ଏହି ଚୂର୍ଣ୍ଣରେ ଥରେ ଦାନ୍ତ ଘସନ୍ତୁ, ଦାନ୍ତ ବଜ୍ର ଭଳି ଟାଣ ହୋଇଯିବ (Strong Teeth Tips)

ବନ୍ଧୁଗଣ, ଯଦି ଆପଣଙ୍କ ଦାନ୍ତ ତଥା ମାଢିରେ କୌଣସି ମଧ୍ୟ ସମସ୍ୟା ଅଛି ତେବେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ । ବହୁତ ଥର ସମସ୍ୟା ଏତେ ମାତ୍ରାରେ ବଢିଯାଇଥାଏ ଯେ କିଛି ମଧ୍ୟ ଖାଇବା ପିଇବା ନିମନ୍ତେ କଷ୍ଟ ହୋଇଥାଏ । ମାଢି ଫୁଲିଯିବା କାରଣରୁ ବହୁତ ଅଧିକ ଯନ୍ତ୍ରଣା ହୋଇଥାଏ । ଏହି ସମସ୍ୟା ସଂକ୍ରମଣ ଅଥବା କୌଣସି ସମ୍ବନ୍ଧର ପାଟି ସମ୍ବନ୍ଧିତ ରୋଗ ହୋଇପାରେ । ଏଥିପାଇଁ ଆପଣ ଚିକିତ୍ସିତ ଙ୍କ ପରାମର୍ଶ ସହିତ କିଛି ଘରୋଇ ଉପଚାର ର ପ୍ରୟୋଗ କରି ପାରିବେ ।

ଏହି ଉପାୟ ଦ୍ଵାରା ନା କେବଳ ପାଟିର ବ୍ୟାକ୍ଟେରିଆ ଶେଷ ହେବେ, ଦାନ୍ତ ଫୁଲା, ଦାନ୍ତରୁ ରକ୍ତ ପଡିବା, ଦାନ୍ତ ବିନ୍ଧିବା, ପାଇରିଆ ଏବଂ ପାଟି ସମ୍ବନ୍ଧିତ ଅନେକ ପ୍ରକାରର ସମସ୍ୟା ଭଲ ହୋଇଥାଏ । ଏହାର ପ୍ରୟୋଗ ସହିତ ଆପଣଙ୍କ ଡାଏଟ ରେ ଭିଟାମିନ-D ସାମିଲ କରନ୍ତୁ । ଏହା ମାଢିଫୁଲା ଭଳି ସମସ୍ୟା କୁ ଦୂର କରିବା ନିମନ୍ତେ ବହୁତ ଲାଭ ଦାୟକ ଅଟେ । ଦାନ୍ତକୁ ଟାଣ ବନାଇବା ନିମନ୍ତେ ଆପଣଙ୍କୁ ପ୍ରଥମ ସାମଗ୍ରୀ ର ଆବଶ୍ୟକ ପଡିବ ତାହା ଅଟେ ଗୁଆ । ଏହା ଆମ୍ଭେ ପୂଜା ରେ ଅଥବା ପାନରେ ପ୍ରୟୋଗ କରିଥାଉ ।

ପ୍ରଥମେ ଆପଣ ଗୋଟିଏ ଗୁଆ ନିଅନ୍ତୁ ଏବଂ ଏହାପରେ ଏହାକୁ ଛୋଟ ଛୋଟ କରି ନିଅନ୍ତୁ । ଏହାପରେ ଏହାକୁ ଜଳାଇ ଦିଅନ୍ତୁ । ଏହା ସଂପୂର୍ଣ୍ଣ ଭାବରେ ପୋଡି ସାରିବା ପରେ ଏହାକୁ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ । ଏହାପରେ ଆପଣଙ୍କୁ ଏଠି ନିମନ୍ତେ ଯେଉଁ ସାମଗ୍ରୀ ର ଆବଶ୍ୟକତା ପଡିବ ତାହା ହେଉଛି ଫୁଟିକିରି ଗୁଣ୍ଡ । ଆପଣ ଏକ ଛୋଟ ଖଣ୍ଡ ଫିଟିକରି ଏକ ଲୁହା ତାୱା ଉପରେ ବଶାନ୍ତୁ । ଏହାକୁ ୫ ରୁ ୬ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହାପରେ ଆପଣ ଏହାକୁ ଚୂର୍ଣ୍ଣ କରି ନିଅନ୍ତୁ । ବର୍ତ୍ତମାନ ଆପଣ ଖଣ୍ଡେ ଖଇର ଆଣି ତାହାକୁ ଚୂର୍ଣ୍ଣ କରି ନିଅନ୍ତୁ ।

ଏହାପରେ ୩ ରୁ ୪ କର୍ପୁର ନେଇ ତାକୁ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ । ଏହାପରେ ଏହି ସମସ୍ତ ଗୁଣ୍ଡକୁ ମିଶାଇ ଦିଅନ୍ତୁ । ଏହାପରେ ଏଥିରେ ଏକ ଚାମୁଚ ପାଣି ଦେଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟ କୁ ବ୍ରସ ରେ ନେଇ ଏଥିରେ ଦାନ୍ତ ଘସନ୍ତୁ । ମାତ୍ର ଛେପ କୁ ଢୋକିବେ ନାହିଁ । ଆପଣ ସମସ୍ତ ଛିପ କୁ ବାହାର କରି ଦିଅନ୍ତୁ । ଆପଣ ଏହିଭଳି ଭାବରେ କିଛି ଦିନ ଦାନ୍ତ ଘସନ୍ତୁ ଆପଣ ଦେଖିବେ ଆପଣଙ୍କ ଦାନ୍ତ ସମ୍ବନ୍ଧିତ ସମସ୍ୟା କିଛି ଦିନ ପରେ ଶେଷ ହୋଇଯିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *