ଭଗବାନ ଏହି 3 ପ୍ରକାର ଲୋକଙ୍କର ଗୁହାରୀ କେବେବି ଶୁଣିନଥାନ୍ତି, ଏମାନଙ୍କ ଘରେ ସବୁବେଳେ ଦରିଦ୍ରତା ଲାଗି ରହିଥାଏ… Shreekrishna Vani

ନମସ୍କାର ବନ୍ଧୁଗଣ , ଭଗବାନ କହିଛନ୍ତି କି ଏହି ତିନୋଟି ଲୋକଙ୍କ ର  ପ୍ରାଥନା କୁ କେବେ ବି ଶୁଣନ୍ତି ନାହିଁ । କାରଣ ଏହି ବ୍ୟକ୍ତି ଇଶ୍ଵରଙ୍କ ଇଛା କୁ ସାଧନ କରନ୍ତି ,ମାତ୍ର ଇଶ୍ଵରଙ୍କ ଅଣଇଛା ମୁତାବକ କାର୍ଯ୍ୟ କୁ କରିଥାନ୍ତି । ତେଣୁ ଏହି ଘରମାନଙ୍କ ରେ ଇଶ୍ଵରଙ୍କ ବାସ କରିନଥାନ୍ତି । ଯେଉଁ ଘରେ ଇଶ୍ଵର ରୁହନ୍ତି ନାହିଁ । ସେହି ଘରେ ପ୍ରେତ ଆତ୍ମାଙ୍କ ବାସ ରହିଥାଏ ଓ ନାକାରାତ୍ମକ ଶକ୍ତି ସର୍ବଦା ସେହି ଘରମାନଙ୍କ ରେ ରହିଥାଏ ।

ତେଣୁ ପୂଜା ବିନତି ରେ ଆମ କୁ ଇଶ୍ଵରଙ୍କୁ ନିଜର ଘର କୁ ଡାକିବାକୁ ପଡିଥାଏ । ଇଶ୍ଵରଙ୍କ ଉପସ୍ଥିତି ଥିବା ଘରମାନଙ୍କ ରେ କୋଣସି  ଅଭାବ ରହିନଥାଏ ସେହି ଘର ସୁଖ ସମବୃଦ୍ଧି ରେ ରହିଥାଏ । ପ୍ରତ୍ଯେକ ମଣିଷ ର ଆଶା ଥାଏ କି ଇଶ୍ଵରଙ୍କ ସାନିଧ୍ୟ ରହୁ ବୋଲି । ମାତ୍ର ଇଶ୍ଵର ଏହି ପଞ୍ଚୋଟି ଘରେ ରୁହନ୍ତି ନାହିଁ କି ତାହାଙ୍କ ପ୍ରାଥନାକୁ ଶୁଣନ୍ତି ନାହିଁ । ଯଦି ଆପଣଙ୍କ ଘର ବି ଏହି ପରି ହୋଇଥାଏ ତେବେ ଆପଣ ମହା ପାପ ରେ ସାମିଲ ହେଇଛନ୍ତି ।

ଆସନ୍ତୁ ଜାଣିବା ଏହା ବିଷୟରେ 1- କୁହାଯାଏ ଯେ ଯେଉଁ ପୁରୁଷ ଏବଂ ସ୍ତ୍ରୀ ନିଜ ଘର ର ଦାୟୀତ୍ୟ ଭଲ ଭାବରେ କରିପାରନ୍ତି ନାହିଁ । ସ୍ତ୍ରୀ ର ପ୍ରଥମ କାମ ହୋଇଥାଏ ଘର କୁ ସଫା ସୁତୁରା ରଖିବା ଘର ସମସ୍ତ କାର୍ଯ୍ୟ କୁ ସାରିଲା ପରେ ଆଉ କୋଣସି କାର୍ଯ୍ୟ କରିବା । କିନ୍ତୁ ଯେଉଁ ଘରେ ଘର କୁ ସଫା କରି ରଖନ୍ତି ନାହିଁ ଏବଂ ନିଜର ଘର କର୍ତ୍ତବ୍ୟ କୁ ନ ନେଇ ଥାଏ ସେହି ବ୍ୟକ୍ତିଙ୍କ ଘରେ ଭଗବାନ ବାସ କରନ୍ତି ନାହିଁ ।

2- ଯେଉଁ ଘରେ ଝଗଡା ରହିଥାଏ ସେଘରେ ଭଗବାନ ରହିବାକୁ ଇଛା କରନ୍ତୁ ନାହିଁ । ମା ‘ ଲକ୍ଷ୍ମୀ ଏହା କହିଛନ୍ତି ଯେ ଯେଉଁ ଘରେ କଳି ଝଗଡା ରହିଥାଏ ସେ ଘରେ ମା ‘ ଲକ୍ଷ୍ମୀ କଦାପି ପ୍ରବେଶ କରନ୍ତି ନାହିଁ । ସେହି ଘର କୁ ଛାଡି ପଳେଇଉ ଯାଇଥାନ୍ତି , ତେଣୁ ଘରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ମାନ ରହିବା ଉଚିତ୍ । 3- ଯେଉଁ ବ୍ୟକ୍ତି କର୍ମ କରେ ନାହିଁ ଅଳସୁଆ ରେ ଜୀବନ ଅତିବାହିତ କରିଥାଏ । ତେବେ ତାଙ୍କୁ ପର ଜନ୍ମ ରେ ମଧ୍ୟ ଏଭଳି ଏକ ଗର୍ଭ ରେ ଜନ୍ମ ନେଇଥାଏ ଯେ ତାଙ୍କୁ ଏହି ପାପ କର୍ମ ର ଫଳ ଭୋଗିବାକୁ ପଡିଥାଏ ।

4- ଯେଉଁ ବ୍ୟକ୍ତି ନିଜର ପିତାମାତାଙ୍କ ସମଧାର କରିନଥାଏ । ମାଆବାପାଙ୍କୁ ମାର ପିଟ ଅତ୍ୟାଚାର କରିଥାଏ ସେହି ଘରେ କରିଥିବା ପ୍ରାଥନା ଭଗବାନ ଶୁଣନ୍ତି ନାହିଁ । ସେମାନଙ୍କୁ ଭୟଙ୍କର ଦଣ୍ଡ ମିଳିଥାଏ । 5- ଯେଉଁ ଘରେ ସ୍ତ୍ରୀ ଲୋକମାନଙ୍କ ଉପରେ ଅତ୍ୟାଚାର ହୋଇଥାଏ ବା ଯେଉଁ ଘରେ ମହିଳାମାନେ କାନ୍ଦି ଥାଆନ୍ତି । ସେହି ଘରେ ଇଶ୍ଵର ରହିନଥାନ୍ତି ଏବଂ ଏହି ସବୁ ଘରମାନଙ୍କ ରେ କରିଥିବା ପ୍ରାଥନା ଇଶ୍ଵର କେବେ ବି କାନ ଦିଅନ୍ତି ନାହିଁ ଗରିବତା ସଦା ସର୍ବଦା ରହିଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ, ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *