Jyotish Shastra- ଏହି ୪ ଟି ନାମର ପୁରୁଷଙ୍କୁ ମିଳିଥାଏ ସବୁଠୁ ଅଧିକ ରାଗି ସ୍ତ୍ରୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମନୁଷ୍ୟ ର ରାଗ ହେଉଛି ସବୁଠାରୁ ଭୟଙ୍କର ଜିନିଷ । ରାଗ ଦ୍ଵାରା ସମ୍ପର୍କ ରେ ତିକ୍ତତା ସୃଷ୍ଟି ହୋଇଥାଏ ଏବଂ ସମ୍ପର୍କ ଭାଙ୍ଗିବାର ସମ୍ଭାବନା ମଧ୍ୟ ରହିଥାଏ । କୌଣସି ଅନ୍ୟ ବ୍ୟକ୍ତି ର ରାଗ ସହ୍ୟ କରିବା ସମ୍ଭବ । କିନ୍ତୁ ଯଦି ପରିବାର ର କୌଣସି ସଦସ୍ୟ ରାଗୀ ସ୍ଵଭାଵ ର ହୋଇଥାନ୍ତି, ତେବେ ତାଙ୍କୁ ସମ୍ଭାଳିବା ଅସମ୍ଭବ ହୋଇଯାଇଥାଏ ।

ତେବେ ଆପଣ ମାନେ ଭାବନ୍ତୁ ଯେଉଁ ପୁରୁଷ ଙ୍କ ପତ୍ନୀ ରାଗୀ ସ୍ଵଭାବ ର ହୋଇଥିବେ ସେ କିପରି ନିଜ ସଂସାର କୁ ସମ୍ଭାଳୁ ଥିବେ । ତେବେ ଆଜି ଆମେ ଏଭଳି ୪ ଟି ନାମ ର ପୁରୁଷ ଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କ ପତ୍ନୀ ବହୁତ ରାଗୀ ହୋଇଥାନ୍ତି । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷର ଟି ହେଉଛି,”K” । ଯେଉଁ ପୁରୁଷ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ବହୁତ ରାଗୀ ଓ କଳହ ସ୍ଵଭାବ ର ପତ୍ନୀ ମିଳିଥାନ୍ତି । ଏମାନଙ୍କ ପତ୍ନୀ ଶୁଣନ୍ତି କମ ଓ କୁହନ୍ତି ବେଶୀ । ଏମାନେ ଅନ୍ୟ କୁ କହିବା ସମୟ ରେ ଏହା ଭାବନ୍ତି ନାହିଁ ଯେ ତାଙ୍କୁ କିପରି ଲାଗିବ । ଏମାନଙ୍କ ଏହି କଳହ ସ୍ଵଭାବ ଯୋଗୁଁ ପରିବାର ସଦସ୍ୟ ଙ୍କ ସହିତ ମଧ୍ୟ ଝଗଡ଼ା ସୃଷ୍ଟି ହୋଇଥାଏ ।


୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷର ଟି ହେଉଛି “M” । ଯେଉଁ ପୁରୁଷ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କ ପତ୍ନୀ ବହୁତ ରାଗୀ ହୋଇଥାନ୍ତି । ଏମାନଙ୍କ ପତ୍ନୀ ଙ୍କ ନାକ ଉପରେ ସର୍ବଦା ରାଗ ରହିଥାଏ । ସେମାନେ ବହୁତ ଛୋଟ ଛୋଟ କଥା ରେ ରାଗୀ ଯାଇଥାନ୍ତି । ବେଳେବେଳେ ଏପରି ଲାଗିଥାଏ ଯେପରି ସେମାନେ ରାଗିବାର ବାହାନା ଖୋଜନ୍ତି । ସେମାନଙ୍କ ଏହି ଗୁଣ ଯୋଗୁଁ ଉଭୟ ପତି ଓ ପତ୍ନୀ ଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥାଏ ।


୩. ବନ୍ଧୁଗଣ ତୃତୀୟ ଅକ୍ଷର ଟି ହେଉଛି, “P” । ଯେଉଁ ପୁରୁଷ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କ ପତ୍ନୀ ବହୁତ ଜିଦ୍ଦି ସ୍ଵଭାବ ର ହୋଇଥାନ୍ତି । ସେମାନେ ସର୍ବଦା ନିଜ ମନ ମୁତାବକ କାମ କରିଥାନ୍ତି । ସେମାନେ କେବେବି କୌଣସି ପରିସ୍ଥିତି କୁ ବୁଝନ୍ତି ନାହିଁ । ଯେଉଁ କାରଣରୁ ନିଜ ପତି ଙ୍କ ସହିତ ଝଗଡ଼ା ହୋଇଥାଏ ।


୪. ବନ୍ଧୁଗଣ ଚତୁର୍ଥ ଅକ୍ଷରଟି ହେଉଛି, “R” । ଯେଉଁ ପୁରୁଷ ମାନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ବହୁତ ଚାଲାକ ଓ ରାଗୀ ସ୍ଵଭାବ ର ପତ୍ନୀ ମିଳିଥାନ୍ତି । ଏମାନଙ୍କ ପତ୍ନୀ ନିଜ ରାଗ ଜରିଆରେ କାମ ହାସଲ କରିଥାନ୍ତି । ବେଳେବେଳେ ଏଥିପାଇଁ ସେମାନେ ରାଗିବାର ବାହାନା ମଧ୍ୟ କରିଥାନ୍ତି ।

ଏମାନେ ବହୁତ ଚତୁର ହୋଇଥାନ୍ତି ଓ ନିଜ ପତି ଙ୍କୁ ସର୍ବଦା ନିଜର ନିୟନ୍ତ୍ରଣ ରେ ରଖିଥାନ୍ତି । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *