ଭାଗ୍ୟଶାଳୀ ଲୋକମାନେ କେଉଁ ମାସରେ ଜନ୍ମ ହୋଇଥାନ୍ତି ? (Astrology)

ବନ୍ଧୁଗଣ, କେତେକ ସମୟରେ ଏଭଳି ହୋଇଥାଏ ଯେ ଆପଣ କେଉଁ ଜିନିଷକୁ ପାଇବା ନିମନ୍ତେ ଅଧିକ ଚେଷ୍ଟା କରିଥାନ୍ତି, କିନ୍ତୁ ତାହା ଆପଣଙ୍କୁ ମିଳିପାରେ ନାହିଁ । ଆଉ କେତେ ଜଣ ଏଭଳି ଅଛନ୍ତି ଯେଉଁମାନେ କିଛି ପରିଶ୍ରମ କରି ନଥାଏ, ଏବଂ ତାଙ୍କୁ ସେହି ଜିନିଷ ପ୍ରଥମେ ମିଳିଯାଏ । ଏହି କଥାର ସିଧା କନେକ୍ସନ ଆପଣଙ୍କ ଭାଗ୍ୟ ସହିତ ହୋଇଥାଏ । ଆପଣ କେତେ ମଧ୍ୟ ମଡେନ ଥିଂକିଂ ଲୋକ ହୁଅନ୍ତୁ ନା କାହିଁକି ? ମାତ୍ର ଗୋଟିଏ କଥା ଆପଣଙ୍କୁ ମାନିବାକୁ ହେବ ଯେ ଯେଉଁମାନେ ଉପରରୁ ନିଜ ଭାଗ୍ୟ ଲେଖି ଆଣିଥାନ୍ତି ।

ସେମାନଙ୍କୁ ନିଜ ଜୀବନରେ ସବୁକିଛି ବହୁତ ସହଜରେ ମିଳିଯାଇଥାଏ । ପ୍ରଶ୍ନ ଆସୁଛି ଯେ ଆପଣ କିଭଳି ଜାଣିବେ ଯେ ଆପଣ ଭାଗ୍ୟଶାଳୀ ଅଟନ୍ତି ନା ନାହିଁ । ଏହାର ଉତ୍ତର ବହୁତ ସହଜ ଅଟେ । ଆପଣଙ୍କ ଭାଗ୍ୟ ଏବଂ ଆପଣଙ୍କ ଜନ୍ମ ନେବା ସମୟ ପରସ୍ପର ସହିତ ଗଭୀର ସମ୍ବନ୍ଧ ରଖିଥାନ୍ତି । ଆପଣ କେଉଁ ସମୟ କେଉଁ ଦିନ ଅଥବା କେଉଁ ମାସରେ ଜନ୍ମ ହୋଇଛନ୍ତି ? ଏହା ଆପଣଙ୍କ ଭାଗ୍ୟ ସମ୍ବନ୍ଧରେ ବହୁତ କିଛି କହିଥାଏ । ଆଜି ଆମ୍ଭେ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧;- ଯେଉଁ ଲୋକ ମାନଙ୍କ ଜନ୍ମ ସୋମବାର ଅଥବା ଗୁରୁବାର ହୋଇଥାଏ, ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏହିଭଳି ବ୍ୟକ୍ତି ଯେଉଁ ଜାଗାରେ ନିଜ ହାତ ରଖିଥାନ୍ତି ସେହି କାର୍ଯ୍ୟ ଚୁଟକି ରେ ହୋଇଯାଏ । ଏଭଳି ବ୍ୟକ୍ତି ମାନଙ୍କ ଜୀବନରେ ବାଧା ବହୁତ କମ ଆସିଥାଏ ।

୨;- ଯେଉଁ ମାନଙ୍କ ଜନ୍ମ ସକାଳୁ ଶୀଘ୍ର ହୋଇଥାଏ, ସେହି ବ୍ୟକ୍ତି ଭାଗ୍ୟର ମାମଲାରେ ସବୁଠାରୁ ଆଗରେ ରହିଥାଏ । ବିଶେଷ କରି ଯେଉଁ ଲୋକ ମାନଙ୍କ ଜନ୍ମ ସକାଳ ୪ ଟା ପାଖାପାଖି ହୋଇଥାଏ, ସେମାନଙ୍କ ଭାଗ୍ୟ ସବୁଠାରୁ ଅଧିକ ପ୍ରବଳ ହୋଇଥାଏ । ଏହିଭଳି ବ୍ୟକ୍ତି ନିଜ ଭାଗ୍ୟର ଫଳରେ ବଡ ରୁ ବଡ ସମସ୍ୟା କୁ ଟାଣି ନେଇଥାଏ । ଏହି ଲୋକ ମାନଙ୍କ ଭାଗ୍ୟ ଏଭଳି ଥାଏ ଯେ, ଏମାନେ ଯେଉଁ ଘରେ ଜନ୍ମ ନିଅନ୍ତି ଅଥବା ଯେଉଁ ଘରେ ରହିଥାନ୍ତି ତାଙ୍କ ଭାଗ୍ୟ ମଧ୍ୟ ଚମକିବାକୁ ଲାଗିଥାଏ ।

୩;- ଜୁନ ଏବଂ ଅଗଷ୍ଟ ରେ ଜନ୍ମ ନେଇଥିବା ଲୋକଙ୍କ ଭାଗ୍ୟ ଉପରୁ ଲେଖା ହୋଇ ଆସିଥାଏ । ଏଭଳି ଲୋକ କ୍ୟାରିୟର କ୍ଷେତ୍ରରେ ବହୁତ ଶୀଘ୍ର ସଫଳ ହୋଇଯାଇଥାନ୍ତି । ଜୁନ ରେ ଜନ୍ମ ବ୍ୟକ୍ତି ଲୋକ ମାନଙ୍କ ଠାରୁ ନିଜ କଥା ମନାଇବାରେ ମାହିର ହୋଇଥାନ୍ତି ।

୪;- ମାସର ୨୫ ଏବଂ ୧୦ ତାରିଖକୁ ଜନ୍ମ ନେଇଥିବା ବ୍ୟକ୍ତି, ଟଙ୍କା ମାମଲାରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ପାଖକୁ ଟଙ୍କା ନିଜେ ଚାଲି ଆସିଥାଏ । ଏମାନଙ୍କୁ ଧନ କମାଇବା ପାଇଁ ପରିଶ୍ରମ ଠାରୁ ଅଧିକ ଭାଗ୍ୟ କାମରେ ଆସିଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *