Health Tips- ପ୍ରତିଦିନ ଆପଣ ଭୁର୍ସଙ୍ଗ ପତ୍ର ଖାଉଛନ୍ତି କି (Curry leaves), ତେବେ ଏହାକୁ ଥରେ ନିଶ୍ଚୟ ଦେଖି ନିଅନ୍ତୁ…

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଗଛ ବିଷୟରେ କହିବାକୁ ଯାଉଛୁ, ଯାହାର ପ୍ରୟୋଗ ଆମେ ଖାଦ୍ଯରେ ସ୍ଵାଦ ବଢାଇବା ପାଇଁ କରିଥାଉ । ବହୁତ କମ ଲୋକ ଏପରି ଅଛନ୍ତି ଯେଉଁ ମାନଙ୍କୁ ଏହାର ଉପକାରିତା ବିଷୟରେ ଜଣା । ଯେଉଁ ଲୋକଙ୍କୁ ଏହାର ଉପକାରିତା ବିଷୟରେ ଜ୍ଞାନ ଅଛି ସେ ପ୍ରତି ଦିନ ଏହାର ସେବନ କରିଥାନ୍ତି, କାରଣ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଆୟୁର୍ବେଦ ଅନୁସାରେ ଏଥିରେ ବହୁଳ ପରିମାଣର ପୋଷାକ ତତ୍ଵ ଭରିହୋଇ ରହିଛି ।

ଏହା ବହୁତ ପ୍ରକାରର ରୋଗକୁ ଶରୀରରୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ଏହି ଗଛ ଟିର ନାମ ହେଲା ଭୃସଙ୍ଗ ଗଛ । ବନ୍ଧୁଗଣ ଆୟୁର୍ବେଦ ଅନୁସାରେ କେବଳ ଏହି ଏକ ଭୃସଙ୍ଗ ଗଛରେ ଏପରି ପୋଷଣ ଥାଏ ଯେ, ଯାହା କ୍ୟାନ୍ସର ଭଳି ରୋଗକୁ ମଧ୍ୟ ନାସ କରିଦେଇଥାଏ ।

ଯଦି ଆପଣ ଭୃସୁଙ୍ଗ ପତ୍ର ସେବନ କରନ୍ତି ନାହିଁ, ତେବେ ଆଜି ଠାରୁ ଏହାର ସେବନ କରିବା ଆରମ୍ଭ କରିଦିଅନ୍ତୁ । ବନ୍ଧୁଗଣ ଯଦି କାହାକୁ କୋଲୋଷ୍ଟ୍ରୋଲ ର ସମସ୍ଯା ରହିଛି, ତେବେ ସେହି ବ୍ୟକ୍ତିଙ୍କୁ ଭୃସୁଙ୍ଗ ପତ୍ର ର ସେବନ ନିଶ୍ଚୟ କରିବା ଉଚିତ୍ । କାରଣ ଭୃସୁଙ୍ଗ ପତ୍ର ରେ ଏପରି ଗୁଣ ରହିଛି ଯାହା କୋଲୋଷ୍ଟ୍ରୋଲ କମାଇବାରେ ଖୁବ ଶୀଘ୍ର ସାହାର୍ଯ୍ୟ କରିଥାଏ

ହୃଦୟ ସମ୍ବନ୍ଧୀୟ ରୋଗୀ ମାନଙ୍କ ପାଇଁ ଭୃସୁଙ୍ଗ ପତ୍ରର ସେବନ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଯଦି ଆପଣଙ୍କର କେଶ ଅଧିକ ଉପୁଡୁଛି, ତେବେ ଆପଣ ଭୃସୁଙ୍ଗ ପତ୍ରର ସେବନ ନିଶ୍ଚୟ କରନ୍ତୁ । କାରଣ ଏହା ଦ୍ଵାରା କେଶ ମଜବୁତ, ଘନ, ଲମ୍ବା ହେବା ସହ କେଶ ଝଡିବା ମଧ୍ୟ ବନ୍ଦ ହୋଇ ଯାଇଥାଏ । ଯଦି ଆପଣଙ୍କର  ଲୋ-ବ୍ଲଡ ପ୍ରେସର କିମ୍ବା ହାଇ-ବ୍ଲଡ ପ୍ରେସର ଅଥବା ସୁଗାର ଭଳି ସମସ୍ଯା ଅଛି, ତେବେ ଆପଣ ପ୍ରତିଦିନ ଭୃସୁଙ୍ଗ ପତ୍ର ର ସେବନ ନିଶ୍ଚିୟ କରନ୍ତୁ ।

ଯାହା ଦ୍ଵାରା ଆପଣଙ୍କର ବ୍ଲଡ ସୁଗାର କଣ୍ଟ୍ରୋଲ ରେ ରହିବ । ବନ୍ଧୁଗଣ ଯଦି ଆପଣ ଙ୍କର ପେଟ ରେ ଗ୍ଯାସ କିମ୍ବା ଏସିଡିଟି ଭଳି ସମସ୍ଯା ଅଛି ତେବେ ମଧ୍ୟ ଆପଣ ପ୍ରତିଦିନ ଭୃସୁଙ୍ଗ ପତ୍ର ର ସେବନ ନିଶ୍ଚୟ କରନ୍ତୁ । ଏହାଛଡା ଯଦି ଆପଣଙ୍କ ଲିଭର ରେ କିଛି ସମସ୍ଯା ଅଛି କିମ୍ବା ଖାଦ୍ଯ ଠିକ ଭାବରେ ହଜମ ହେଉ ନାହିଁ, ତେବେ ମଧ୍ୟ ଭୃସୁଙ୍ଗ ପତ୍ର ର ସେବନ ପ୍ରତିଦିନ କରନ୍ତୁ ।

ସାଧାରଣତଃ ପ୍ରତେକ ଙ୍କ ବାଡିରେ ଭୃସୁଙ୍ଗ ପତ୍ର ଗଛ ଥିବାର ଦେଖିବାକୁ ମିଳେ । ତେବେ ବନ୍ଧୁଗଣ ଭୃସୁଙ୍ଗ ପତ୍ର ଟି ଶରୀର ପାଇଁ କେତେ ଜରୁରୀ, ବର୍ତ୍ତମାନ ଏହା ଆପଣ ମାନେ ଜାଣି ଯାଇଥିବେ । ଯଦି ଆପଣ ଭୃସୁଙ୍ଗ ପତ୍ର ନ ଖାଉଥାନ୍ତି, ତେବେ ଆମର ଅନୁରୋଧ ବର୍ତ୍ତମାନ ଠାରୁ ଖାଇବା ଆରମ୍ଭ କରି ଦିଅନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *