Jyotish Shastra- ବୃଷ ରାଶି, ଜୁନ ମାସରେ ରୁହନ୍ତୁ ସାବଧାନ, ଘଟିପାରେ ଏହି ସବୁ ଅଘଟଣ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆସନ୍ତା ଜୁନ ମାସରେ ବୃଷ ରାଶି ରେ କଣ ଭଲ ହେବ ଏବଂ କଣ କ୍ଷତି ପହଂଚିବ ସେହି ସମ୍ବନ୍ଧରେ ଆଲୋଚନା କରିବା ଏବଂ ଏହା ଛଡ଼ା ଅସୁବିଧା ସମୟରେ କେଉଁ ଉପାୟ ଦ୍ୱାରା ସବୁ ଠିକ ହୋଇ ପାରିବ ତାହା ମଧ୍ୟ ଜାଣିନେବା।

୧. ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଦେବଗୁରୁ ବୃହସ୍ପତି ଙ୍କ ବିଶେଷ କୃପା ବୃଷ ରାଶି ର ବ୍ୟକ୍ତି ଙ୍କୁ ମିଳୁଛି। ବ୍ୟାପାର ଏବଂ ଚାକିରୀ କ୍ଷେତ୍ରରେ ଥିବା ବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ବହୁତ ସୁବିଧା ମିଳିବ। ଏହି ସମୟ ଟି ବହୁତ ଶୁଭ ହେବ। ୨. ବିବାହ ଜୀଵନ ମଧ୍ୟ ସୁଖମୟ ହେବ। ଏ ପର୍ଯ୍ୟନ୍ତ ଯଦି ଆପଣଙ୍କ ବିବାହ ରେ କିଛି ବାଧା ଆସୁଥିଲା ତେବେ ତାହା ମଧ୍ୟ ଦୁର ହୋଇ ଯିବ।

୩. ଆଧ୍ୟାତ୍ମିକତା, ଶିକ୍ଷା, ଖେଳ, ଆଦି କ୍ଷେତ୍ରରେ ବିଶେଷ ଲାଭ ମିଳିବ। ନାମ ଏବଂ ଧନ ଅର୍ଜନ କରିବାର ସୁଯୋଗ ମିଳିବ। ଏହି ସମୟ ଆପଣଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହେବ।ଏହି ସମୟରେ ଆପଣ ଅନେକ କ୍ଷେତ୍ରରେ ସରକାରୀ ଲାଭ ଉଠାଇ ପାରିବେ। ସରକାରୀ ଚାକିରୀ ର ମଧ୍ୟ ଯୋଗ ରହୁଛି।

୪. ଆପଣ କିଛି ଏଭଳି ନିଷ୍ପତ୍ତି ମଧ୍ୟ ନେଇ ପାରିବେ ଯାହା ଆପଣଙ୍କୁ ଭବିଷ୍ୟତ ରେ ବହୁତ ଲାଭ ଦେବ।ଆପଣ ଅଳ୍ପ କର୍ମ କରି ଅଧିକ ଫଳ ପ୍ରାପ୍ତ କରି ପାରିବେ। କୌଣସି ଧାର୍ମିକ ଯାତ୍ରା କିମ୍ବା ବିଦେଶ ଯାତ୍ରା ମଧ୍ୟ କରି ପାରନ୍ତି। ବିଦ୍ୟାର୍ଥୀ ମାନଂକୁ ସୂର୍ଯ୍ୟ ଦେଵତାଙ୍କ ଆଶୀର୍ବାଦ ମିଳିବ ଏବଂ ସେମାନେ ପରୀକ୍ଷାରେ ସଫଳ ହେବେ।

୫. ଘର ପାଇଁ କୌଣସି ନୂତନ ସାମଗ୍ରୀ ମଧ୍ୟ କିଣି ପାରିବେ। ଆପଣଙ୍କ ଉପରେ ସର୍ଵଦା ମାତା ପିତାଙ୍କ ଆଶୀର୍ବାଦ ରହିବ ଯାହା ଯୋଗୁଁ ଆପଣ ସର୍ବଦା ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଏହି ସମୟରେ ଧନ ର ଅଭାବ ରହିବ ନାହିଁ। ସୁଖ ସମୃଦ୍ଧି ଘରେ ବଜାୟ ରହିବ। ପରିବାରର ସମସ୍ତ ସଦସ୍ୟ ଖୁସିରେ ରହିବେ ଏବଂ ଆପଣ ଙ୍କ ଉପରେ ପ୍ରସନ୍ନ ହୋଇ ଆଶୀର୍ବାଦ ପ୍ରଦାନ କରିବେ। ଏହା ଛଡା ଘରକୁ କିଛି ନୂତନ ଇଲେକ୍ଟ୍ରୋନିକ ଜିନିଷ ଆସିପାରେ।

୬. ଏହି ସମୟରେ ଆପଣଙ୍କ ଶତ୍ରୁ ଆପଣଙ୍କ ଠାରେ ଭୟବିତ ରହିବେ। କୋର୍ଟ କଚେରୀ ରେ ଥିବା ସମସ୍ତ ମକଦ୍ଦମା ଆପଣ ବିଜୟୀ ହେବେ। ଏହି ସମୟରେ ଆପଣଙ୍କ ବାଣୀ ଉପରେ ଲୋକମାନେ ବହୁତ ପ୍ରଭାବିତ ଏବଂ ଆକର୍ଷିତ ହେବେ। କେବଳ ସମୟର ସଠିକ ସଦୁପଯୋଗ କରିବା ଦ୍ୱାରା ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ସ୍ଥିତି ବହୁତ ମଜବୁତ ହେବ। ଏହି ସମୟରେ ଅଯଥା ଖର୍ଚ୍ଚ ହେବ ନାହିଁ।

୭. କିନ୍ତୁ ବୃଷ ରାଶିର ବ୍ୟକ୍ତି ବିଶେଷ ଆସନ୍ତା ଜୁନ ମାସରେ ନିଜ ସ୍ୱାସ୍ଥ୍ୟ କୁ ନେଇ ସାବଧାନ ରହିବା ଆବଶ୍ୟକ।ବର୍ତ୍ତମାନ ଯେଉଁଭଳି ମାତ୍ରାରେ କୋରନା ମହାମାରୀ ର ପ୍ରଭାବ ଦେଖିବାକୁ ମିଳୁଛି ଏହା ବୃଷ ରାଶି ଅନ୍ତର୍ଗତ ବ୍ୟକ୍ତି ଙ୍କ ଉପରେ ପ୍ରଭାବ ପକାଇ ପାରେ। ତେଣୁ ଏହି ରାଶି ଥିବା ସମସ୍ତ ବ୍ୟକ୍ତି ବିଶେଷ ନିଜର ସ୍ୱାସ୍ଥ୍ୟ କୁ ନେଇ ସାବଧାନ ରୁହନ୍ତୁ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *