Astrology- ଏହି 4ଟି ନାମର ଝିଅ ଶାଶୁଘରେ କରନ୍ତି ରାଜ, ଶାଶୁ-ଶ୍ଵଶୁରଙ୍କର ହେଇଥାନ୍ତି ଗେଲ୍ହି ବୋହୁ

ଶାଶୁ ଘରେ ରାଜ କରିବାକୁ ଜନ୍ମ କରିଥାନ୍ତି ଏହି ଚାରୋଟି ନାମ ଥିବା ଝିଅମାନେ ଏହି ମଧ୍ୟରୁ ଯଦି ରହିଥାଏ ଆପଣଙ୍କର ନାମ ତାହାଲେ ନିଶ୍ଚୟ ଦେଖନ୍ତୁ ଏହି ପୋଷ୍ଟ କୁ । ବିବାହ ପରେ ଝିଅମାନଙ୍କ ଏହା ହିଁ ଆଶା କରିଥାନ୍ତି ଯେ ସେ ଯେଉଁ ଘରକୁ ବୋହୁ ହୋଇକି ଯିବେ ସେହି ଘରେ ସେ ସ୍ଵାଧୀନ ଏବଂ ନିଜର ଇଛାନୁସାରେ ସବୁ ବିଷୟ କରନ୍ତୁ ବୋଲି । ଆମ ପ୍ରାଚୀନ ଶାସ୍ତ୍ରରେ ଭଗବାନ ଶ୍ରୀ କୃଷ୍ଣ ଏଭଳି ଚାରୋଟି ନାମ ର ଝିଅଙ୍କ ବିଷୟରେ କହିଛନ୍ତି , ଯେଉଁ ମାନେ ବିବାହ ପରେ କରିଥାନ୍ତି ଶାଶୁ ଘରେ ରାଜ ।

କିନ୍ତୁ ଯଦି ଘରେ ବସ୍ତୁ ଦୋଷ ରହିଥାଏ ତେବେ ଘରେ କେବେ ବି ସକାରାତ୍ମକ ପ୍ରଭାବ ଆସିନଥାଏ । ଘର ର ସଭ୍ୟ ସବୁ ବେଳେ ଦୁଃଖ ସମସ୍ୟା ରେ ରହିଥାନ୍ତି । ତେଣୁ ଏମଟି କିଛି ନିୟମ ଶ୍ରୀ କୃଷ୍ଣ କହିଛନ୍ତି ଯାହାକୁ ଘରର ସ୍ତ୍ରୀ ମାନେ ନିଶ୍ଚୟ ପାଳନ କରିବା ଉଚିତ୍ ଏବଂ ଯେଉଁ ଘରେ ମହିଳାମାନଙ୍କୁ ସମ୍ମାନ କରନ୍ତି ନାହିଁ ସେହି ଘରେ ମା’ ଲକ୍ଷ୍ମୀଙ୍କ ନିବାସ କେବେ ବି ହୋଇନଥାଏ ।

ଆସନ୍ତୁ ଜାଣିବା ଘର ର ବସ୍ତୁ ଦୋଷ କୁ ଦୂର କରିବାର କିଛି ନିୟମ । ଘରେ ଦୁଧ , ଦହି , ଗଙ୍ଗା ଜଳ , ଘିଅ ଏବଂ ମହୁ ଏହି ପାଞ୍ଚ ଟି ଜିନିଷ ନିହାତି ରହିବା ଦରକାର ଯେଉଁ ଘରେ ଏହି ଜିନିଷ ରହିଥାଏ । ସେହି ଘରେ ଦରିଦ୍ରତା ଆସିନଥାଏ ଏବଂ ଏହାକୁ ଅତ୍ୟନ୍ତ ଶୁଭ ମାନା ଯାଇଥାଏ । ଘରର ବଡ ଲୋକମାନଙ୍କୁ ଏକାଦଶୀ କୁ ନିହାତି ପାଳନ କରିବା ଉଚିତ୍ । ଏହି ଦିନରେ ଘରେ କୋଣସି ପ୍ରକାର ଅନିଷ୍ଟ କାର୍ଯ୍ୟ କରିବା ଅନୁଚିତ୍ ହୋଇଥାଏ ।

ଘର ର ସ୍ତ୍ରୀମାନେ ଏହାକୁ ପାଳନ କରିବା ଦ୍ଵାରା ଘରେ ମା ‘ ଲକ୍ଷ୍ମୀଙ୍କର ସର୍ବଦା ନିବାସ ହୋଇଥାଏ । ସନ୍ଧ୍ୟା ସମୟରେ ମା ‘ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ , ତେଣୁ ଏହି ସମୟରେ ଘରର ମୁଖ୍ୟ ଦ୍ଵାରା ଖୋଲା ରଖିବା ଉଚିତ୍ । ସନ୍ଧ୍ୟା ସମୟରେ ଅଗଣାରେ ପାଣି ପକାଇ ରଙ୍ଗୋଲି କରିବା ଦ୍ଵାରା ମା ‘ ଲକ୍ଷ୍ମୀ ପ୍ରସନ୍ନ ହୋଇ ଘର ଭିତରକୁ ପ୍ରବେଶ କରିଥାନ୍ତି । ଏହି ସବୁ କରିବା ଉଚିତ୍ ଯାହା ଦ୍ଵାରା ଆମ ଘରର ବାସ୍ତୁ ସକାରାତ୍ମକ ହୋଇଥାଏ ।

ଏବେ ଜାଣିବା ଏହି ଚାରୋଟି ନାମ ଥିବା ମହିଳାନାକ ବିଷୟରେ ପ୍ରଥମ ହେଉଛି A, ନାମ ଅକ୍ଷର ଥିବା ମହିଳା ମାନଙ୍କ ପାଖରେ ବିଶେଷ ଗୁଣ ରହିଥାଏ । ଏମାନେ ବହୁତ ଚାଲାକ ହୋଇଥାନ୍ତି ନିଜର କଥା କୁ ଆଗେ ରଖି ସବୁ ବେଳେ ନିଜର କଥାକୁ ମନେଇଥାନ୍ତି । ଏମାନେ ଯେବେ ଶାଶୁ ଘରକୁ ଯାଇଥାନ୍ତି ତେବେ ନିଜର ମିଠା ମିଠା କଥାରେ ସମସ୍ତକୁ ନିଜର କରିନିଅନ୍ତି ।

ଦ୍ଵିତୀୟ ହେଉଛି H , ନାମ ଅକ୍ଷର ଥିବା ମହିଳା ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି , ନିଜର ବୁଦ୍ଧିରେ ଶାଶୁ ଘରର ଲୋକଙ୍କୁ ନିଜର କରି ନିଅନ୍ତି । ତୃତୀୟ M, ଏମାନେ ନିଜର ବିଶେଷ ଚିନ୍ତାଧାରା ରଖିଥାନ୍ତି । ଅନ୍ୟମାନଙ୍କ ମନରେ ନିଜର ର ଚିନ୍ତା ଧାରାକୁ ସହଜରେ ରଖିଥାନ୍ତି । ଶାଶୁ ଘରେ ନିଜକୁ ପରିବର୍ତ୍ତନ ନ କରି ସେମାନଙ୍କୁ ନିଜର ଅନୁସାରେ ପରିବର୍ତ୍ତନ କରିଦେଇଥାନ୍ତି । ଚର୍ତୁର୍ଥ S, ନାମ ଝିଅ ଏମାନେ ବହୁତ ଭିନ୍ନ ମତ ଧାରୀ ହୋଇଥାନ୍ତି । ଏମାନଙ୍କ ଆଗରେ କିଏ ବି ଅଧିକ ସମୟ ଛିଡା ହୋଇପାରନ୍ତି ନାହିଁ । ଶାଶୁ ଘରେ ଏମାନଙ୍କ ରାଜ ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *