ଦାମୀକା ରତ୍ନ ପିନ୍ଧିବା ବଦଳରେ ପିନ୍ଧି ନିଅନ୍ତୁ ଏହି ଗଛର ଚେର ! କୋଟିପଟି ହେବାରୁ କେହି ଆପଣଙ୍କୁ ଅଟକାଇ ପାରିବେ ନାହିଁ, Jyotish Gyan

ନମସ୍କାର ବନ୍ଧୁଗଣ, ଆମ ଜୀବନ ଉପରେ ବହୁତ ବାହାର ଜିନିଷର ଅଶୁଭ ପ୍ରଭାବ ପଡିବା ସହ ତାହାକୁ ଦୂର କରିବା ପାଇଁ ଅନେକ ଜିନିଷର ଶୁଭ ପ୍ରଭାବ ମଧ୍ୟ ପଡିଥାଏ । ଯାହା ଆପଣଙ୍କ ଖରାପ ଭାଗ୍ୟକୁ ମଧ୍ୟ ଭଲ କରିଦେଇଥାଏ । ଆପଣ ମହଙ୍ଗା ହାର ମାଳ ଲଗାଇବା ବଦଳରେ ବାସ କେବଳ ଗୋଟିଏ ଗଛର ଚେର ଲଗାନ୍ତୁ ଆଉ ଦେଖନ୍ତୁ ସାମାନ୍ୟା ଚେର ଆପଣ ଧାରଣ କରି କିଭଳି ଜୀବନରେ ଧନ ଆଗମନ କରିବା ସହ ସୁଖକୁ ହାସଲ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ଆମ ହିନ୍ଦୁ ଧର୍ମରେ ବହୁତ ଗଛକୁ ଶୁଭ ମନାଯାଏ । ସେହିଭଳି ଏକ ଶୁଭ ଗଛ ହେଉଛି ଡିମ୍ବିରି ଗଛ । ଆପଣ ଯଦି ସବୁବେଳେ ରୋଗ ବିମାରୀରେ ପୀଡିତ ହୋଇ ଛଟପଟ ହେଉଛନ୍ତି ତେବେ ଆପଣ ଏକ ଧଳା କପଡା ନିଅନ୍ତୁ ଏବଂ ସେଥିରେ ଡିମ୍ବିରି ଗଛର ଚେରକୁ ସେହି କପଡାରେ ବାନ୍ଦି ଦିଅନ୍ତୁ । ଏବଂ ଶୁକ୍ରବାର ଦିନ ଆପଣ ଏହାକୁ ଧାରଣ କରନ୍ତୁ ।

ଆପଣ ଶୁକ୍ରବାର ଦିନ ଡିମ୍ବିରି ଗଛର ଅଳ୍ପ ଚେର ନେଇ ଆସନ୍ତୁ । ଏହାକୁ ଆପଣ ତାବିଜ ପ୍ରସ୍ତୁତ କରି ପିନ୍ଧିପାରିବେ କିମ୍ବା ଆପବ ଧଳା କପଡାରେ ଏହାକୁ ବାନ୍ଧି ଆପଣଙ୍କ ବେକରେ ମଧ୍ୟ ପିନ୍ଧିପାରିବେ । ଆପଣ ଏହା କରିବା ଦ୍ଵାରା ଆପଣଙ୍କ କୁଣ୍ଡଳୀରେ ଯଦି ଶୁକ୍ରଗ୍ରହ ଖରାପ ଥିବ ତେବେ ତାହା ଦୂର ହୋଇଯିବ ସହଜରେ ।

ଆପଣଙ୍କ ଶରୀର ସହ ଜଡିତ ଥିବା ସମସ୍ତ ଅସୁବିଧା ଦୂର ହୋଇଯିବ । ଏହା ଆପଣଙ୍କ ପାଇଁ ବହୁତ ଅଧିକ ଲାଭଦାୟୀ ରହିବ । ଆପଣଙ୍କ ପୁରୁଣା ରୁ ପୁରୁଣା ବିମାରୀ ଭଲ ହେବ । ଆପଣ ସମ୍ପୂର୍ଣ ଭାବରେ ସୁସ୍ଥ ରହିବେ । ବାସ ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ପଡିବ କି ଆପଣ ଏହାକୁ କେବଳ ଶୁକ୍ରବାର ଦିନ ହିଁ କରିବେ ।

ଅଭାବ ଅସୁବିଧାରେ ଥିବା ସହ କରଜରେ ବୁଡି ରହିଥିବା ଲୋକ ଓସ୍ତ ଗଛର ଚେରକୁ ଏକ ହଳଦିଆ କପଡାରେ ବାନ୍ଧି ଦିଅନ୍ତୁ । ଏହାପରେ ଆପଣ ସେହି ଚେରକୁ ଗୁରୁବାର ଦିନ ଦିନ ଧାରଣ କରନ୍ତୁ । ଗୋଟିଏ ବ୍ୟକ୍ତି ଜୀବନରେ ଆର୍ଥିକ ଅସୁବିଧା ସେତେବେଳେ ଆସିଥାଏ ଯେତେବେଳେ ତାଙ୍କ କୁଣ୍ଡଳୀରେ ଗୁରୁ ଦୋଷ ରହିଥାଏ । ଏହି ଗୁରୁ ଦୋଷ ଏବଂ ପ୍ରଭାବକୁ ଓସ୍ତ ଗଛର ଚେର ହିଁ ଦୂର କରିଦେଇଥାଏ ।

ଓସ୍ତ ଗଛର ଚେରକୁ ଆପଣ ଧାରଣ କରିବା ଦ୍ଵାରା ଆପଣଙ୍କ ଗୁରୁଦୋଷ ଥିବା କାରଣ ରୁ ଯେଉଁସବୁ ଆର୍ଥିକ ସଙ୍କଟ ସବୁ ଥାଏ ତାହା ଦୂର ହୋଇଯାଏ । ଆପଣଙ୍କ ଜୀବନରେ ଧନ ଆସିବାର ରାସ୍ତା ଆପଣଙ୍କୁ ପ୍ରାପ୍ତ ହୁଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *