Health Tips- ଦିନକୁ କେବଳ 2 ଥର ଏହାକୁ ପିଅନ୍ତୁ, ଛାତି ଓ ଗଳାରେ ଜମି ଥିବା କଫ ଘିଅ ଭଳି ତରଳିଯିବ 

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଘରୋଇ ଉପଚର ଯାହାର ମାତ୍ର ଦିନକୁ 2ଥର ସେବନ କରିବା ଦ୍ଵାରା ହିଁ, ଆପଣ କେବଳ 3 ଦିନ ମଧ୍ୟରେ ଶରୀରର ମଧ୍ୟରେ ଥିବା ସବୁ ପ୍ରକାରର କଫ ଗୁଡିକୁ ଭିତରୁ ଘିଅ ଭଳି ତରଳାଇ କାଢିଦେବ । ଯାହାଦ୍ୱାରା ଆପଣ ସମସ୍ତ ପ୍ରକାରର ଥଣ୍ଡା ଜନିତ ସମସ୍ଯାରୁ ମୁକ୍ତ ହୋଇପାରିବେ । ଏବ॰ ଆପଣ ସୁସ୍ଥ ଅନୁଭବ କରିବେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଯେଉଁ ଉପଚାରଟି ନେଇ ଆସିଛୁ, ତାହା ଆପଣଙ୍କୁ ଅତି ସହଜରେ ନିଜ ଘରେ ମିଳିଯାଇ ପାରିବ । ବନ୍ଧୂଗଣ ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କିଛି ଅଦା ଓ ତାହାସଙ୍ଗେ କିଛି ତୁଳସୀ ପତ୍ରର ଆବଶ୍ୟକ ପଡିବ ।

ବନ୍ଧୁଗଣ ଏହା ସମୁର୍ଣ୍ଣ ରୂପରେ ଏକ ପ୍ରକୃତିକ ଘରୋଇ ଉପଚାର ଅଟେ । ଏହାର ସେବନ ଦ୍ଵାରା ଆପଣ ବହୁ ପୁରାତନ କଫରୁ ମଧ୍ୟ ମୁକ୍ତ ହୋଇପାରିବେ । ବନ୍ଧୁଗଣ ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗ୍ଯାସ ରେ ଏକ ପାତ୍ର ବସାଇ ସେଥିରେ ଏକ ଗ୍ଲାସ ପଣି ଦିଅନ୍ତୁ ।

ବର୍ତ୍ତମାନ ଏଥିରେ ଆପଣ ଏକ ଅଧ ଇଞ୍ଚର ଅଦ କୁ ଛୋଟଛୋଟ କରି କାଟି ଏଥିରେ ପକାନ୍ତୁ । ଏହାପରେ ଏଥିରେ  ଆପଣ ୭ ରୁ ଆଠ ଟି ତୁଳସୀ ପତ୍ର ଓ ଏକ ତେଜପତ୍ର ପକାନ୍ତୁ । ଏହାପରେ ଫୁଲ ଲାଗିଥିବା ଗୋଟିଏ ଲବଙ୍ଗ ଓ ୨ ରୁ ୩ଟି ଗୋଲ ମରୀଚ ଛେଚି ଏଥିରେ ପକାନ୍ତୁ । ଏହାପରେ ଏହାକୁ ଭଲ ଭାବରେ ଫୁଟିବାକୁ ଛାଡି ଦିଅନ୍ତୁ । ଏହାକୁ ମାତ୍ର ୩ଦିନ ପ୍ରସ୍ତୁତ କରି ଏହାର ସେବନ କରିବା ଦ୍ଵାରା ଶରୀରର ସମସ୍ତ ଥଣ୍ଡା କଫku ଏହା ଭିତରୁ ପୋଛି ଶେଷ କରିଦିଏ ।

ତାହାଛଡା ଏହାର ସେବନ ଦ୍ଵାରା ଏହା ଶରୀରକୁ ଯାଇ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇ ଥାଏ । ଯାହାଦ୍ୱାରା ଶରୀର ଦୀର୍ଘ କାଳ ପର୍ଯ୍ୟନ୍ତ ସୁସ୍ଥ ରହେ । ବନ୍ଧୁଗଣ ଏହା ଥଣ୍ଡା କାସ ପାଇଁ ଏକ ରାମବାଣ ଔଷଧ ଅଟେ । ବନ୍ଧୁଗଣ ଏହି ଉପଚାରଟି ଏକ ଗ୍ଲାସ ପାଣି ରୁ ଫୁଟି ଫୁଟି ଅଧ ଗ୍ଳାସ ହୋଇଗଲେ ଏହାକୁ ଏକ କପରେ ଛାଣି ନେଇ ଏଥିରେ କିଛି ମିଠାର ସ୍ଵାଦ ଆଣିବା ପାଇଁ ଏଥିରେ ଏକ ଚାମଚ ମହୁ କିମ୍ବା ଗୁଡ କୁ ମିଶାଇ ଏହାକୁ ଉଷୁମ ଉଷୁମ ଥିବା ସମୟରେ ସେବନ କରିବା ଉଚିତ ।

ଆପଣ ଏହାକୁ ପ୍ରତିଦିନ ଦିନରେ 2 ଥର କିମ୍ବା ସକାଳେ ଥରେ ମଧ୍ୟ ଏହାର ସେବନ କରି ପାରିବେ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *