ବହୁତ ଚମତ୍କାରୀ ଔଷଧୀ ଅଟେ ଏହି ଘାସ, ଯାହାର ଫାଇଦା ଏତେ କି ଲକ୍ଷେ ଟଙ୍କା ଖର୍ଚ୍ଚ କଲେ ବି ମିଳିବନି…

ନମସ୍କାର ବନ୍ଧୁଗଣ , ମୁଁ ଆଜି ଆପଣମନଙ୍କୁ ଏମିତି ଏକ ଜଡିବୁଟି ବିଷୟରେ କହିବି ଯାହାକୁ ଆପଣମାନେ ସବୁ ଦିନ ଦେଖିଥିବେ କିନ୍ତୁ ଏହାର ଔଷଧୀୟ ଗୁଣ ବିଷୟରେ ଅବଗତ ହୋଇନଥିବେ । ଏହା ଏକ ଏପରି ଜିନିଷ ଅଟେ ଯାହା ପ୍ରାୟତ ଅନେକ ପ୍ରକାର ରୋଗ , ଅସୁବିଧାରୁ ରକ୍ଷା କରିଥାଏ । ଯଦି ଆପଣ ଏହାକୁ ଜାଣିନଥିବେ ତେବେ ଆଜି ହିଁ ଏହା ବିଷୟରେ ଜାଣିବେ ଏବଂ ଏହାର ପ୍ରୋୟଗ ଦ୍ଵାରା ଅତ୍ୟଧିକ ଲାଭ ପାଇପାରିବେ ।

ଆସନ୍ତୁ ଜାଣିବା ଏହା ବିଷୟରେ ଏହା ଦେଖିବାକୁ ହୃଦୟ ଆକୃତିର ଶାଗ ହୋଇଥାଏ । ଏହାକୁ ତିନୋଟି ପାଖୁଡି ଶାଗ ମଧ୍ୟ କୁହାଯାଇଥାଏ । ଆମେ ସାଧାରଣତ ଏହାକୁ ସୁନ ସୁନିଆ ଶାଗ କହିଥାଉ । ଏହି ଘାସ ପତ୍ର ସବୁଜ ଏବଂ ହଳଦିଆ ହୋଇଥାଏ ଏହି ଗଛରେ  ଭେଣ୍ଡି ଭଳି ଛୋଟ ଛୋଟ ଫଳ ହୋଇଥାଏ । ଏବେ ଆମେ ଜାଣିବା ଏହାର ଉପକାରିତା ଏବଂ ପ୍ରୋୟଗ ବିଷୟରେ । ଯଦି କୋଣସି ବ୍ୟକ୍ତି ର ମୁହଁରେ ଦୁର୍ଗନ୍ଧ ବାହାରି ଥାଏ ବା ପାଟି ଭିତରେ ଘା ‘ ହୋଇଯାଇଥାଏ ।

ତେବେ ଆପଣ ଏହି ପରିସ୍ଥିତିରେ ଏହାର ବ୍ୟବହାର କରିବା ଦ୍ଵାରା ଆପଣଙ୍କ ସମସ୍ଯା ଦୂର ହୋଇଯାଇଥାଏ ।  ଏହା ପାଇଁ ପ୍ରଥମେ ଆପଣଙ୍କୁ ଏହି ଶାଗ ର ଛଅ ସାତ ଟି ପତ୍ର ନେବେ ଏହାକୁ ଭଲ ଭାବରେ ଧୋଇ ପାଟିରେ କିଛି ସମୟ ଚୋବାଇବେ । ଦେଖିବେ ଏହା କରିବା ଦ୍ଵାରା ଆପଣ ପାଟି ଭିତରୁ ଦୁର୍ଗନ୍ଧ ଆସିବା ବନ୍ଦ ହୋଇଯାଇଥାଏ ଏବଂ ପାଟି ସମ୍ବନ୍ଧୀୟ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯାଏ ।

ଏହାର ପ୍ରୋୟଗ ନିଶ୍ଚିତ ଗୋଟାଏ ହପ୍ତାହ କରିବା ଉଚିତ୍ ହୋଇଥାଏ । ଯଦି କୋଣସି ବ୍ୟକ୍ତିଙ୍କ ଦାନ୍ତ   ପାୟାରିଆ ଅସୁବିଧା ହୋଇଥାଏ । ଏହି ଅସୁବିଧା ପାଇଁ ମଧ୍ୟ ଏହି ପତ୍ର ର ପ୍ରୋୟଗ କରିବା ଉଚିତ କାରଣ ଏହି ପତ୍ର ରେ ଭିଟାମିନ – ସି ରହିଥାଏ ଯାହା  ପାୟାରିଆ ସମସ୍ୟା କୁ ଦୂର କରିଥାଏ । ଯଦି ଆପଣଙ୍କୁ ମୁଣ୍ଡ ବିନ୍ଧା ସମସ୍ୟା ରହିଥାଏ । ତେବେ ଏହି ପତ୍ର କୁ ଆଣି ଏହାକୁ ପେଷ୍ଟ ପ୍ରସ୍ତୁତ କରି ମତରେ ଲଗାନ୍ତୁ ।

ଏହା ଦ୍ଵାରା ଆପଣଙ୍କ ମୁଣ୍ଡ ବିନ୍ଧା  ସମସ୍ୟା ଦୂର ହୋଇଥାଏ । ଯଦି ଆପଣଙ୍କୁ ଚର୍ମ ସମ୍ବନ୍ଧୀୟ ସମସ୍ୟା ଦେଖା ଯାଇଥାଏ ତେବେ ଆପଣ ଏହାକୁ ପେଷ୍ଟ କରି ଏଥିରେ ଗୋଲାପ  ଜଳ ମିଶେଇ  ଏବଂ ଅଳ୍ପ ଟିକେ ହଳଦୀ ମିଶେଇ ଏହାର ଲେପ ଲଗାଇ ନିଅନ୍ତୁ । କିଛି ସମୟ ପରେ ସଫା ପାଣିରେ ଧୋଇନେବେ ଏହା ଦ୍ଵାରା ଆପଣଙ୍କ ସ୍କିନ ଚମକି ଥାଏ ।

ଏହାର ଗୁରୁତ୍ଵପୂର୍ଣ୍ଣ ଉପକାରିତା ହେଉଛି ଏହା ମଦ୍ୟପାନ କୁ ଛଡାଇବାରେ ମୁଖ୍ୟ ଭୂମିକା ରହୁଛି । ଯେ କୋଣସି ପ୍ରକାର ନିଶା କୁ ଏହା ଛଡାଇ ଥାଏ , କେବଳ ଏହି ପତ୍ରର ଏକ ଗ୍ଳାସ ରସ ବାହାର କରି ଦିନକୁ ତିନି ଥର ଏହାକୁ ସେବନ କରନ୍ତୁ । ମାତ୍ର ଛଅ ମାସ ପ୍ରୋୟଗ ରୁ ଆପଣଙ୍କ ନିଶା  ସମ୍ପୁର୍ଣ୍ଣ ଦୂର ହୋଇଥାଏ । ତେଣୁ ଆପଣ ଏହାର ବ୍ୟବହାର ନିହାତି କରନ୍ତୁ ।

Leave a Reply

Your email address will not be published. Required fields are marked *