ଭୁଲ ରେ ବି କରନ୍ତୁ ନାହିଁ ଏହି ଭୁଲ, ହୋଇଯିବେ ଲକ୍ଷ୍ମୀଛଡା

ଆମେ ଆଜି ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କେଉଁ ଭୁଲ କରିଲେ ଘରେ ମାତା ଲକ୍ଷ୍ମୀ ଙ୍କ ପ୍ରବେଶ ହୋଇ ନ ଥାଏ । ଏବଂ ଆପଣ ଙ୍କ ପାଖରେ ଦାରିଦ୍ରତା ବଢି ଥାଏ । ଯଦି ଆପଣ ମାନେ ଚାହାଁନ୍ତି ଘରେ ଦାରିଦ୍ରତା ନ ବଢିବା ପାଇଁ ତେବେ କେବେ ବି ଏମିତି ଭୁଲ କରନ୍ତୁ ନାହିଁ । ତେବେ ସେହି ସବୁ ଭୁଲ କଣ ଆସନ୍ତୁ ଜାଣିବା ।

 

ପ୍ରଥମେ ହେଲା ମଇଳା ବସ୍ତ୍ର ପିନ୍ଧିବା । ଯେଉଁ ମାନେ ମଇଳା ବସ୍ତ୍ର ପିନ୍ଧନ୍ତି ଏବଂ କେବେ ବି ନିଜରର ଲୁଗା ସଫା ରଖନ୍ତି ନାହିଁ ସେହି ପରି ଲୋକ ଙ୍କ ଘରେ କେତେ ବେଳେ ବି ମାତା ଲକ୍ଷ୍ମୀ ଙ୍କ ବାସ ହୋଇ ନ ଥାଏ । ଏହି ପରି ବ୍ୟକ୍ତି ଙ୍କର ସମାଜ ରେ ମାନ ସମ୍ମାନ ରହି ନ ଥାଏ ।

ଏବଂ ଟଙ୍କା ଏମାନଙ୍କ ପାଖ ମାଡେ ନାହିଁ । ଏମାନେ ସବୁ ବେଳେ ଚିନ୍ତା ରେ ବୁଡି ରହି ଥାନ୍ତି । ଯଦି ଆପଣ ମାନେ ଚାହାଁନ୍ତି ଘର ର ଦାରିଦ୍ରତା ପଣ ଦୂର ହେଉ ତେବେ ଆପଣ ମାନେ ସବୁ ବେଳେ ସଫା ବସ୍ତ୍ର ର ପରିଧାନ କରନ୍ତୁ ।

ଦୁଇରେ ନିୟମିତ ଭାବେ ଦାନ୍ତ ସଫା ନ ରଖିବା । ଯେଉଁ ମାନେ ନିୟମିତ ଭାବେ ଦାନ୍ତ ସଫା ନ ରଖନ୍ତି ସେମାନଙ୍କ ଠାରୁ ବି ମାତା ଲକ୍ଷ୍ମୀ ଛାଡି ଜାଆନ୍ତି । ଏହି ପରି ବ୍ୟକ୍ତି ଙ୍କ ପାଟି ର ଦୂର୍ଗନ୍ଧ କାରଣ ରୁ ଏମାନଙ୍କ ପାଖ କେହିବି ମାଡନ୍ତି ନାହିଁ ।
ଯଦି ଆପଣ ଙ୍କ ପାଖ କେହି ନ ମାଡିବେ ତେବେ କେବେ ବି ପଇସା ଆୟ କରିବା ସମ୍ବବ ହେବ ନାହିଁ । ତିନି ରେ ହେଲା ନିଜ ଖାଇବା ପରେ କୋଣ୍ଟ୍ରୋଲ ନ କରେ । ଯଦି କୈଣସି ବ୍ୟକ୍ତି ମାନେ ନିଜ ଖାଇବା ଉପରେ କୋଣ୍ଟ୍ରୋଲ ନ କରେ ଏବଂ ଖାଇବା ସମୟ ସମୟ ରେ ନିଜ ହାତ କୁ ଚାଟି ଖାଏ । ତେବେ ସେମାନଙ୍କ ଘରକୁ କେବେ ବି ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ।

 

ଚାରି ରେ ହେଲା ଅଳସୁଆ ହେବା । ଏହି ଅଳସୁଣା ପଣ ଯୋଗୁଁ ବି ଆପଣ ମାନଙ୍କର ସମାଜ ରେ ମନ ସମ୍ମାନ ଏବଂ ଘରେ ଦାରିଦ୍ରତା ସବୁ ବେଳେ ଦେଖିବା ପାଇଁ ମିିଳେ । ଏବଂ ଘରେ କେବେ ବି ମାତା ଲକ୍ଷ୍ମୀ ଙ୍କ ପ୍ରବେଶ ହେବ ନାହିଁ । ଏହା ପରେ ରହିଛି ।

ଏବଂ ସେଷ ରେ କଟୁ କଥା କହିବା । ଯେଉଁ ବ୍ୟକ୍ତି ମାନେ ସବୁ ବେଳେ କଥା ବାର୍ତ୍ତା ରେ ସଞମ ନ ରଖେ ଏବଂ ସେ ସବୁ ବେଳେ କଟୁ କଥା ର ପ୍ରୟୋଗ କରିବାରେ ଲାଗି ଥାଏ । ତେବେ ସେହି ପରି ବ୍ୟକ୍ତି ମାନଙ୍କୁ କେବେ ବି ଜିବନ ରେ ସଫଳତା ମଳେ ନାହିଁ ବା ସେମାନଙ୍କ ଗୃହ ରେ କେବେ ବି ମାତା ଲକ୍ଷ୍ମୀ ଙ୍କ ପ୍ରେବଶ ହୋଇ ନ ଥାଏ । ହଁ ଏମିତି ବି ହୋଇ ଥାଏ ଆପଣ ମାନେ ଯଦି କେବେ ବି ସୂର୍ଯ୍ୟ ଉଦୟ ପୂର୍ବ ରୁ ଉଠି ନ ଥାନ୍ତି । ତେବେ ବି ଆପଣ ମାନଙ୍କ ସହିତ ଏମିତି ହୋଇ ପାରେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *