Health Tips- ସମସ୍ତେ ପିଅନ୍ତୁ ଓ ମାତ୍ର 24 ଘଣ୍ଟାରେ ନିଜ Kidney କୁ ପୁରା ସଫା କରନ୍ତୁ…

ନମସ୍କାର ବନ୍ଧୁଗଣ । ସମସ୍ତ ଙ୍କର ଇଛା କି ସେ ଯେପରି ଅଧିକ ରୁ ଅଧିକ ସମୟ ସୁସ୍ଥ ସବଳ ରହିବେ । ଏହା ପାଇଁ ସମସ୍ତେ କେତେ କଣ ଭିନ୍ନ ଭିନ୍ନ ଉପାୟ ମାନ ମଧ୍ୟ ଅପଣାଇ ଥା’ନ୍ତି । ନିଜର କେଶ, ନିଜର ପେଟ ଓ ଶରୀରର ଭିନ୍ନ ଭିନ୍ନ ଅଙ୍ଗର ଖୁବ ଯତ୍ନ ମଧ୍ୟ ନେଇଥାନ୍ତି । କିନ୍ତୁ ଅନେକ ଥର ଦେଖିବାକୁ ମିଳିଥାଏ କି ସମସ୍ତେ ଶରୀରର ଅତ୍ୟନ୍ତ ମୁଖ୍ୟ ଅଙ୍ଗ କିଡନୀ ର ଯତ୍ନ ନ ନେଇ ଅବହେଲା କରି ଛାଡି ଦିଅନ୍ତି ।କିଡନୀ ଆମ ଶରୀରର ଏପରି ଏକ ଅଙ୍ଗ ଯାହାକୁ ମଝିରେ ମଝିରେ ସଫା କରିବା ନିହାତି ଦରକାର ।

କାରଣ ଏହା ଆମ ଶରୀରର ବ୍ଲଡ କୁ ପ୍ୟୁରିଫାୟ କରିବା ସହ ଆମ ଶରୀରର ସମସ୍ତ ବିଷାକ୍ତ ପଦାର୍ଥ କୁ ମଧ୍ୟ ପରିସ୍ରା ସାହାର୍ଯ୍ୟ ରେ ବାହାର କରି ଦେଇଥାଏ । କିଡନୀ ଖରାପ ହେଲେ ଏହାର ଲକ୍ଷଣ ରୂପେ ପରିସ୍ରା ରେ ଜ୍ଵଳା ପୋଡା ଦେଖା ଦେବା ସହ ରହି ରହି ପରିସ୍ରା ଲାଗିବା ଓ ତାହାସହ ଜ୍ଵର କଫ ଭଳି ସମସ୍ଯା ମଧ୍ୟ ଦେଖା ଦେଇଥାଏ ।

କିଡନୀ ଖରାପ ହେବା କାରଣ ରୁ କିଛି ଲୋକ ଙ୍କର ମୃତ୍ୟୁ ମଧ୍ୟ ହୋଇ ଯିବାର ଦେଖା ଯାଇଥାଏ । ତେଣୁ ପ୍ରତ୍ଯେକ ଲୋକ କୁ ତାର କିଡନୀ ର ବିଶେଷ ଯତ୍ନ ନେବାକୁ ହୋଇଥାଏ । ବନ୍ଧୁଗଣ ଆୟୁର୍ବେଦ ରେ କିଛି ଏଭଳି ଉପଚାର ମାନ ରହିଛି, ଯାହା ସାହାର୍ଯ୍ୟ ରେ ଆପଣ ମାତ୍ର ୨୪ ଘଣ୍ଟା ରେ ଆପଣ ଙ୍କର କିଡନୀ ସଫା ହୋଇଯିବ ।

ବନ୍ଧୁଗଣ ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ କିଛି ଧନିଆ ନେଇ ଏହାକୁ ଦରଦରା କରି ଗୁଣ୍ଡ କରି ନିଅନ୍ତୁ । ଏବେ ଗୋଟେ ଗ୍ଳାସ ପାଣି ରେ ଏକ ଚାମଚ ଧନିଆ କୁ ପକାଇ ଦୁଇ ଘଣ୍ଟା ପାଇଁ ଭିଜିବାକୁ ଛାଡି ଦିଅନ୍ତୁ । ବନ୍ଧୁଗଣ ଦୁଇ ଘଣ୍ଟା ପରେ ସେହି ଧନିଆ ପାଣି କୁ ଏକ ପାତ୍ର ରେ ବସାଇ ଭଲ ଭାବରେ ଫୁଟିବାକୁ ଛାଡି ଦିଅନ୍ତୁ । ବର୍ତ୍ତମାନ ଏହି ପାଣି ରେ ଏକ ଚାମଚ ଜୀରା ଓ ଲେମ୍ବୁ ଛୋଟ ଛୋଟ ଖଣ୍ଡ କରି ଦୁଇ ତିନି ଖଣ୍ଡ ପକାଇ ଆଉ ଦୁଇ ମିନିଟ ଫୁଟିବାକୁ ଛାଡି ଦିଅନ୍ତୁ ।

ଏହି ପାଣି ବର୍ତ୍ତମାନ ଗ୍ଯାସ ରୁ କାଢି ଆଣି ଅନ୍ୟ ଏକ ପାତ୍ର ରେ ଛାଣି ନିଅନ୍ତୁ । ଏହି ପାଣି କୁ ମିଠା କରିବା ପାଇଁ ଏକ ଚାମଚ ମହୁ ମିଶାଇ ପାରିବେ । ଏହି ପାନୀୟ କୁ ଆପଣ ସକାଳେ ଖାଇବାର ଅଧ ଘଣ୍ଟା ପରେ ଦୁଇ ସପ୍ତାହ ପିଇବା ଦ୍ଵାରା ଆପଣ ଙ୍କର କିଡନୀ ସଂପୂର୍ଣ୍ଣ ସଫା ହୋଇଯାଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଜାଡ୍ୟ ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *