ବ୍ରେନ ଷ୍ଟ୍ରୋକ ର 6 ଟି ଲକ୍ଷଣ, ଭୁଲରେ ବି କରନ୍ତୁ ନାହିଁ ନଜର ଅନ୍ଦାଜ, ନହେଲେ ମୃତ୍ୟୁ ସୁନିଶ୍ଚିତ, ଦେଖନ୍ତୁ ଚିକିତ୍ସା

ବନ୍ଧୁଗଣ, ବ୍ରେନ ଷ୍ଟ୍ରୋ-କ ହେବାର କାରଣ କଣ ? ଏବଂ ଏହାର ଲକ୍ଷଣ ଏବଂ ନିରାକରଣ କୁ ନେଇ ବିଶିଷ୍ଠ ନ୍ୟୁରୋଲୋଜିଷ୍ଟ ମାନେ କଣ କୁହନ୍ତି ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ । ଶରୀରର ସମସ୍ତ କାର୍ଯ୍ୟ ମସ୍ତିଷ୍କ ଦ୍ଵାରା ନିୟନ୍ତ୍ରଣ ହୋଇଥାଏ । କୌଣସି କାରଣରୁ ଏଥିରେ ରକ୍ତ ସଂଚାଳନ ବନ୍ଦହୋଇଗଲେ, କିମ୍ବା ମସ୍ତିଷ୍କ ର ଶିରା ଫା-ଟି-ଗ-ଲେ ବ୍ରେନ ଷ୍ଟ୍ରୋ-କ ହୋଇଥାଏ ।

ବ୍ରେନ ଆମ୍ଭ ଶରୀରର ଏକ ମୁଖ୍ୟ ଅଙ୍ଗ ଅଟେ । ମସ୍ତିଷ୍କ ଆମ୍ଭ କାର୍ଯ୍ୟ କଳାପ ର ସବୁ କାର୍ଯ୍ୟ କୁ ନିୟନ୍ତ୍ରଣ କରିଥାଏ । ସବୁ କାର୍ଯ୍ୟ ମସ୍ତିଷ୍କ ରେ ଥିବା ବିଭିନ୍ନ କୋଷିକା ମାଧ୍ୟମରେ ଆଣିଥାଏ । ମସ୍ତିଷ୍କ ର କୋଷ ଗୁଡିକ ଅହରହ ରକ୍ତ ପ୍ରଭାବ, ଅମ୍ଳଜାନ ଏବଂ ଗ୍ଳୁକୋଜ ଉପରେ ନିର୍ଭର କରିଥାଏ । କୌଣସି କାରଣରୁ ମସ୍ତିଷ୍କ କୁ ରକ୍ତ ପ୍ରଭାବ ସଠିକ ଭାବରେ ହୋଇ ନ ପାରିଲେ, ମସ୍ତିଷ୍କ ର କୋଷିକା ଗୁଡିକ ମ-ରି-ଯା-ଇଥାନ୍ତି ।

ଫଳରେ ବ୍ୟକ୍ତି ଙ୍କୁ ବ୍ରେନ ଷ୍ଟ୍ରୋ-କ ଅଥବା ମସ୍ତିଷ୍କ ପ-କ୍ଷା-ଘା-ତ ହୋଇଥାଏ । ବ୍ରେନ ଷ୍ଟ୍ରୋ-କ ମୁଖ୍ୟତ ୨ ପ୍ରକାରର ଯଦି କୌଣସି କାରଣରୁ ମସ୍ତିଷ୍କ କୁ ରକ୍ତ ପ୍ରଭାବ ହୋଇ ପାରି ନଥାଏ । ମେଦ ବାହୁଳତା ହେଉଛି ବ୍ରେନ ଷ୍ଟ୍ରୋ-କ ର ମୁଖ୍ୟ କାରଣ । ଏହା ଛଡା ଯଦି ଜଣେ ବ୍ୟକ୍ତି ଙ୍କ ବୟସ ୬୦ ବର୍ଷ ରୁ ଅଧିକ ଏବଂ ବଂଶଗତ କାରଣରୁ ମଧ୍ୟ ବ୍ରେନ ଷ୍ଟ୍ରୋ-କ ହୋଇପାରେ ।

ମହିଳା ମାନଙ୍କ ଅପେକ୍ଷା ପୁରୁଷ ମାନଙ୍କୁ ବ୍ରେନ ଷ୍ଟ୍ରୋ-କ ହେବାର ଅଧିକ ଆଶଙ୍କା ରହିଥାଏ । ଆପଣ ଜାଣି ରଖନ୍ତୁ ଏହି ବ୍ରେନ ଷ୍ଟ୍ରୋ-କ ର ଲକ୍ଷଣ କଣ ଅଟେ ? ବିଶ୍ଵ ପ-କ୍ଷା-ଘା-ତ ସଂଖ୍ୟା ବ୍ରେନ ଷ୍ଟ୍ରୋ-କ ର ଲକ୍ଷଣ ଜାଣିବା ନିମନ୍ତେ ଏକ ଫର୍ମୁଲା ବାହାର କରିଛନ୍ତି ଯାହା ହେଉଛି BEFAST ଏହି ଫର୍ମୁଲା କୁ ଆଧାର କରି ଜାଣିହେବ ବ୍ରେନ ଷ୍ଟ୍ରୋ-କ ର ଲକ୍ଷଣ ସମ୍ପର୍କରେ ।

୧;- B ରେ balance, ଯଦି ଆପଣ ସଙ୍ଗେ ସଙ୍ଗେ ନିଜର ନିୟନ୍ତ୍ରଣ କରି ପାରୁ ନାହାନ୍ତି ଏବଂ ବେଳେ ବେଳେ ପଡି ଯାଉଛନ୍ତି ତେବେ ଏହା ଷ୍ଟ୍ରୋ-କ ର କାରଣ ଅଟେ ।

୨;- E ରେ eye ଅଥବା ଆଖି, ସଠିକ ଭାବରେ ଦେଖା ନଗଲେ ଅଥବା ଗୋଟିଏ ଜିନିଷ ଦୁଇ ଦୁଇତା ଦେଖାଯିବା ମଧ୍ୟ ଏହାର ଏକ ଲକ୍ଷଣ ।

୩;- F ରେ face ଅଥବା ମୁହଁ, ଆପଣଙ୍କ ମୁହଁ ବଙ୍କା ହୋଇଗଲେ ଅଥବା ମୁହଁ ଝିମ ଝିମ ହୋଇଗଲେ ଜାଣିବେ ଆପଣଙ୍କ ର ବ୍ରେନ ଷ୍ଟ୍ରୋ-କ ହେବାର ଆଶଙ୍କା ରହିଅଛି ।

୪;- A ରେ arm, ଆପଣ ନିଜ ହାତରେ କୌଣସି ଜିନିଷ ଉଠାଇ ପାରୁ ନାହାନ୍ତି ଅଥବା ଆପଣଙ୍କ ହାତ ବଧୀରା ଲାଗିବା ମଧ୍ୟ ଏହାର ଏକ ଲକ୍ଷଣ ।

୫;- S ରେ speech, କଥା କହିଲା ସମୟରେ ଯଦି ଆପଣଙ୍କ ଖନି ମା-ରୁ-ଛ-ନ୍ତି ତେବେ ଜାଣନ୍ତୁ ଆପଣଙ୍କୁ ବ୍ରେନ ଷ୍ଟ୍ରୋ-କ ହେବାର ଆଶଙ୍କା ରହିଅଛି ।

୬;- T ରେ time, ଷ୍ଟ୍ରୋ-କ ହେଲେ ଆପଣଙ୍କୁ ସଠିକ ସମୟରେ ଡାକ୍ଟର ଖାନା ରେ ପହଞ୍ଚିବା ଦରକାର, ବ୍ରେନ ଷ୍ଟ୍ରୋ-କ ହେବା ଏକ ଜରୁରୀ କାଳୀନ ପରିସ୍ଥିତି ଅଟେ । ବ୍ରେନ ଷ୍ଟ୍ରୋ-କ ହେବାର ସାଢେ ୪ ଘଣ୍ଟା ମଧ୍ୟରେ ଡାକ୍ତର ଖାନାରେ ପହଞ୍ଚିବା ଦରକାର ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *