ପ୍ରେଗନେନ୍ସିରେ ଏହି 4 ଟି ଜିନିଷ ଖାଇଲେ ଜନ୍ମ ହୋଇଥାଏ କଳା ପିଲା, କଣ ଆପଣ ଏହି ଜିନିଷ ଖାଉ ନାହାଁନ୍ତି ତ ?

ନମସ୍କାର ବନ୍ଧୁଗଣ, ଆଜି ମୁ ଆପଣାକୁ  ଗର୍ଭବତୀ ମହିଳାକ କୋଉ ଭୁଲ ଯୋଗୁ କଳା ରଙ୍ଗର ପିଲା ଜନ୍ମ ହୁଅନ୍ତି । ସନ୍ତାନ ହେଉଛି ଭଗବାନ ଙ୍କର ଅପୂରୁପ  ଦାନ । ଝିଅ ବିବାହ ପରେ ମା ‘ ହେବାର ସ୍ଵପ୍ନ ଦେଖେ ତାର ସବୁ ନିବେଧନରେ ଏହାକୁ ଭଗବାନ ଠାରୁ ମାଗିଥାଏ । ଯିଏ ଏହାକୁ ପାଇଁ ଥାଏ ତାଙ୍କୁ ଧନ୍ୟ ବୋଲି କୁହା ଯାଏ ।  ମା ‘ ହେବା ହେଉଛି ଜଗତର ବଡ ସୁଖ ଏହା କିଭଳି ଭାବନା ଏହା କେବେଳ ସେଇ ମା ‘ ଅନୁଭୂତି କରିପାରେ ।

ପ୍ରଥମ ମାସରୁ ଆରମ୍ଭ କରି ନବମ ମାସ ର ଯାତ୍ରା  ତାହା କେବେଳ ମା ‘ ଏବଂ ତାର ସନ୍ତାନ ଜାଣିପାରେ ବାହାର ଜଗତ ଏହାକୁ ଅନୁଭବ କରିପାରି ନ ଥାଏ । ଚାଲ ଜାଣିବା କ’ଣ ପାଇଁ  ପିଲା କଳା ଜନ୍ମ ହୋଇଥାଏ।  ଗର୍ଭବତୀ ମହିଳା ପିଲାଙ୍କୁ ନ ଦେଖି ହି ତା ମନରେ ଛୁଆ ରେ ମୁଖାଚିତ୍ର ଏହିଭଳି ଘୋରା ସୁନ୍ଦର ଜନ୍ମ ହେବ ବୋଲି ମନେ ମନେ ଭାବି ନିଅନ୍ତି । ଏହି

ସବୁ ପାଇଁ ବିଭିନ୍ନ ଉପାୟ କରିଥାନ୍ତି । ଖାଦ୍ୟପନ୍ୟାରେ ସାବଧାନ ରହିଥାନ୍ତି । ବାହାର ଜିନିଷ ଯାହା ଶିଶୁ ପାଇଁ ହାନିକର ଅଟେ ତାହା ଠାରୁ ଜାଗ୍ରତ ରହିଥାନ୍ତି। ଆଉ ଯେଉ ଉପାୟ ଦ୍ଵାରା ଶିଶୁ ଗୋରା ହୋଇଥାଏ ତାହାକୁ ଆପେଣଇଥାନ୍ତି । ମାତ୍ରା ଏହା ପରେ ମଧ୍ୟ ଶିଶୁ କଳା ଜନ୍ମ ହୋଇଥାନ୍ତି । ପିତାମାତା ଘୋରା ଥିଲେ ମଧ୍ୟ ଶିଶୁ କଳା ଜନ୍ମ ହୁଅନ୍ତି । ସମସ୍ତେ ଭାବି ନିଅନ୍ତି ଆଇରନ ଟାବ୍ଲେଟ ନେବା ଯୋଗୁ ଏହା ହୁଅ ।

କିନ୍ତୁ ଏହା ଭୁଲ ଧାରଣ ଅଟେ ଗର୍ଭବତୀ ସମୟରେ ବହୁତ ଜରୁରୀ ସବୁ ଦିନ ଆଇରନ ଟାବ୍ଲେଟ ଖାଇବା ଦରକାର କାରଣ ଆଇରନ ଆମ ଶରୀରର ରକ୍ତ ମାତ୍ରାକୁ ନିୟମିତ ଭାବରେ ରଖି ଥାଏ । ମାତ୍ରା କିଛି ବିଷୟ ଗୁଡିକ ଅଛି ଯାହା ଶିଶୁର ରଙ୍ଗ କୁ ପ୍ରଭାବିତ କରିଥାଏ । ପ୍ରଥମ ବିଷୟ ହେଉଛି ଗରମ ପଦାର୍ଥ ସେବନ କରିବା ଉଚିତ ନୁହେ  ଯେପରିକି ଗରମ କ୍ଷୀର ,ଗରମ ଖାଦ୍ୟ ଗରମ ଜିନିଷ ଠାରୁ ଦୂରେଇ ରହିବା ।

ଅଧିକ ସମୟ  ଖରାରେ  ଭୁଲିବା ଦ୍ୱାରା ଏହା ଶିଶୁ କୁ ପ୍ରଭାବିତ କରଥାଏ । ଏହା ଛଡା  ଗର୍ଭବତୀ ମହିଳା ଧୂମପାନ , ଏଲକହଲ ପାନ କରିବା ଦ୍ୱାରା ଏହା ଶିଶୁ ର ସ୍ଵାସ୍ଥ ଉପରେ ପ୍ରଭାବ ପକାଇବା ସହ ଏହା ଶିଶୁ କୁ କଳା ଜନ୍ମ ହେବାର କାରଣ ଅଟେ ।  ଅନେକ ସମୟରେ  ଗର୍ଭବତୀ ମହିଳା ପୌଷ୍ଟିକ ଆହାର ଭୋଜନର ଅଭାବ ଯୋଗୁ  ଶିଶୁ କୁ ଭରପୁର ପୋଷାକ ମିଳିନଥାଏ  ଏହା ମଧ୍ୟ ଶିଶୁର ରଙ୍ଗକୁ ଏବଂ ଶାରୀରିକ ବିକାଶକୁ   ପ୍ରବାଭିତ କରିଥାଏ ।

ଏହି ସବୁ କାରଣ ଯୋଗୁ ଶିଶୁର ରଙ୍ଗ ଶ୍ୟାମଳ ହୋଇଥାଏ କିନ୍ତୁ ଯଦି ପିତା ମାତା ଘୋରା ହୋଇଥାନ୍ତି ଶିଶୁ କଳା ଜନ୍ମ ହୁଏ । ତେବେ ଚିନ୍ତା ହେବାର ବିଷୟ ନାହି ଦୁଇ ତିନି ମାସ ପରେ ଶିଶୁ ତାର ବାସ୍ତବିକ ରଙ୍ଗ କୁ ପଳାଇଆସିଥାଏ । ତେଣୁ କରି  ଗର୍ଭବତୀ ମହିଳା ଏହି ସମୟରେ ଏହା ପ୍ରତି ଜାଗ୍ରତ ନେବା ଉଚିତ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଶେୟାର କରନ୍ତୁ ଆଉ ସୋବ୍ଶ୍ରାଇବ କରନ୍ତୁ ।

Leave a Reply

Your email address will not be published. Required fields are marked *