Health Tips- ଚେହେରାକୁ କେବେ ବି ବୁଢା ହେବାକୁ ଦେବନି କେବଳ ଏହାର ୨ ଟି ପତ୍ର… ୫୦ ରେ ବି ଦେଖାଯିବେ ୨୦ ଭଳି ଯବାନ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସୁନ୍ଦର ରହିବାକୁ କିଏ ଅବା ଚାହିଁନଥାଏ । ଉଭୟ ପୁରୁଷ ଓ ମହିଳା ନିଜକୁ ଫିଟ ତଥା ନିଜ ଚେହେରାକୁ ସୁନ୍ଦର କରି ରଖିବା ପାଇଁ ସବୁବେଳେ ପ୍ରୟାସ କରିଥାନ୍ତି । ଆଜି କାଲି ବହୁତ ଲୋକଙ୍କର ବାର୍ଦ୍ଧକ୍ୟ ନଆଶୁଣୁ ଲୋକଙ୍କର ଚେହେରାରେ ରୀଙ୍କଲିଶ ବା ଚର୍ମ କୁଞ୍ଚନ ଆସିଯାଇଥାଏ । ଯାହା ମୁହଁର ସୁନ୍ଦରତାକୁ ନଷ୍ଟ କରିଦେଇଥାଏ । ଯଦି ଆପଣ ନିଜ ଚେହେରାରୁ କୁଞ୍ଚନ ହଟାଇ ଫେସକୁ ଟାଇଟ କରି ରଖୀ ଅଧିକରୁ ଅଧିକ ସୁନ୍ଦର ଦେଖାଯିବାକୁ ଇଛା କରୁଥାନ୍ତି ।

ତେବେ ନିହାତି ଭାବେ ଏହି ରେମିଡିକୁ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ । ଏହି ରେମିଡିର ପ୍ରସ୍ତୁତି ପାଇଁ ଆପଣଙ୍କୁ ପ୍ରଥମେ କିଛି ତୁଳସୀ ପତ୍ରର ଆବଶ୍ୟକତା ରହିଛି । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ତୁଳସୀର ଆମ ଶରୀର ପାଇଁ କେତେ ଉପକାରୀତା ରହିଛି । ତୁଳସୀ ଶରୀରରର ବହୁ ବିଧ ଉପକାର କରିବା ସହିତ ଏହା ଚେହେରାକୁ ଟାଇଟ କରି ରଖିବା ପାଇଁ ପ୍ରମୁଖ ଭୂମିକା ନେଇଥାଏ । ଆପଣ କିଛି ତୁଳସୀ ପତ୍ରକୁ ଆଣି ତାହାକୁ ଧୋଇ ତାହାକୁ ଗ୍ରାଇଣ୍ଡିଙ୍ଗ କରି ତାହାର ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ ।

ନଚେତ ଆପଣ ମାର୍କେଟରୁ ମଧ୍ୟ ତୁଳସୀ ପାଉଡରର ସପ୍ଲିମେଣ୍ଟ ଆଣି ସେହି ପାଉଡରରେ ପାଣି ମିଶାଇ ତାହାର ପେଷ୍ଟ ପ୍ରସ୍ତୁତ କରି ପାରିବେ । ଆପଣ ସେହି ତୁଳସୀ ପେଷ୍ଟକୁ ନିଜ ଚେହେରାରେ ଭଲ ଭାବରେ ମାସ୍ କରି ଲଗାଇ ଦିଅନ୍ତୁ । ୧୫ ମିନିଟ ହୋଇଗଲା ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

ଆପଣ ଏହି ଉପାୟକୁ ସପ୍ତାହରେ ୨ ରୁ ୩ ଥର କରିବା ସହ ଲଗାତର ୨ ରୁ ୩ ମାସ ପର୍ଯ୍ୟନ୍ତ କରନ୍ତୁ । ଏହାପରେ ଚର୍ମ କୁଞ୍ଚନ ସମସ୍ଯା ଦୂର ହୋଇ ସ୍କିନ ପୁରା ଟାଇଟ ଓ ସୁନ୍ଦର ହୋଇଯିବ । ଯେଉଁ ମାନଙ୍କର ବ୍ରଣ ହେଉଥାଏ । ସେମାନେ ଏକ ଚାମଚ ତୁଳସୀ ପାଉଡର ସହିତ ଏକ ଚାମଚ କମଳା ଚୋପାର ପାଉଡର ମିଶାଇ ଦିଅନ୍ତୁ ।

ଏହି ୨ ପାଉଡରକୁ ଆପଣ ଗୋଲାପ ଜଳ ସାହାଜ୍ଯରେ ଭଲ ଭାବରେ ଗୋଳାଇ ଦିଅନ୍ତୁ । ତାପରେ ଏହାକୁ ସଂପୂର୍ଣ୍ଣ ମୁହଁରେ ଲଗାଇ ୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ୫ ମିନିଟ ପରେ ଥଣ୍ଡା ପାଣିରେ ମୁହଁକୁ ଭଲ ଭାବରେ ଧୋଇ କ୍ଳିନ କରି ଦିଅନ୍ତୁ । ୭ ଦିନ ପର୍ଯ୍ୟନ୍ତ ଏହି ଉପାୟକୁ ଯଦି ପ୍ରତିଦିନ ପ୍ରସ୍ତୁତ କରି ନିଜ ଚେହେରାରେ ଲଗାନ୍ତି । ତେବେ ବ୍ରଣ ସଂପୂର୍ଣ୍ଣ ଗାୟବ ହୋଇଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *