Bichha Rashi, Rasifala 2021 – ନବବର୍ଷ 2021 ରେ ବିଛା ରାଶି ରଚିବେ ଇତିହାସ, ଘଟୁଛି ବଡ ପରିବର୍ତ୍ତନ

ବିଛା ରାଶି ପାଇଁ ଏହି ନୂଆବର୍ଷ ୨୦୨୧ ଏତେ ଭଲ ରହିବ ନାହିଁ। ଆର୍ଥିକ ଦୃଷ୍ଟି ରୁ ଆପଣ ସବଳ ଥିଲେ ମଧ୍ୟ ଏ ବର୍ଷ ବ୍ୟବସାୟରେ ଏତେ ଧନ ରୋଜଗାର ହେବ ନାହିଁ। ପ୍ରେମ ବିଛେଦ ସମ୍ପୂର୍ଣ୍ଣ ଘଟିବ। ସନ୍ଦେହି ପ୍ରକୃତି ଯୋଗୁଁ ଆପଣ ଶନି ଦେବଙ୍କ ଦଣ୍ଡ ପାଇପାରନ୍ତି। ସଭିଙ୍କୁ ନମ୍ର କଥା କୁହନ୍ତୁ ଏବଂ ସମ୍ମାନ ଦିଅନ୍ତୁ। ଯାନବାହନ କ୍ରୟ କରିବାର ଯୋଗ ରହିଛି। ସାମାନ୍ୟ ଦୁର୍ଘଟଣାର ମଧ୍ୟ ଯୋଗ ରହିଛି।
ସମସ୍ୟା ସମାଧାନ କରି ଶାନ୍ତି ପାଇବେ । ଋଣ ଭରଣାରେ ସହଜ ହେବ । ଲମ୍ବା ଯାତ୍ରାରେ ଲାଭବାନ ହେବେ । ନିବେଶ କରିଲେ ଲକ୍ଷ୍ମୀଙ୍କ କୃପା ଫଳରେ ଧନ ପ୍ରାପ୍ତ ହେବ ।

ପୂର୍ବରୁ ଥିବା ପାରିବାରିକ ସମସ୍ୟା ଗୁଡ଼ିକ ସମାଧାନ ହେବ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । କୌଣସି ପ୍ରକାରେ ଉଚ୍ଚମାନ୍ୟତା ରକ୍ଷା କରି ଆର୍ଥିକ ସ୍ଥିତିକୁ ସୁଦୃଢ କରି ପାରିବେ । ମାଲି ମୋକଦ୍ଦମାରେ ମୁଣ୍ଡ ଉଚ୍ଚ ରହିବ । ରାଜନୀତି କ୍ଷେତ୍ରରେ ମାନ ସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଆୟବୃଦ୍ଧି ଯୋଗେ ଆର୍ଥିକ ସଙ୍କଟ ଦୂର ହେବ ।ବିଛା ରାଶିର ଲୋକମାନେ ନିଜ ପରିବାର ପ୍ରତି ଅଧିକ ଧ୍ୟାନ ଦେବେ । କାମରେ ଆପଣଙ୍କୁ ଭଲ ଫଳାଫଳ ମିଳିପାରେ ।

ଭଗବାନଙ୍କର ଆଶୀର୍ବାଦ ଦ୍ୱାରା ଜୀବନର ଅନେକ କଷ୍ଟ ଦୂରହେବ । ଆପଣ ଆପଣଙ୍କର ପରିବାର ଲୋକଙ୍କ ସହ ହସିଖୁସି ସମୟ ଅତିବାହିତ କରିବେ । ଆପଣଙ୍କୁ ଆପଣଙ୍କର ପରିଶ୍ରମର ଆଶା ଠାରୁ ଭଲ ଲାଭ ମିଳିପାରେ । ପ୍ରେମ ଜୀବନରେ ସୁଖମୟ ଫଳାଫଳ ମିଳିପାରେ । କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ । ଅଫିସରେ ଲାଗି ରହିଥିବା ସମସ୍ୟା ଦୂର ହେବ । ପ୍ରତିଦ୍ଵନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ ଓ ଉଚ୍ଚପ୍ରଶଂସିତ ହେବେ । ଭଲ କାମ କରି ସୁଖରେ ଦିନଟି ବିତାଇବେ ।

ଅଜଣା ବ୍ୟକ୍ତିଙ୍କଠାରୁ ଦୁରେଇ ରୁହନ୍ତୁ ଠକାମୀର ଶିକାର ହୋଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ପାଇ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ । ସହଜ ସରଳରେ କର୍ମ ନିଯୁକ୍ତି ପାଇବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ନୂତନବ୍ୟବସାୟ ଆରମ୍ଭ କଲେ ଲାଭପରିମାଣ ଅଧିକ ହେବ । ଆଶା କରିଥିବା କାର୍ଯ୍ୟଟି ପୂରଣ ହୋଇପାରେ ।

ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ବିଦେଶ ଯାତ୍ରା ଯୋଗ ଅଛି । କର୍ମକ୍ଷେତ୍ରରେ ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବା ଫଳରେ ଯେତିକି ପାଇବା କଥା ସେତିକି ହିଁ ପାଇବେ । ସାହିତ୍ୟଚର୍ଚ୍ଚା ଓ ସଭାସମିତିରେ ସଫଳତା ମିଳିବ । ପଡାପଡୋଶୀ ବନ୍ଧୁ ମିତ୍ରଙ୍କ ବ୍ୟବହାରରେ ଖୁସିହେବେ ଓ ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ ।

ଏହି ରାଶିର ବ୍ୟକ୍ତିବିଶେଷ ମାନଙ୍କୁ ଉଭୟ ବ୍ୟାପାର ଓ ଚାକିରି କ୍ଷେତ୍ରରେ ପ୍ରଚୁର ଲାଭ ମିଳିବ । ଯେଉଁ ଲୋକ ମାନେ ଚାକିରି କରୁଛନ୍ତି ସେମାନଙ୍କୁ ପ୍ରମୋଶନ ମିଳିବାର ବହୁତ ସମ୍ଭାବନା ଅଛି ଓ ଯେଉଁମାନେ ବ୍ୟାପାର କରୁଛନ୍ତି ସେମାନଙ୍କର ଉନ୍ନତି ହେବାକୁ ଯାଉଛି । ବନ୍ଧୁଗଣ ଯେଉଁମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ଚାକିରି କ୍ଷେତ୍ରରେ ନୂଆ ନୂଆ ଅବସର ମିଳିବାକୁ ଯାଉଛି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *