Astrology- ଏହି 2 ଟି ରାଶିର ଲୋକ ଭୁଲରେ ବି ନିଜ ହାତ କିମ୍ବା ଗୋଡରେ ବାନ୍ଧନ୍ତୁ ନାହିଁ କଳା ସୂତା, ହୋଇଥାଏ ଅନର୍ଥ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କଥାରେ ଅଛି ଯଦି କୌଣସି ବ୍ୟକ୍ତି ଉପରେ କାହାର ଖରାପ ନଜର ଲାଗି ଯାଇଥାଏ । ତେବେ ବ୍ୟକ୍ତିର ଦୁର୍ଭାଗ୍ୟ ଚାଲି ଆସିଥାଏ । ତେବେ ପ୍ରାୟତଃ ଲୋକ ଖରାପ ନଜରରୁ ନିଜକୁ ବଞ୍ଚାଇବା ପାଇଁ କଳା ସୂତାର କିମ୍ବା କଳାର କିଛି ଜିନିଷ ବ୍ୟବହାର କରିଥାନ୍ତି । ତେବେ କଳା ସୂତା ଦ୍ଵାରା ବ୍ୟକ୍ତିକୁ ଖରାପ ନଜରରୁ ବଞ୍ଚାଇବା ସହିତ ଧନର ଉନ୍ନତି ମଧ୍ୟ କରାଇଥାଏ ।

ଯେଉଁ କାରଣରୁ ବ୍ୟକ୍ତିର ଆର୍ଥିକ ସ୍ଥିତି ଭଲ ରହିଥାଏ । ତେବେ ଚାଲନ୍ତୁ ସେହି ବିଷୟରେ ଆଲୋଚନା କରିବା । କୌଣସି ଏକ ବାରରେ ଭୈରବ ମନ୍ଦିରକୁ ଯାଇ ଏକ କଳା ସୂତାକୁ ସେଠାରୁ ପୂଜା କରି ନେଇ ଆସନ୍ତୁ । ତାପରେ ସେହି କଳା ସୂତାରେ ସୋରିଷ ତେଲ ଲଗାଇ ଦିଅନ୍ତୁ । ତାପରେ ଭଗବାନଙ୍କର ସ୍ମରଣ କରି ବ୍ୟକ୍ତିର ଡାହାଣ ହାତରେ ପରିଧାନ କରନ୍ତୁ ।

ଏପରି କରିବା ଦ୍ଵାରା ବ୍ୟକ୍ତି ର ଧନ ସହ ଜଡିତ ଅନେକ ଗୁଡିଏ ସମସ୍ଯାର ସମାଧାନ ହୋଇଯାଇଥାଏ । ଏହା ଛଡା ଯେଉଁ ବ୍ୟକ୍ତିଙ୍କୁ ଖରାପ ଶକ୍ତିର ନଜର ଠାରୁ ବଞ୍ଚିବାର ଥାଏ । ତେବେ ସେହି ବ୍ୟକ୍ତି ମାନେ ଶନିବାର ଦିନ ହନୁମାନ ମନ୍ଦିର ଯିବେ । ସେଠାରେ ଯାଇ ପ୍ରଭୁ ହନୁମାନଙ୍କ ପାଦ ତଳେ କଳା ସୂତା ଥୋଇ ତାହାକୁ ପୂଜା କରି ସେଥିରେ ପ୍ରଭୁ ବଜରଙ୍ଗୀ ବାଲୀଙ୍କର ସିନ୍ଦୁର ଲଗାଇ ଦେବେ ।

ତାପରେ ତାକୁ ଆଣି ବେକରେ କିମ୍ବା ବ୍ୟକ୍ତି ଡାହାଣ ହାତରେ ଭଗବାନ ନାମକୁ ସ୍ମରଣ କରି ପରିଧାନ କରନ୍ତୁ । ଏପରି କରିବା ଦ୍ଵାରା ବ୍ୟକ୍ତି ଉପରୁ ସବୁ ଖରାପ ନଜର ହଟିଯାଇଥାଏ । କାରଣ ବ୍ୟକ୍ତି ଉପରେ ଖରାପ ନଜର ଲାଗିଲେ । ବ୍ୟକ୍ତିର ଜୀବନରେ ବହୁତ ପ୍ରକାର ଅସୁବିଧା ହୋଇଥାଏ । ବ୍ୟକ୍ତି କୌଣସି କ୍ଷେତ୍ରରେ ଉନ୍ନତି କରିପାରିନଥାଏ । ବ୍ୟବସାୟରେ ଲାଭ ମିଳିପାରିନଥାଏ ।

ଚାକିରି କ୍ଷେତ୍ରରେ ବାଧା ଉପୁଜିଥାଏ । ବ୍ୟକ୍ତିର ଘରେ ବହୁତ ପ୍ରକାର ସଙ୍କଟ ମଧ୍ୟ ଘେରିକି ରହିଥାଏ । ତେଣୁ ନିହାତି ଭାବରେ କଳା ସୂତାର ଏହି ଉପଚାର କରି ଭଗବାନଙ୍କ ନାମ ନେଇ ଏହାକୁ ପରିଧାନ କରନ୍ତୁ । ତେବେ କେଉଁ ରାଶିର ଲୋକଙ୍କୁ ହାତ କିମ୍ବା ଗୋଡରେ କଳା ସୂତା ପରିଧାନ କରିବା ଉଚିତ ନୁହେଁ । ମେଷ ରାଶିର ଲୋକଙ୍କୁ କଳା ସୂତା ପିନ୍ଧିବା ଅନୁଚିତ । କାରଣ ମେଶ ରାଶିର ସ୍ଵାମୀ  ହେଉଛନ୍ତି ମଙ୍ଗଳ ।

ଭଗବାନ ହନୁମାନଙ୍କୁ ନାରଙ୍ଗୀ ବା ନାଲି ରଙ୍ଗ ପସନ୍ଦ ହୋଇଥାଏ । ତେଣୁ ସେମାନେ ନିଜର ରକ୍ଷା ସୂତ୍ର ଭାବରେ ନାଲି ରଙ୍ଗର ସୂତା ପିନ୍ଧିବା ହିଁ ଉଚିତ ।  କଳା ସୂତା ପିନ୍ଧିବା ଦ୍ଵାରା ମେଶ ରାଶିର ଲୋକଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଦିତୀୟରେ ବିଛା ରାଶିର ଲୋକ ମଧ୍ୟ କଳା ସୂତା ପିନ୍ଧିବା ଉଚିତ ନୁହେଁ । କାରଣ ଏମାନଙ୍କ ସ୍ଵାମୀ ମଧ୍ୟ ମଙ୍ଗଳ ଅଟନ୍ତି । ତେଣୁ ଏମାନେ ମଧ୍ୟ ନିଜ ରକ୍ଷା ସୂତ୍ର ଭାବରେ ନାଲି ସୂତା ପିନ୍ଧି ପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *