ଭଗବାନଙ୍କ ସାମ୍ନାରେ କାନ୍ଦିଲେ କଣ ହୋଇଥାଏ ? ଚମତ୍କାରିତା ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ ଏନେଇ କଣ କୁହେ ଶାସ୍ତ୍ର

ନମସ୍କାର ବନ୍ଧୁଗଣ ,  ଆପଣମାନେ ପୂଜା କରୁଥିବା ସମୟରେ କଣ ଆଖିରୁ ଲୁହ ଆସିଥାଏ ଏହାର ଅର୍ଥ କଣ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହା ସମନ୍ଧରେ କହିବୁ । କୁହାଯାଏ ପ୍ରଥମେ ଏହି ବିଶ୍ଵ ଅନ୍ଧାର ରହୁଥିଲା କେହିବି ନ ଥିଲେ । ତେବେ ଥରେ ଶିବଲୀଙ୍ଗ ପ୍ରକଟ ହୋଇଥିଲା ଏବଂ ଏହା ପରେ ପଞ୍ଚଭୂତ୍ତ ଯଥା ବାୟୁ , ମାଟି , ଅଗ୍ନି , ଜଳ , ଆକାଶ ଆଦି ସୃଷ୍ଟି ହୋଇଥିଲା ।

ବିଶ୍ଵର ପ୍ରତ୍ୟେକ କୋଣରେ ଭଗବାନ ଶିବଙ୍କ ବାସ ରହିଛି ତେଣୁ ଆମେ ଯଦି ପୂର୍ଣ୍ଣ ଆତ୍ମ , ଶ୍ରଦ୍ଧା ରେ ତାହାକୁ ଡାକିଥାଉ ତେବେ ସେ ପ୍ରତ୍ୟକ ଦର୍ଶନ ଦେଇଥାନ୍ତି । ଭଗବାନ ଶିବ ହିଁ ଆଦି ଓ ଶେଷ ଅଟନ୍ତି । ଯଦି ସେ ତାଙ୍କ ତୃତୀୟ ଚକ୍ଷୁ କୁ ଖୋଳିଥାନ୍ତି ତେବେ ଏହି ସମଗ୍ର ବିଶ୍ଵ ସମାପ୍ତ ହୋଇଯାଏ । ଆମେ ଯେତେବେଳେ ପୂଜା କରିବାକୁ ବସିଥାଉ ତେବେ ଆମ ଆତ୍ମା ର ସଂଯୋଗ ଇଶ୍ଵରଙ୍କ ସହିତ ହୋଇଥାଏ ।

ଯଥା ସେହି ସମୟରେ ଆମେ ଇଶ୍ଵରଙ୍କ ସହ ମିଳିତ ହେଇଥାଉ । ଏହି ସମୟରେ ଇଶ୍ଵରଙ୍କ ଆପଣମାନଙ୍କୁ କିଛି ସଂକେତ ଦେଇଥାନ୍ତି ।  ଆପଣ ଯେତେବେଳେ ଇଶ୍ଵରଙ୍କ ପୂଜା ଧ୍ୟାନ କରିଥାଉ ତେବେ ଆମ ଚର୍ତୁର୍ପାର୍ଶ୍ୱ ସକାରାତ୍ମକ ଊର୍ଜା ରେ ଭରିଯାଇ ଥାଏ ।  ଜୀବନରେ ଯେମିତିକା ପରିସ୍ଥିତି ଆସୁ ପଛେ ଆପଣ ଯଦି ପୂଜା କରନ୍ତି ତେବେ ଆପଣଙ୍କ ଦୁଃଖ କଷ୍ଟ ଦୂର ହୋଇଯାଇଥାଏ ।

 

ଅନେକ ସମୟରେ ଛାତ୍ରଛାତ୍ରୀମାନେ ପାଠ ପଢିବା ବେଳେ ମା ‘ ସରସ୍ଵତୀଙ୍କୁ ସ୍ମରଣ କରିବା ଦ୍ଵାରା ସେମାନଙ୍କ ଆଖିରେ ଲୁହ ଆସିଯାଏ ।  ଏହାର ଅର୍ଥ ଯେ ମା ‘ ସରସ୍ଵତୀଙ୍କ ଆର୍ଶୀବାଦ ସେମାନଙ୍କ ଉପରେ ରହିଥାଏ । ଆପଣ ପୂଜା କରୁଥିବା ସମୟରେ ଆପଣଙ୍କ ଆଖିରୁ ଲୁହ ଆସିଥାଏ ତେବେ ଏହାର ଅର୍ଥ ହୋଇଥାଏ ଇଶ୍ଵରଙ୍କ ସହିତ ଆପଣଙ୍କ ଆତ୍ମା ର ମିଳନ ହେଇଛି ଏହି ସମୟରେ ଆପଣଙ୍କ ମନକାମନା କୁ ଇଶ୍ଵରଙ୍କୁ କହିବା ଦ୍ଵାରା ତାହା ପୂରଣ ହୁଏ ।

ପୂଜା କରୁଥିବା ସମୟରେ ଆଖିରୁ ଲୁହ ଆସିବାର ଏହା ମଧ୍ୟ କାରଣ ହେଇପାରେ କୁ ଆପଣଙ୍କ ମନ ଭିତରେ ପାପ ର ପ୍ରାୟଶ୍ଚିତ ହେଉଛି । ଇଶ୍ଵରଙ୍କୁ ପୂଜା ବେଳେ ଲୁହ ବାହାରିଲେ ସେହି ସମୟରେ ଆପଣଙ୍କ ଦୁଃଖ କୁ ଇଶ୍ଵରଙ୍କ ଆଗରେ କହିବା ଉଚିତ୍ ହୋଇଥାଏ ।

ଆପଣ ପୂଜା କରିବା ସମୟରେ ପ୍ରଦୀପ ଦୃତ ବେଗ ରେ ଜଳିବାକୁ ଲାଗିଥାଏ ତେବେ ଏହା ଇଶ୍ଵରଙ୍କ ସଂକେତ ହୋଇଥାଏ କି ଇଶ୍ଵର ଆପଣଙ୍କ ପୂଜା ରେ ପ୍ରସନ୍ନ ହୋଇଛନ୍ତି ଏବଂ ଆପଣଙ୍କ ସମସ୍ତ ମନକାମନା କୁ ପୁରା କରିବାକୁ ଯାଉଛନ୍ତି  । 

ଆପଣ ପୂଜା କରିବା ବେଳେ  ଧୂପ କାଠି ର ଧୁଆ ଇଶ୍ଵରଙ୍କ ଆଡ କୁ ଯାଇଥାଏ ତେବେ ଇଶ୍ଵର ଆପଣଙ୍କୁ ପୂଜା କୁ ସ୍ଵୀକାର କରିଅଛନ୍ତି । ପୂଜା କରୁଥିବା ସାମୀରେ ଇଶ୍ଵରଙ୍କୁ ସମର୍ପଣ କରାଯାଇଥିବା ଫୁଲ ଆପଣଙ୍କ ଆଡ କୁ ପଡିଥାଏ ତେବେ ଇଶ୍ଵର ଆପଣଙ୍କୁ ଆର୍ଶୀବାଦ କରିଛନ୍ତି । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେକ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *