ମନୁଷ୍ୟ ର ଏହି ୪ ଟି ଭୋକ କେବେ ବି ମେଣ୍ଟି ନଥାଏ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ରଚିତ ନୀତି ଶାସ୍ତ୍ର । ଯେଉଁଥିରେ ଜୀଵନ କୁ ସୁଖମୟ କରିବା ପାଇଁ ନୀତି ନିୟମ ବର୍ଣ୍ଣନା କରାଯାଇଛି ।

ଏଥିରେ ମନୁଷ୍ୟ କୁ ଜୀଵନ ର ସବୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହେଉଛି ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରି ପାରିଥିଲେ । ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କର କିଛି ଏପରି ନୀତି ଯାହା ଆମ ଜୀବନର କୌଣସି ନା କୌଣସି ମୁହୂର୍ତ୍ତରେ କାମ ଆସି ପାରିବ ।

ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଚାଣକ୍ୟ ନୀତି ରେ ଏଭଳି ୪ ଟି ଜିନିଷ ସମ୍ବନ୍ଧରେ କୁହାଯାଇଛି ଯାହାର ଭୋକ ମନୁଷ୍ୟ ମଧ୍ୟରେ ସର୍ବଦା ରହିଥାଏ । ତେବେ ତାହା କଣ ଆସନ୍ତୁ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଧନ, ଜୀବନ, ବା-ସ-ନା,ଏବଂ ଭୋଜନ । ଏହି ୪ ଟି ଜିନିଷ ପାଇଁ ମନୁଷ୍ୟ ସର୍ଵଦା ଭୋ-କି-ଲା ରହିଥାଏ । ତାକୁ ସେହି ଜିନିଷ ଯେତେ ମାତ୍ରାରେ ମିଳିଲେ ମଧ୍ୟ ସର୍ଵଦା ତାକୁ ତାହା ଠାରୁ ମଧ୍ୟ ଅଧିକ ଦରକାର ହୋଇ ଥାଏ ମନୁଷ୍ୟ ସର୍ଵଦା ଅଧିକ ଲୋ-ଭ କରିଥାଏ ।

୧. ମନୁଷ୍ୟ କୁ ଜୀବନରେ ସର୍ଵଦା ଏହା ଭାବିବା ଉଚିତ ଯେ ଆମ ଜୀବନରେ କେବେବି ଖ-ରା-ପ ସମୟ ଆସିପାରେ । ତେଣୁ କିଛି ଧନ କୁ ସଞ୍ଚୟ କରି ରଖିବା ଉଚିତ । ମନୁଷ୍ୟ ଜୀବନରେ ଯେବେବି କିଛି ଅସୁବିଧା ଆସିବ ସେତେବେଳେ ସେ ସେହି ଧନ ର ପ୍ରୟୋଗ କରି ପାରିବ । କାରଣ ବିପଦ ସମୟରେ ନିଜ ଲୋକ ମଧ୍ୟ ପର ହୋଇ ଯାଇଥାନ୍ତି ତେଣୁ ଯଦି ନିଜ ପାଖରେ ଧନ ଥିବ ତେବେ ସେ ନିଜ ବି-ପ-ଦ ସମୟରେ କାହାର ସାହାଯ୍ୟ ଲୋଡିବେ ନାହିଁ ।

୨. ବହୁତ ଅଧିକ ଭଲ ହୋଇ କେବେ ବି ଜୀଵନ ବଞ୍ଚି ହୁଏ ନାହିଁ । କାରଣ ସବୁବେଳେ ଭଲ ଏବଂ ଭୋଳା ଲୋକଙ୍କୁ ଦବେଇ ଏବଂ ଠ-କି ମଧ୍ୟ ଦେଇଥାନ୍ତି । ତେଣୁ ସେଥିପାଇଁ ଏତେ ଅଧିକ ସିଧା ସାଧା ହେବା ଉଚିତ ନୁହେଁ । ଏହା ସହିତ ମନୁଷ୍ୟ କୁ ସଦା ସର୍ଵଦା ଭାବି ଚିନ୍ତି କାମ କରିବା ଉଚିତ । କିଏ ମୋ ଶ-ତ୍ରୁ କିଏ ମୋ ମିତ୍ର ଏହା ମଧ୍ୟ ଜାଣିନେବା ଉଚିତ । ମୋତେ କେଉଁ କାର୍ଯ୍ୟ କଲେ ସଫଳ ମିଳିବ ଏବଂ କେଉଁ କାର୍ଯ୍ୟ ରେ ମୁ ବିଫଳ ହେବି ତାହା ମଧ୍ୟ ଜାଣିନେବା ଉଚିତ ।

୩. କାମ ପଛେ ଅଳ୍ପ କର କିନ୍ତୁ ମନ ଧ୍ୟାନ ଦେଇ କରିବା ଉଚିତ ଏହା ମନୁଷ୍ୟ କୁ ବାଘ ଠାରୁ ଶିଖିବା ଉଚିତ । ସମୟ ଅନୁସାରେ ନିଜ ଶକ୍ତି ରେ କାର୍ଯ୍ୟ କରିବା ମନୁଷ୍ୟ କୁ ବଗୁଲି ଠାରୁ ଶିଖିବା ଉଚିତ । ସଠିକ ସମୟରେ ଉଠିବା ଶୋଇବା ଆଦି କାର୍ଯ୍ୟ ଏହା ମନୁଷ୍ୟ କୁ କୁକୁଡ଼ା ଠାରୁ ଶିଖିବା ଉଚିତ । ସର୍ଵଦା ସତର୍କ ରହିବା ଏବଂ ଅତି ଶୀଘ୍ର କାହା ଉପରେ ଭରସା ନ କରିବା ଏହା ମନୁଷ୍ୟ କୁ କାଉ ଠାରୁ ଶିଖିବାର ଥିଲା । ନିଦରେ ଶୋଇ ଥିଲେ ମଧ୍ୟ ଉଠିକି ରହିବା । ବହୁତ ଭୋ-କ ଥିଲେ ମଧ୍ୟ ଅଳ୍ପ ରେ ନିଜକୁ ସନ୍ତୁଷ୍ଟ କରିବା । ବଫାଦାର ହେବା କୁକୁର ଠାରୁ ଶିଖିବା ଉଚିତ ।

୪. ନିଜର ଦୁଃ-ଖ କୁ କେବେବି କାହା ଆଗରେ କହିବା ଉଚିତ ନୁହେଁ । ସେ ଆମର ଉ-ପ-ହା-ସ କରିବ ତେଣୁ ନିଜ ଦୁଃ-ଖ କୁ କେବେବି କାହା ଆଗରେ ପ୍ରକାଶ କରିବା ଉଚିତ ନୁହେଁ । ସର୍ଵଦା ନିଜ ସ୍ୱାମୀ ର ସମ୍ମାନ ଏବଂ ଗୁରୁ ଙ୍କୁ ପୂଜା କରିବା ଉଚିତ ଏବଂ ନିଜର ବା-ସ-ନା, କା-ମ-ନା, କ୍ରୋ-ଧ ଉପରେ ନିୟନ୍ତ୍ରଣ ରଖିବା ଉଚିତ । ମନୁଷ୍ୟ ଯଦି ଏହି ସବୁ ଜିନିଷ ଉପରେ ନିଜକୁ ନିୟନ୍ତ୍ରଣ କରି ଶିଖିବ ସେବେ ହିଁ ଜୀବନ ରେ ସଫଳ ହେବ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *