ବିବାହରେ ବିଳମ୍ବ ହେଉଥିଲେ କରନ୍ତୁ ଏହି ଉପାୟ, ମିଳବ ଚାହୁଁଥିବା ଜୀବନସାଥି

ସବୁ ବ୍ୟକ୍ତିଙ୍କର ଇଚ୍ଛା ଗୋଟିଏ ଭଲ ଜୀବନ ସାଥି ଟିଏ ପାଇବାପାଇଁ । ଝିଅ ବିବାହ ବୟସ ଆସିଥାଏ ତେବେ ପିତାମାତା ମାନେ ନିଜ କନ୍ୟା ପାଇଁ ଉତ୍ତମ ଜୀବନ ସାଥି ଟିଏ ଖିଜିଥାନ୍ତି । କିନ୍ତୁ କିଛି ପିତା ମାତା ବହୁତ ଚେଷ୍ଟା କରି ମଧ୍ୟ୍ୟ ନିଜ ଝିଅ ପାଇଁ ଜୀବନ ସାଥି ଟିଏ ପାଇନଥାନ୍ତି । ଏହାର କାରଣ ହେଉଛି ବାସ୍ତୁ ଦୋଷ ।

ସେଥିପାଇଁ ଆପଣ ପ୍ରଥମେ ଆପଣଙ୍କ ଘରର ବାସ୍ତୁକୁ ଠିକ କରିବାକୁ ହେବ । ତେବେ ଆସନ୍ତୁ ଆଜି ଆମେ ଜାଣିବା ଘରର କେଉଁବାସ୍ତୁ ଠିକ ନଥିଲେ ଘରେ ବିବାହରେ ସମାସ୍ୟା ଦେଖାଯାଇଥାଏ ।

 

କନ୍ୟାର ସୋଇବା କକ୍ଷ ଘରର ଦକ୍ଷିଣ ଦିଗରେ ହୋଇଥିବା ଉଚିତ । ଏହା ଧ୍ୟାନ ଦେବାଦରକାର ଯେ ଯେମିତି ଝିଅ ସୋଇଲାବେଳେ ତାହାର ହାତ ଏବଂ ପାଦ ଯେପରି ଘରର ମୁଖ୍ୟ ଦ୍ୱାର ଆଡ଼କୁ ନ ରୁହେ । ସୋଇବା ସମୟରେ କନ୍ୟାର ମୁଣ୍ଡ ପାଖରେ ଏକ କ୍ରିଷ୍ଟଲ ବଲ ରଖନ୍ତୁ । ଏହାଦ୍ୱାରା ବର ପକ୍ଷ ଲୋକ କନ୍ୟାକୁ ଦେଖିବାମାତ୍ରେ ପସନ୍ଦ କରିନେବେ । କନ୍ୟାର ପିତା ମାତା ଶୁକ୍ଳପକ୍ଷ ସୋମବାରରେ ନାରାୟଣଙ୍କୁ ପୁଜିବା ଉଚିତ । ନାରାୟଣଙ୍କୁ ହଳଦିଆ ରେଶମ ଚାଦର ଚଢ଼ାଇବା ସହିତ ବିବାହ ପ୍ରାର୍ଥନା କରିବା ଉଚିତ ।

ଏହି ଭଳି ଚାରୋଟି ସୋମବାର କରିବା ଦ୍ୱାରା ବିବାହ ବହୁତ ଶୀଘ୍ର ହୋଇଥାଏ । ଯେତେବେଳେ ବର ପକ୍ଷ ଲୋକ କନ୍ୟାକୁ ଦେଖୀବାକୁ ଆସୁଛନ୍ତି । ସେତେବେଳେ ବର ପକ୍ଷ ଲୋକଙ୍କୁ ଉତ୍ତର ଦିଗକୁ ମୁହଁ କରି ବସାନ୍ତୁ । ଏହା କରିବା ଦ୍ୱାରା ସବୁ ନକାରାତ୍ମକ ଉର୍ଜା ବାହାରକୁ ଚାଲିଯାଇଥାଏ ଓ ବର ପକ୍ଷ ଲୋକ କନ୍ୟାକୁ ଶୀଘ୍ର ପସନ୍ଦ କରିନେଇଥାଆନ୍ତି ।

କନ୍ୟାର ଶୋଇବା ଘରେ କେବେବି ସୂର୍ଯ୍ୟାସ୍ତର ଛବି ରଖନ୍ତୁ ନାହିଁ । ଏହା ଦ୍ବାରା କନ୍ୟାର ବାହାଘରରେ ବହୁତ ଅସୁବିଧା ଆସିଥାଏ । କନ୍ୟା ସବୁବଳେ ଅତ୍ୟଧିକ ମାନସିକ ଦୁଶ୍ଚିନ୍ତାରେ ରହିଥାଏ । ଘରର ଆଗରେ କୌଣସି ଭଙ୍ଗା ଫନୀଚର କିମ୍ବା କଣ୍ଟା ଜାତୀୟ ବୃକ୍ଷ ଲଗାନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କ ଘରେ ଆଶାନ୍ତି ଦେଖାଦେବାସହିତ କନ୍ୟାର ବାହାଘର ପାଇଁ ବହୁତ ଆସୁଵିଧା ହୋଇଥାଏ । ଏହାଦ୍ୱାରା କନ୍ୟା କିଛି ଭୁଲ ନିଷ୍ପତ୍ତି ମଧ୍ୟ୍ୟ ନେଇଥାଏ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *