ସ୍ତ୍ରୀ ର ଏହି ୪ ଟି ଅଙ୍ଗରେ ଥିଲେ କଳା ଜାଇ, ସ୍ୱାମୀ ଓ ପରିବାର ହୋଇଯାନ୍ତି ଧନୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମ ଶରୀର ରେ ଥିବା କଳାଜାଇ ମଧ୍ୟ ଆମକୁ ଶୁଭ ଏବଂ ଅଶୁଭ ସଙ୍କେତ ପ୍ରଦାନ କରିଥାଏ । ଶାସ୍ତ୍ର ରେ କଳାଜାଇ ର ଏକ ଭିନ୍ନ ମହତ୍ତ୍ୱ ରହିଥାଏ । ଆମ ଶରୀର ରେ ପ୍ରାୟତଃ ନାଲି ଏବଂ କଳା ରଙ୍ଗ ର ଚିହ୍ନ ଥାଏ ।

ତାହାକୁ କଳା ଜାଇ ଏବଂ ନାଲି ଜାଇ ମଧ୍ୟ କୁହାଯାଏ । ଆମ ଶରୀର ରେ ଥିବା ଏହି କଳାଜାଇ ଆମକୁ ଅନେକ ପ୍ରକାରର ସଙ୍କେତ ମଧ୍ୟ ଦେଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ମହିଳା ମାନଙ୍କ ଏଭଳି ୪ଟି ଅଙ୍ଗ ବିଷୟରେ ଯେଉଁଠାରେ କଳାଯାଇ ରହିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ଏବଂ ଏଭଳି ନାରୀ ନିଜ ସ୍ୱାମୀ ଓ ପରିବାର ଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଯେଉଁ ନାରୀ ମାନଙ୍କ ପାଦ ରେ କଳାଯାଇ ରହିଥାଏ ସେହି ନାରୀ ମାନେ ଅତ୍ୟନ୍ତ ବୁଦ୍ଧିମତୀ ହୋଇଥାନ୍ତି । ଏଭଳି ନାରୀ ସର୍ବଦା ନିଜ ସ୍ୱାମୀ ଓ ପରିବାର ଙ୍କ ମଙ୍ଗଳ କାମନା କରିଥାନ୍ତି । ଏହି ନାରୀ ମାନେ ଖାସ କରି ମାତାଲକ୍ଷ୍ମୀ ଙ୍କ ଅତିପ୍ରିୟ ହୋଇଥାନ୍ତି । ଏମାନେ ଖୁବ କମ ପଇସା ରେ ମଧ୍ୟ ପରିବାର ଚଳାଇବା ଜାଣନ୍ତି ଏବଂ ଏଭଳି ନାରୀ ଙ୍କୁ ବିବାହ କରିଥିବା ପୁରୁଷ ଙ୍କ ପାଖରେ କେବେବି ଧନର ଅଭାବ ରହି ନଥାଏ । ଏମାନେ ସର୍ବଦା ଗରିବ ଓ ଅସହାୟ ବ୍ୟକ୍ତି ଙ୍କୁ ସାହାଯ୍ୟ କରନ୍ତି ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ନାରୀ ମାନଙ୍କ ନାଭି ର ତଳ ଭାଗରେ ଅଥବା ନାଭି ର ଚାରି ପାର୍ଶ୍ଵରେ କେଉଁଠାରେ ମଧ୍ୟ କଳାଯାଇ ରହିଥାଏ ସେହି ନାରୀ ମାନେ ନିଜ ସ୍ୱାମୀ ଓ ପରିବାର ଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏଭଳି ନାରୀ ଯେଉଁ ଘରେ ବିବାହ କରି ପାଦ ରଖନ୍ତି ସେହି ଘରେ ସର୍ବଦା ମାତାଲକ୍ଷ୍ମୀ ଙ୍କ କୃପା ରୁ ଧନ ର ବର୍ଷା ହୋଇଥାଏ ।

୩. ବନ୍ଧୁଗଣ ତୃତୀୟତଃ, ଯେଉଁ ନାରୀ ମାନଙ୍କ ନାକ ର ଉପରି ଭାଗ ବା ଅଗ୍ରଭାଗରେ କଳାଯାଇ ରହିଥାଏ ସେହି ନାରୀ ମାନେ ଭାଗ୍ୟବତୀ ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ଟଙ୍କା ସଞ୍ଚୟ କରିବାର କ୍ଷମତା ରହିଥାଏ । ଯେଉଁ କାରଣରୁ ଏମାନଙ୍କ ପରିବାର ଓ ପତି ଙ୍କୁ ଭବିଷ୍ୟତ ରେ ଆବଶ୍ୟକ ସ୍ଥଳେ କେବେବି ଟଙ୍କା ର ଅଭାବ ରହି ନଥାଏ ।

୪. ବନ୍ଧୁଗଣ ଚତୁର୍ଥତଃ, ଯେଉଁ ନାରୀ ମାନଙ୍କ କପାଳ ର ମଧ୍ୟ ଭାଗ ରେ କଳାଯାଇ ରହିଥାଏ ସେହି ନାରୀ ମାନେ ବହୁତ ଧନୀ ହୋଇଥାନ୍ତି । ଏମାନଙ୍କୁ ବିବାହ କରିବା ପରେ ଏମାନଙ୍କ ସ୍ୱାମୀ ମଧ୍ୟ ଧନୀ ହୋଇଯାଇ ଥାଆନ୍ତି । ଏମାନେ କେବେବି ଜୀବନ ରେ ଟଙ୍କା ଅଭାବ ର ସମ୍ମୁଖୀନ ହୁଅନ୍ତି ନାହିଁ ଏବଂ ଏଭଳି ନାରୀ ଙ୍କ ପାଇଁ ତାଙ୍କ ସ୍ୱାମୀ ଙ୍କ ବ୍ୟବସାୟ ରେ କେବଳ ଲାଭ ହିଁ ଲାଭ ହୋଇଥାଏ । ଏହି ନାରୀ ମାନେ ଲକ୍ଷ୍ମୀବନ୍ତ ହୋଇଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *