ବନ୍ଧୁଗଣ, ଯେତେବେଳେ ମଧୁମେୟ ହୋଇଥାଏ ତ ବହୁତ ପ୍ରଶ୍ନ ଉଠିଥାଏ ଯେ କଣ ଖାଇବା ଆବଶ୍ୟକ ? ଆହାର ରେ କଣ ନେବା ଉଚିତ କଣ ନ ନେବା ଉଚିତ ନୁହେଁ ? ମନରେ ଆସିଥାଏ ଯେ ଆମ୍ଭକୁ ଡାଇବେଟିକ୍ସ ହୋଇଛି ତ ଆମର ସବୁ ଖାଇବା ପିଇବା ବନ୍ଧ ହୋଇଯିବ । ଆମ୍ଭ ଲାଇଫ ଷ୍ଟାଇଲ ବହୁତ କଷ୍ଟସାଧ୍ୟ ହୋଇଯିବ । ମାତ୍ର ଏଭଳି ଚିନ୍ତା ଧାରା ଆପଣ ନିଜ ମନରେ ଆଣନ୍ତୁ ନାହିଁ । ଆମ୍ଭର ଲାଇଫ ଷ୍ଟାଇଲ ତଥା ଆମ୍ଭର କିଛି ଚିନ୍ତାଧାରା ଉପରେ ଏହା ନିର୍ଭର କରିଥାଏ ।
ଯେତେବେଳେ ଡାଇବେଟିକ୍ସ ହୋଇଥାଏ ତେବେ ଡାଇବେଟିକ, ଇନସୁଲିନ, ଏବଂ ଡାଏଟ ର ବହୁତ ଗଭୀର ସମ୍ବନ୍ଧ ରହିଅଛି । ଡାଇବେଟିକ୍ସ ହେବାର ଅନେକ କାରଣ ରହିଥାଏ । ଯେତେବେଳେ ଆମ୍ଭେ ଖାଦ୍ୟ ଖାଇଥାଉ ସେତେବେଳେ ଖାଦ୍ୟ ରେ ସୁଗାର ର ପରିମାଣ ବଢିଥାଏ । ସୁଗାର ବଢିବାର ପ୍ରତ୍ୟକ ଖାଦ୍ୟର କାପାସିଟି ଅଲଗା ହୋଇଥାଏ । ଡାଏଟ ର ପରିମାଣ, କ୍ଵାଲିଟି, ତଥା ସମୟ କୁ ଉଚିତ ଭାବରେ ଫଲୋ କରିବା ଆବଶ୍ୟକ ହୋଇଥାଏ ।
ଯଦି ଭାତ ସହିତ କିଛି ପରିବା ଖାଇବୁ ଏବଂ ରୋଟି ସହିତ ଡାଲି ସେବନ କରିଲେ ଆମ୍ଭର ସୁଗାର ବଢିବ ନାହିଁ । ଖାଦ୍ୟର କ୍ଵାଲିଟି ବହୁତ ମହତ୍ଵ ରଖିଥାଏ । ଆପଣଙ୍କୁ ଯଦି ଶଙ୍କା ଆସିଥାଏ ଯେ ଚିନୀ ଖାଇବା ଆବଶ୍ୟକ ଅଥବା ସୁଗାର ଫ୍ରି ପ୍ରୟୋଗ କରିବା ଉଚିତ ତେବେ ଆପଣ ସୁଗାର ଫ୍ରୀ ପ୍ରୟୋଗ କରିଲେ ତାହା ବହୁତ ଭଲ ହୋଇଥାଏ ।
ଚିନୀ ବ୍ୟବହାର ନ କରି ସେଥିରେ ଗୁଡ ଅଥବା ସୁଗାର ଫ୍ରି ବ୍ୟବହାର କରିବେ ତାହା ବହୁତ ଭଲ ହୋଇଥାଏ । ମାତ୍ର କିଛି ସୁଗାର ଫ୍ରି ସୁଇଟନେସ ରହିଅଛି ଯାହା ଆମ୍ଭେ ଆଦୌ ନେବା ଉଚିତ ନୁହେ । ସେଥିରୁ ସାଇଡ ଇଫେକ୍ଟ ହୋଇଥାଏ । ଅଧିକାଂଶ ସମୟରେ ଏସିଡିଟି ବଢିଥାଏ, ଇନଡାଇଜେସନ ର ପ୍ରୋବ୍ଲେମ ବଢିଥାଏ । ଯେଉଁଥିରେ ସର୍ବିଟନ ଏବଂ ମାନିଟନ ରହିଥାଏ । ଏହା ଘା-ତ-କ ହୋଇଥାଏ । କେବେ ମଧ୍ୟ ନ୍ୟାଚୁରାଲ ସୁଇଟନସ ପ୍ରୟୋଗ କରିବା ଆବଶ୍ୟକ ହୋଇଥାଏ । ଆପଣ ତାହାକୁ କେତେ ମାତ୍ରାରେ ନିଅନ୍ତି ତାହା ଅଧିକ ମହତ୍ଵ ହୋଇଥାଏ ।
ଯେଉଁ ମାନଙ୍କୁ ହାର୍ଟ ତଥା କିଡ୍ନି ପ୍ରୋବ୍ଲେମ ରହିଅଛି ସେଥିରେ ଚିନୀ ର ପ୍ରୟୋଗ କରିବା ଅନୁଚିତ ହୋଇଥାଏ । ଆପଣ ଯେତେ ମାତ୍ରାରେ ମେଡ଼ିସିନ କୁ ଗୁରୁତ୍ଵ ଦିଅନ୍ତି, ସେତେ ମାତ୍ରାରେ ଡାଏଟ ଏବଂ ଶାରୀରିକ ବ୍ୟାୟାମକୁ ଗୁରୁତ୍ଵ ଦେଲେ ଡାଇବେଟିକ କୁ ନିୟନ୍ତ୍ରଣ କରି ପାରିବେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ