Health Tips- କଣ ଆପଣ ପ୍ରତିଦିନ ଖାଉଛନ୍ତି କି ଭୁର୍ସଙ୍ଗ ପତ୍ର (Curry leaves) ? ତ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଗଛ ବିଷୟରେ କହିବାକୁ ଯାଉଛି ଯାହାର ବ୍ୟବହାର ଆମେ ଖାଦ୍ଯର ସ୍ଵାଦ ବଢାଇବା ପାଇଁ କରିଥାଉ । ଏହାର ଉପକାରିତା ବହୁତ କମ ଲୋକେ ଜାଣିଥାନ୍ତି । ଯେଉଁ ଲୋକ ଏମାନେ ଏହାର ଉପକାରିତା ବିଷୟରେ ଜାଣିଥାନ୍ତି ସେମାନେ ଏହାର ସେବନ ପ୍ରତି ଦିନ କରିଥାନ୍ତି । କାରଣ ଏହା ସ୍ୱାସ୍ଥ୍ୟ ପାଇଁ ଓ ଆୟୁର୍ବେଦିକ ଅନୁଯାୟୀ ପୋଷାକ ତତ୍ତ୍ଵ ରେ ଭରପୁର ହୋଇ ରହିଥାଏ । ଏହା ବହୁତ ସାରା ରୋଗ ଦୂର କରିବାରେ ସାହାଜ୍ଯ କରିଥାଏ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ତେବେ ସେହି ଗଛର ନାଁ ହେଉଛି ଭୃଶୁଙ୍ଗ ଗଛ । ଏଥିରେ ଏତେ ପରିମାଣରେ ପୋଷାକ ତତ୍ତ୍ଵ ରହିଛି ଯାହା କ୍ୟାନ୍ସର ଭଳି ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ । ଯଦି ଆପଣ ମାନେ ଏହାର ସେବନ କରୁ ନାହାନ୍ତି ତେବେ ଏହାର ସେବନ କରିବା ଆରମ୍ଭ କରି ଦିଅନ୍ତୁ ।

୧- ଯଦି ଆପଣଙ୍କର କୋଲେଷ୍ଟର ଭଳି ସମସ୍ଯା ଅଧିକ ରହିଛି ତେବେ ଭୃଶୁଙ୍ଗ ପତ୍ର ର ସେବନ ବହୁତ ଫାଇଦା ହୋଇଥାଏ । କାରଣ ଏହା ଖାଇବା ଦ୍ଵାରା କୋଲେଷ୍ଟର କମ ହୋଇଥାଏ । ଏହା ସହ ସ୍ୱାସ୍ଥ୍ୟ ମଧ୍ୟ ସୁସ୍ଥ ରହିଥାଏ ।

୨- ଯଦି କାହାର ହୃଦ ରୋଗ ଭଳି ସମସ୍ଯା ରହିଛି ଏବେ ଭୃଶୁଙ୍ଗ ପତ୍ର ସେବନ କରିବା ବହୁତ ଲାଭଦାୟକ ଅଟେ । ଏହା ସହ ଯଦି କେଶ ଝଡିବା ଭଳି ସମସ୍ଯା ରହିଛି ତେବେ ଏହାର ସେବନ କରିବା ଦ୍ଵାରା କେଶ ଘନ, ଲମ୍ବା ହୋଇଥାଏ ।

୩- ଯଦି ଆପଣଙ୍କର ରକ୍ତଚାପ ଭଳି ସମସ୍ଯା ରହିଛି ତେବେ ଭୃଶୁଙ୍ଗ ପତ୍ର ର ସେବନ କରନ୍ତୁ । ଏହା ଦ୍ଵାରା ବ୍ଲଡ଼ ପ୍ରେସର ନିୟନ୍ତ୍ରଣ ରେ ରହିଥାଏ । ଏହା ବ୍ଯତୀତ ପେଟ ବା ଲିଭର ପାଇଁ ଭୃଶୁଙ୍ଗ ପତ୍ର ବହୁତ ଲାଭଦାୟକ ହୋଇଥାଏ ।

୪- ଯଦି ଗ୍ଯାସ ବା ଏସିଡିଟି ଭଳି ସମସ୍ୟା ରହିଛି ତେବେ ଭୃଶୁଙ୍ଗ ପତ୍ର ର ସେବନ ବହୁତ କାମରେ ଆସିଥାଏ । ଏହା ସହ ଯଦି ଲିଭର ରେ କୌଣସି ସମସ୍ଯା ରହିଛି କିମ୍ବା ଆପଣଙ୍କର ଖାଦ୍ୟ ଠିକ ଭାବେ ହଜମ ହେଉ ନାହି ତେବେ ଏହାର ସେବନ କରିବା ଦ୍ଵାରା ଦୂର ହୋଇ ପାରିବ ।

ଭୃଶୁଙ୍ଗ ପାତ୍ର ଆପଣ ଅତି ସହଜରେ ବାଡି ରୁ ପାଇ ପାରିବେ । ଏହାର ସେବନ ଦ୍ଵାରା ଅନେକ ରୋଗ ଦୂର ହୋଇ ପାରିବ । ଆମେ ଏହାକୁ ତରକାରୀ ବା କୌଣସି ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ବ୍ୟବହାର କରିଥାଉ । ଆପଣ ମାନେ ଏହାକୁ ଖାଲି ପେଟରେ ମଧ୍ୟ ସେବନ କରି ପାରିବେ । ଏଥିରେ ଥିବା ପୋଷାକ ତତ୍ତ୍ଵ ଆମ ସାରା ପାଇଁ ବହୁତ ଫାଇଦା ଆଣିଥାଏ । ତେଣୁ ପ୍ରତି ଦିନ ଭୃଶୁଙ୍ଗ ପାତ୍ର ଖାଇବା ଉଚିତ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *