାର୍ଯ୍ୟ କରନ୍ତି ନାହିଁ କି କାହାକୁ ପା-ପ କାର୍ଯ୍ୟ କରିବାକୁ ଦିଅନ୍ତି ନାହିଁ  ତେବେ ସଂସାର ର କଣ ଵଡ଼ ପା-ପ ଅଛି ଆଜି ଆମେ ତାହା ସ-ମ୍ଭ-ନ୍ଧ ରେ ଜାଣିବା ।

ପ୍ରଥମ ପା-ପ ହେଉଛି ନାରୀକୁ ସମ୍ମାନ ନ ଦେବା, ଭଗବାନ ନିଜେ କହିଛନ୍ତି ଯେ ସଂସାର ସବୁଠୁ ବଡ଼ ପା-ପ ହେଉଛି ଯେଉଁ ପୁରୁଷ ନାରୀ ର ସମ୍ମାନ ସହ ଖେଳିଥାଏ । ବିଜ୍ଞାନ ହିସାବରେ ନାରୀ ହେଉଛି ସର୍ବ ଶକ୍ତିମାନ କାରଣ ଗୋଟିଏ ନାରୀ ଅ-ସ-ହ୍ୟ କ-ଷ୍ଟ ସହି ଏକ ନୂତନ ଜୀବନକୁ ଦୁନିଆକୁ ଆଣି ଥାଏ । ନାରୀ ସବୁଠୁ ଅଧିକ ପୂଜନୀୟ ଅଟେ । ତେବେ ନାରୀକୁ ସମ୍ମାନ ଦେଉଥିବା ବ୍ୟକ୍ତି ପୁଣ୍ୟ ଅର୍ଜନ କରେ ।

ନାରୀ ଙ୍କ ସମ୍ମାନ ପ୍ରତି ଯେଉଁ ବ୍ୟକ୍ତି ଖେଳିଥାଏ ସେହି ବ୍ୟକ୍ତି ନିଜ ଜୀବନ ର ସବୁଠାରୁ ବଡ଼ ପା-ପ କରି ଥାଏ । କେବେବି କୌଣସି ନାରୀଙ୍କ ଉପରକୁ ହାତ ଉ-ଠେ-ଇ-ବା କଥା ନୁହେଁ । ନାରୀ ଶକ୍ତି ଦୁନିଆର ବଡ ଶକ୍ତି ଅଟେ । ତେଣୁ ନାରୀ କୁ ସମ୍ମାନ ଦେବା ଉଚିତ, ସ୍ୱୟଂ ଭଗବାନ ମଧ୍ୟ ନାରୀ ଶକ୍ତି କୁ ପ୍ରଣାମ କରନ୍ତି ।

ତେବେ ଏହି ପା-ପ ରୁ ମୁକ୍ତି ପାଇବା ପାଇଁ ଆପଣ କଣ କରିବେ । ଜଣେ ବ୍ୟକ୍ତି ନିଜ ଜୀବନରେ ନାରୀ ହିସାବ ରେ ତା ମାଙ୍କୁ ହିଁ ପାଇ ଥାଏ । ତେଣୁ ସର୍ବଦା ସକାଳୁ ଉଠିବା ମାତ୍ରେ ଆପଣ ନିଜ ମାତା ଙ୍କ ପାଦ ସ୍ପର୍ଶ କରିକି ପ୍ରଣାମ କରନ୍ତୁ ଏହା ଆପଣଙ୍କ ପୁଣ୍ୟ କାର୍ଯ୍ୟ ରେ ଗଣାଯାଏ । ଓ ସର୍ବ ଦେବା ଦେବୀ ସେହି ବ୍ୟକ୍ତିଙ୍କ ଉପରେ ସନ୍ତୁଷ୍ଟ ହୋଇଥାନ୍ତି । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *