Vastu Shastra- ଯଦି ଆପଣଙ୍କୁ ଏହି 8 ଟି ସଙ୍କେତ ମିଳୁଛି ତ ଆପଣ କୌଣସି ସାଧାରଣ ମଣିଷ ନୁହଁନ୍ତି

ବନ୍ଧୁଗଣ, ଜୀବନ ମୃ-ତ୍ୟୁ, ସୁଖ ଦୁଖ, କ୍ଷତି ଫାଇଦା, ଏ ସବୁ ଜୀବନ ର ମହତ୍ଵପୂର୍ଣ୍ଣ ଅଙ୍ଗ ଅଟେ । କେତେକ ମନୁଷ୍ୟ ଙ୍କ ଜୀବନରେ ଖୁସି ର ବାତାବରଣ ଦେଖାଯାଉଥିବା ବେଳେ ଅନ୍ୟ କେତେକଙ୍କ ଜୀବନରେ ଦୁଖ ର ବାଦଲ ମଧ୍ୟ ଖେଳି ଯାଇଥାଏ ।

ସବୁ ବ୍ୟକ୍ତି ଙ୍କ ଜୀବନରେ ଉଥାନ ତଥା ପତନ ଅବଶ୍ୟ ଘଟିଥାଏ । ଏସବୁ ସମୟ ଚକ୍ର କାରଣରୁ ହୋଇଥାଏ । ସମୟ ଠାରୁ ବଳବାନ ଆଉ କେହି ନୁହନ୍ତି । ସମୟ ସମୁଖରେ ସମସ୍ତେ ନତମସ୍ତକ ହୋଇଥାନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ ସଙ୍କେତ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଦ୍ଵାରା ଆପଣ ନିଜ ଜୀବନରେ ଆସୁଥିବା ଶୁଭ ସମୟ ସମ୍ବନ୍ଧରେ ଜାଣି ପାରିବେ ।

୧- ଯଦି ଆପଣଙ୍କ ଆଖି ବ୍ରହ୍ମ ମୂହୁର୍ତ୍ତ ରେ ଖୋଲିବ ଏବଂ ଆପଣଙ୍କୁ ଈଶ୍ଵରଙ୍କ ସ୍ମରଣ ହୋଇଯାଏ । ଆପଣଙ୍କୁ ଏଭଳି ଅନୁଭବ ହେବ ଯେପରି ଆପଣଙ୍କୁ କେହି ଅନ୍ୟ ଦିଶା ଆଡକୁ ନେଇ ଯାଉଅଛି । ତେବେ ଆପଣ ବୁଝି ଜାଆନ୍ତୁ ଯେ, ଆପଣଙ୍କ ନିମନ୍ତେ କାମିୟାବି ର ନୂଆ ଦ୍ଵାର ଖୋଲିବାକୁ ଯାଉଅଛି ।

୨- ଆପଣ କେତେକ ସମୟରେ ଅନୁଭବ କରିଥିବେ ଯେ ଆପଣଙ୍କ ମନ ବିନା କାରଣରୁ ହିଁ ପ୍ରସନ୍ନ ରହିଥାଏ । ଆପଣଙ୍କ ଚେହେରା ରେ ଆନନ୍ଦ ର ଲହରୀ ଆଙ୍କି ହୋଇଯାଇଥାଏ । ଆପଣ ସମସ୍ତ କ୍ରୋଧ କୁ ଭୁଲି ଯାଇଥାନ୍ତି । ଏ ସବୁ ଦର୍ଶାଇ ଥାଏ ଯେ, ଆପଣଙ୍କ ଜୀବନରେ ଶୁଭ ସମୟ ଆସିବାକୁ ଯାଉଅଛି । ଆମ ମନ ଭିତରେ ଈଶ୍ଵରଙ୍କ ବାସ ହୋଇଥାଏ । ଏଣୁ ମନର ପ୍ରସନ୍ନ ରହିବା ସବୁଠାରୁ ବଡ ଶୁଭ ସଂକେତ ହୋଇଥାଏ ।

୩- ଯଦି ଆପଣଙ୍କ ଘରକୁ ଗୋ-ମାତା ବାରମ୍ବାର କିଛି ଖାଇବାକୁ ଆସିଥାନ୍ତି । ମାଙ୍କଡ ଆପଣଙ୍କ ଘରୁ ଜିନିଷ ଉଠାଇ ନେଇଯିବା । ବିଲେଇ ଆପଣଙ୍କ ଘରେ ନିଜ ଛୁଆ କୁ ଜନ୍ମ ଦେବା । ପକ୍ଷୀ ଆପଣଙ୍କ ଘର ଅଗଣାରେ ନିଜ ବାସ ଭବନ ବନାଇ ସେଠାରେ ରହିବା । ଏ ସବୁ ସଙ୍କେତ ଜଣାଇ ଥାଏ ଯେ, ଆସୁଥିବା ସମୟ ଆପଣଙ୍କୁ ବଳବାନ ବନାଇବ ।

୪- ଛୋଟ ପିଲା ଙ୍କ ମଧ୍ୟରେ ଇଶ୍ଵର ବାସ କରନ୍ତି ବୋଲି ଆମେ ମାନିଥାଉ । ଯଦି କୌଣସି ଛୋଟ ପିଲା ଆପଣଙ୍କୁ ଦେଖି ବାରମ୍ବାର ହସେ ଅଥବା ଆପଣଙ୍କ ଘରକୁ ସେମାନେ ଆସନ୍ତି ଅଥବା ଆପଣଙ୍କ ଘର ଅଗଣାରେ ସେମାନେ ଖୁସିରେ ଖେଳନ୍ତି, ତେବେ ଏହା ବହୁତ ଶୁଭ ସଙ୍କେତ ମାନାଯାଇଥାଏ । ଆପଣ ବୁଝି ନିଅନ୍ତୁ ଯେ, ଆପଣଙ୍କ ଜୀବନ ହସଖୁସି ସେ ଭରିବାକୁ ଯାଉଅଛି ।

୫- ଅନେକ ସମୟ ଧରି ହେଉଥିବା ଖର୍ଚ୍ଚ ଅକାରଣ ରେ ଆସୁଥିବା ସଙ୍କଟ ସବୁ କ୍ଷୟ ହେବାକୁ ଲାଗିବା ଏବଂ ଧନ ନୂତନ ସ୍ରୋତ ଖୋଲିଯାଏ । ତେବେ ଆପଣ ଏହି ସଙ୍କେତ ରୁ ବୁଝି ନିଅନ୍ତୁ ଯେ, ଆପଣଙ୍କ ଖରାପ ସମୟ ର ଅବସାନ ହେବାକୁ ଯାଉଅଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣଙ୍କୁ କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *