Health Tips- 10 ଟି ରୋଗର କାଳ ମୂଳା ! ବାସ ଜାଣି ରଖନ୍ତୁ ଏହାକୁ କିପରି କରିବେ ବ୍ୟବହାର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତ ପରିବାରେ ପ୍ରଚୁର ମାତ୍ରାରେ ଭିଟାମିନ ଓ ମିନେରଲ୍ ରହିଥାଏ । ଏହା ସହିତ ଅନେକ ପୋଷକ ତତ୍ଵ ମଧ୍ୟ ରହିଥାଏ । ସେଥିପାଇଁ ପ୍ରତ୍ଯେକ ମନୁଷ୍ୟଙ୍କ ପାଇଁ ପରିବା ଖାଇବା ନିହାତି ଆବଶ୍ୟକ ହୋଇଥାଏ । ଆଜି ଆମେ ମୂଳା ବିଷୟରେ ଆଲୋଚନା କରିବା । ମୂଳା ଖାଇବା ଦ୍ଵାରା ତାହାର ଆମ ଶରୀର ପ୍ରତି ସବୁ ଫାଇଦା ବିଷୟରେ ଜାଣିବା । ପ୍ରଥମେ ଯେଉଁ ମାନଙ୍କୁ ଷ୍ଟୋନ ସମସ୍ଯା ରହିଥାଏ । ସେମାନଙ୍କୁ ମୂଳାର ଜୁଷ କରି ପିଇବା ନିହାତି ଉଚିତ ।

କାରଣ ଯଦି ଜଣେ ଷ୍ଟୋନ ସମସ୍ଯା ଥିବା ବ୍ୟକ୍ତି ମୂଳାର ଜୁଷ ସେବନ କରିଥାନ୍ତି । ତାହାର ୟୁରିନ ବାଟେ ଷ୍ଟୋନ ବାହାରି ଯାଇଥାଏ । ଦିତୀୟରେ ଯେଉଁ ମାନଙ୍କର ପାଚନ କ୍ରିୟା ଧୀର ରହିଥାଏ । ସେମାନେ ନିଜର ଡାଇଜେସନ ପାୱାର ବଢାଇବା ପାଇଁ କଞ୍ଚା ମୂଳାକୁ ଲେମ୍ବୁ ଓ ଲୁଣ ସହିତ ଖାଇବା ନିହାତି ଦରକାର । ଯାହା ଦ୍ଵାରା ତାଙ୍କର ଖାଦ୍ୟ ହଜମ କ୍ରିୟା ବହୁତ ଶୀଘ୍ର ହୋଇଥାଏ ।

ତୃତୀୟରେ ଯେଉଁ ମାନଙ୍କୁ କୋଷ୍ଠକାଠିନ୍ୟ ସମସ୍ଯା ରହୁଥାଏ । ସେମାନଙ୍କୁ ମୂଳା ଖାଇବା କିମ୍ବା ତାହାର ଜୁଷ ପ୍ରସ୍ତୁତ କରି ଅଧ ଗ୍ଳାସ ସେବନ କରିବା ନିହାତି ଉଚିତ । ଯାହା ଦ୍ଵାରା ସେମାନଙ୍କର କୋଷ୍ଠକାଠିନ୍ୟ ଦୂର ହୋଇବା ସହ ପେଟ ସଫା ମଧ୍ୟ ହୋଇଥାଏ । ଯଦି ଡାଇବେଟିସ ରୋଗୀ ପ୍ରତିଦିନ ସକାଳେ ମୂଳାର ସ୍ଯାଲାଡ ପ୍ରସ୍ତୁତ କରି କିମ୍ବା କଞ୍ଚା ମୂଳକୁ କେବଳ ଚୋବାଇ କରି ଖାଇଥାନ୍ତି ।

ଏହା ଦ୍ଵାରା ଡାଇବେଟିସ ରୋଗୀଙ୍କର ରକ୍ତରେ ସୁଗାରର ମାତ୍ରା ଠିକ ଭାବରେ ନିୟନ୍ତ୍ରିତ ହୋଇ ରହିଥାଏ । ଯଦି ପ୍ରାୟତଃ ସମୟରେ ଥଣ୍ଡା, ସର୍ଦ୍ଧୀରେ ପୀଡିତ ରହୁଥାନ୍ତି । ତେବେ ମଧ୍ୟ ଆପଣଙ୍କୁ ମୂଳାର ସ୍ଯାଲାଡ ପ୍ରସ୍ତୁତ କରି ଖାଇବା ଉଚିତ । ମୂଳାରେ ଭିଟାମିନ-A ବହୁ ପରିମାଣରେ ରହିଥାଏ । ଯାହା ଫଳରେ ମୂଳା ସେବନ କରୁଥିବା ଲୋକଙ୍କର ଦାନ୍ତ ମଜଭୁତ ରହିବା ସହିତ ଆଖିର ଦୃଷ୍ଟି ଶକ୍ତି ପ୍ରଖର ହୋଇଥାଏ ।

ଯେଉଁ ମାନଙ୍କର କେଶ ବହୁ ମାତ୍ରାରେ ଉପୁଡୁ ଥାଏ । ସେମାନଙ୍କୁ ମଧ୍ୟ ନିହାତି ଭାବେ ମୂଳାର ସ୍ଯାଲାଡ କରି କିମ୍ବା ମୂଳା ରୋଷେଇ କରି ଖାଇପାରିବେ । ଏହା ସହିତ କଞ୍ଚା ମୂଳା ଚୋବାଇ ଖାଇବା ଦ୍ଵାରା ଏହା ଶରୀର ପାଇଁ ଅଧିକ ଉପଯୋଗୀ ହୋଇଥାଏ । ଯେଉଁ ମାନଙ୍କର ୟୁରିନ ସମସ୍ଯା ରହୁଥାଏ । ୟୁରିନ କମ୍ ହେଉଥାଏ ।

ସେମାନଙ୍କୁ ମଧ୍ୟ କଞ୍ଚା ମୂଳା ଖାଇବା ଉଚିତ । ଯେଉଁ ଲୋକମାନଙ୍କର ଏନିମିଆ ଭଳି ରକ୍ତହୀନତା ସମସ୍ଯା ରହୁଥାଏ । ସେମାନଙ୍କୁ ମଧ୍ୟ ମୂଳା ଖାଇବା ଦରକାର ହୋଇଥାଏ । ତେବେ ମୂଳା ଖାଇବା ଦ୍ଵାରା ଶରୀରରେ ବହୁ ବିଧ ଉପକାର ସାଧିତ ହୋଇଥାଏ । ଯଦିଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *