ବନ୍ଧୁଗଣ, ଅଳ୍ପ ବୟସ ହେବା ମାତ୍ରେ ଆପଣଙ୍କୁ ଆଣ୍ଠୁଗଣ୍ଠି ବିନ୍ଧା ହେବା ଭଳି ସମସ୍ୟା, ଜଏଣ୍ଟପେନ ଭଳି ସମସ୍ୟା ଭୋଗିବାକୁ ପଡିଥାଏ । ଏଥିପାଇଁ ଆମ୍ଭେ ଅନେକ ପ୍ରକାରର ମେଡ଼ିସିନ ଅଥବା ଆଣ୍ଟିବାୟୋଟିକ ର ସେବନ କରିଥାଉ । ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ବନାଇବା ଶିଖାଇବୁ ଯାହାର ପ୍ରୟୋଗ କରିବା ଦ୍ଵାରା ଆପଣଙ୍କର ଜଏଣ୍ଟପେନ ଅଥବା ଆପଣଙ୍କର ଆଣ୍ଠୁଗଣ୍ଠି ବିନ୍ଧା ଭଳି ସମସ୍ୟା ସବୁଦିନ ଲାଗି ଦୂର ହୋଇଯିବ । ଏହା ଏକ ପ୍ରକୃତିକ ଏବଂ ଘରୋଇ ଉପଚାର ଅଟେ । ଏହା ବନାଇବା ବହୁତ ସହଜ ଅଟେ ।
ଘରୁ ସହଜରେ ମିଳୁଥିବା କିଛି ସାମଗ୍ରୀ ସହାୟତା ରେ ଆଜି ଆମ୍ଭେ ଆପଣଙ୍କୁ ଏହି ଉପଚାର ବନାଇବା ଶିଖାଇବୁ । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ପିଆଜ ରେ ଅନେକ ପ୍ରକାରର ପୋଷକ ତତ୍ଵ ମିଳିଥାଏ । ଯାହା ଆପଣଙ୍କ ଆଣ୍ଠୁଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ଏବଂ ବିଭିନ୍ନ ପ୍ରକାରର ଆପଣଙ୍କ ଜଏଣ୍ଟ ପେନ ଭଳି ସମସ୍ୟା କୁ ଦୂର କରିବା ନିମନ୍ତେ ବହୁତ ଅଧିକ ଲାଭଦାୟକ ହୋଇଥାଏ ।
ପ୍ରଥମେ ଆପଣ ଗୋଟିଏ ପିଆଜ କୁ ମଝିରୁ ଫାଳ କରି ନିଅନ୍ତୁ । ଏହାପରେ ଏହାକୁ ଭଲ ଭାବରେ ଗ୍ରେଡ କରି ନିଅନ୍ତୁ । ଏହାପରେ ଆପଣ ଅଳ୍ପ ମାତ୍ରାରେ ହଳଦୀ ନିଅନ୍ତୁ । ହଳଦୀ ମଧ୍ୟ ଆପଣଙ୍କ ଜଏଣ୍ଟ ପେନ ଏବଂ ଆଣ୍ଠୁଗଣ୍ଠି ଭଳି ସମସ୍ୟା କୁ ଦୂର କରିବା ନିମନ୍ତେ ବହୁତ ଲାଭ ଦାୟକ ହୋଇଥାଏ ।
ଏଥିରେ ମଧ୍ୟ ଅନେକ ପ୍ରକାରର ପୋଷକ ତତ୍ଵ ମିଳିଥାଏ । ଆପଣ କରିଥିବା ପିଆଜ ଗ୍ରେଡ ମଧ୍ୟରେ ଏକ ଚାମଚ ହଳଦୀ ଗୁଣ୍ଡା ମିଶାନ୍ତୁ । ଏହାପରେ ଆପଣ ଏହି ୨ ଟି ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ଏହାପରେ ଆପଣଙ୍କୁ ଏକ ଶେଷ ସାମଗ୍ରୀ ର ଆବଶ୍ୟକତା ପଡିବ ତାହା ହେଉଛି ସୋରିଷ ତେଲ । ଅଳ୍ପ ମାତ୍ରାରେ ସୋରିଷ ତେଲ ପକାଇ ଏହାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ ।
ଏହାପରେ ଏହାକୁ ହାଲ୍କା ଭାବରେ ଗରମ କରି ନିଅନ୍ତୁ । ପ୍ରଥମେ ଆପଣ ଏକ ପ୍ୟାନ ଗ୍ୟାସରେ ବସାନ୍ତୁ । ଏହି ପ୍ୟାନ ଟି ହାଲ୍କା ଗରମ ହେବା ପରେ ଆପଣ ମିଶ୍ରଣ କୁ ଏଥିରେ ବଶାଇ ଗରମ କରି ନିଅନ୍ତୁ । ଆପଣ ଚାମଚ ସାହାର୍ଯ୍ୟ ରେ ଏହାକୁ ହାଲ୍କା ହାଲ୍କା ମିକ୍ସ କରୁଥାନ୍ତୁ । ଏହାକୁ ବନାଇବା ବହୁତ ସହଜ ଅଟେ ।
ଏହି ମିଶ୍ରଣ ଟି ସଂପୂର୍ଣ୍ଣ ପ୍ରାକୃତିକ ଏବଂ ଆୟୁର୍ବେଦୀୟ ଘରୋଇ ଉପଚାର ଅଟେ । ଆପଣଙ୍କ ଜଏଣ୍ଟ ପେନ ଭଳି ସମସ୍ୟା କୁ ଦୂର କରିବା ନିମନ୍ତେ ଏହା ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହି ମିଶ୍ରଣ ଗରମ ହେବ ପରେ ଆପଣ ଏହାକୁ ନେଇ ଆଣ୍ଠୁ ଉପରେ ରଖି ଦିଅନ୍ତୁ । ଏହାପରେ ଧଳା କପଡାରେ ନିଜ ଆଣ୍ଠୁ କୁ କଭର କରି ନିଅନ୍ତୁ । ଆପଣ ଏହିଭଳି ରାତିରେ ନିଜ ଆଣ୍ଠୁଗଣ୍ଠିରେ ପ୍ରୟୋଗ କରନ୍ତୁ, ଦେଖିବେ ଆପଣଙ୍କ ସମସ୍ତ ସମସ୍ୟା ଏହା ଦ୍ଵାରା ଦୂର ହୋଇଯିବ ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।