ବିଛଣା ତଳେ ଭୁଲରେ ବି ରଖନ୍ତୁ ନାହିଁ ଏହି ୩ ଟି ଜିନିଷ ନଚେତ ଧିରେ ଧିରେ ହୋଇଯିବ ସର୍ବନାଶ

ଯେଉଁ ବିଛଣାରେ ଆପଣ ଶୋଉଛନ୍ତି ତାହା ଉପରେ ଏହି ତିନୋଟି ଜିନିଷ ଭୁଲରେବି ରଖନ୍ତୁ ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ ଘରେ ସୁଖ ଓ ସମୃଦ୍ଧି ବଜୟୀ ରଖିବା ପାଇଁ ଗୋଟିଏ ସକାରାତ୍ମକ ଉର୍ଜାର ଆବଶ୍ୟକ ହୋଇଥାଏ । ଯଦି ଆପଣଙ୍କ ଘରର ଜିନିଷ ସଠିକ ଜାଗାରେ ନାହିଁ ତେବେ ଆପଣଙ୍କ ଘରେ ନକାରାତ୍ମକ ଉର୍ଜା ବଢିଯିବା ସହିତ ସାକାରାତ୍ମ ଉର୍ଜା କାମିବାରେ ଲାଗିଥାଏ ।

ତେଣୁ ଆପଣ ଯେଉଁଠାରେ ଶୋଉଛନ୍ତି ସେଠାରେ କିଛି ଜିନିଷ ରଖିବା ଉଚିତ ନୁହେଁ । ଏହା କରିବାଦ୍ୱାରା ସମସ୍ତ ନକାରାତ୍ମକ ଉର୍ଜା ଆପଣଙ୍କ ଦେହରେ ଗ୍ରାସ କରିଥାଏ । ଏହା ଆପଣଙ୍କୁ ଖରାପ କାର୍ଯ୍ୟ କରାଇଥାଏ । ତେଣୁ ଏହାର ପ୍ରଭାବ ଆପଣଙ୍କ ଗୃହର ଉନ୍ନତି ଓ ଶାନ୍ତି ଉପରେ ପଡିଥାଏ । ତେଣୁ ଆପଣଙ୍କ ଶୋଇବା ବିଛଣା ତଳେ ଭୁଲରେ ଏହି ଜିନିଷ ରଖନ୍ତୁ ନାହିଁ । ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ।

ଆପଣ କେବେବି ଜୋତାକୁ ଖଟ ତଳେ ରଖନ୍ତୁ ନାହିଁ । ଏହାଦ୍ୱାରା ଜୋତାରେ ଥିବା ସବୁ ନକାରାତ୍ମକ ଉର୍ଜା ଆପଣଙ୍କ ଦେହରେ ପ୍ରବାହିତ ହୋଇଥାଏ । ଯାହାକି ଆପଣଙ୍କ ଘରେ ବିଶୃଙ୍ଖଳା ହୋଇଥାଏ । ଦ୍ୱିତୀୟରେ ହେଲା ଗୋଡ଼ ପୋଛା । ଏହାକୁ କେବେବି ଆପଣ ଖଟତଳେ ରଖନ୍ତୁ ନାହିଁ । କାରଣ ଏଥିରେ ଆପଣଙ୍କ ଗୋଡ଼ ପୋଛାଯାଏ । ଆପଣଙ୍କ ଗୋଡ଼ରେ ଥିବା ନକାରାତ୍ମକ ଉର୍ଜା ଏହିଥିରେ ରହିଥାଏ ।

ଏହା ଖଟ ତଳକୁ ଯିବାଦ୍ୱାରା ସେହି ନକାରାତ୍ମକ ଉର୍ଜା ଆପଣଙ୍କୁ ଭୁଲ ବାଟରେ ନେଇଥାଏ ଓ ଖରାପ କାମ କରାଇଥାଏ । ଏହାଦ୍ୱାରା ଘରେ ଧନ ହାନି ଦେଖାଯାଇଥାଏ । ତୃତୀୟ ଟି ହେଲା ‘ଫାଟ’ । ଆପଣ ଯେଉଁଠାରେ ଶୋଉଛନ୍ତି ସେହିଠାରେ ଯେମିତି କିଛି ଫାଟ ନଥାଏ କି ଖଟ ଭାଙ୍ଗିନଥାଏ ଓ ଭୂମିରେ ମଧ୍ୟ୍ୟ ଯେମିତି କିଛି ଫାଟ ନଥାଏ । କାରଣ ଏହି ଫାଟ ଦବୁ ନକାରାତ୍ମକ ଉର୍ଜକୁ ଟାଣିଆଣିଥାଏ ।

ଏହାଦ୍ୱାରା ଆପଣଙ୍କ ଘରେ ସ୍ୱାସ୍ଥ୍ୟ ସମସ୍ୟା, ଦୁର୍ଘଟଣା ଓ ଅନାଵଶ୍ୟକ ଖର୍ଚ୍ଚ ହୋଇଥାଏ । ତେଣୁ ଆପଣମାନେ ଭୁଲରେବି ଖଟ ତଳେ ଏହି ୩ଟି ଜିନିଷ ରଖନ୍ତୁ ନାହିଁ । ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *