ଏଥିରୁ ୧୦ ଗ୍ରାମ ପ୍ରତିଦିନ ଖାଆନ୍ତୁ, ନିଜର ହାଡଗଣ୍ଠିକୁ ଶକ୍ତ ଓ ମଜଭୁତ କରାନ୍ତୁ… ବୃଦ୍ଧ ବୟସରେ ବି ଦୌଡ ଲଗାନ୍ତୁ, Dr Salim Zaidi

ନମସ୍କାର ବନ୍ଧୁଗଣ, ହାଡ ଆମ ଶରୀରର ଥାଟ ଅଟେ । ଯଦି ସେହି ହାଡ କମଜୋର ହୋଇଯିବ ତେବେ ଆମେ ଚାଲିବା କଣ ଭୁଲଯିବା । ଯଦି ଆମେ ଚାଲିପାରିବା ନାହିଁ ତେବେ ଆମକୁ ଆମ ଜୀବନ ନର୍କ ସମାନ ଲାଗିବ । ତେଣୁ ଆପଣଙ୍କ ଜୀବନରେ ଏ ଭଳି ଏକ ସମସ୍ୟା ଆସିବା ପୂର୍ବରୁ ଆପଣ ନିଜ ହାଡକୁ ମଜବୁତ କରିବାର ପ୍ରୟାସ ଏବେଠୁ କରନ୍ତୁ । ଯଦି ବି ହାଡ କମଜୋର ଅଛି ତାହାଲେ ଆମେ ଜଣାଇବା ପାଇଁ ଯାଉଥିବା ଉପାୟକୁ ସେବନ କରି ଦୁର୍ବଳ ହାଡକୁ ପୁଣି ସବଳ କରନ୍ତୁ ।

ଆପଣଙ୍କୁ ନିଜ ହାଡକୁ ମଜବୁତ କରିବା ନିମନ୍ତେ ଉପାୟଟିକୁ ବନାଇବା ପାଇଁ ପ୍ରଥମେ ଆବଶ୍ୟକ ଏକ କପ ଅଳସି ମଞ୍ଜି । ଏବଂ ଅଧା କପ ରାଶିର ଆବଶ୍ୟକତା ରହିଛି । ଅଧା କପ ଆପଣଙ୍କୁ ନେବାର ଅଛି କଖାରୁ ମଞ୍ଜି । ଏବଂ ଅଧା କମ ନିଅନ୍ତୁ ସୂର୍ଯ୍ୟମୁଖ୍ୟ ମଞ୍ଜି । ଅଧ କମ ପେସ୍ତାବାଦାମ ନିଅନ୍ତୁ । ଏହାସହିତ ଅଧା କପ ନେଇ ଯାଅନ୍ତୁ କାଜୁ ।

ଏହା ବ୍ୟତୀତ ଆପଣଙ୍କୁ ଅଧ ଚାମଚର ଅଧା ଦରକାର ହଳଦୀ ଗୁଣ୍ଡ, ଜୀରା, ଧନିଆ ମଞ୍ଜି, ଗୋଲମରୀଚ, ପାନ ମଧୁରୀ ଆବଶ୍ୟକ । ଏହାକୁ ବନାଇବା ପାଇଁ ସର୍ବପ୍ରଥମେ ସବୁ ମଞ୍ଜିକୁ ଏକାଠି କରିଦେବାର ଅଛି । ଏହିସବୁ ମଞ୍ଜିକୁ ଆପଣ ତାୱାରେ ପକାଇ ହାଲକା ଭାଜି ଦିଅନ୍ତୁ । ଏହାପରେ ଆପଣଙ୍କୁ ନେବାର ଅଛି ବାଦାମ ଏବଂ କାଜୁ ।

ବାଦାମ, କାଜୁକୁ ମଧ୍ୟ ଆପଣ ଦେଶୀ ଘିଅ ପକାଇ ହାଲକା ଭାଜି ଦିଅନ୍ତୁ । ଏହାପରେ ଆପଣ ଭାଜିଥିବା ସମସ୍ତ ମଞ୍ଜି, କାଜୁ ଏବଂ ବାଦାମ ଏହା ସହିତ ଆଉ ଯାହା ବି ସବୁ ଆପଣ ନେଇଛନ୍ତି ସେହିସବୁକୁ ଆପଣ ଗ୍ରାଇଣ୍ଡିଙ୍ଗ ଜାରରେ ରଖି ଏହାର ପାଉଡର ପ୍ରସ୍ତୁତ କରିଦିଅନ୍ତୁ । ପାଉଡର ପ୍ରସ୍ତୁତ ହୋଇଯିବା ପରେ ଆପଣ ଏକ କାଚ ଜାର ଭିତରେ ଏହା ସିଲ କରି ରଖି ଦିଅନ୍ତୁ ।

ଆପଣଙ୍କୁ ଦିନକୁ ଦୁଇଥର ଏହି ପାଉଡରର ସେବନ କରିବାର ଅଛି । ଆପଣ ଏହାକୁ ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ପାଣି କିମ୍ବା ଗରମ କ୍ଷୀରରେ ପକାଇ ସେବନ କରିପାରିବେ । ଏହା ଆପଣଙ୍କ ଶରୀରରେ କ୍ୟାଲସିୟମକୁ ବଢାଇଥାଏ । ଆପଣଙ୍କ ଆଣ୍ଠୁ ଗଣ୍ଠିକୁ ମଜବୁତ ବନାଇଥାଏ । ଗଣ୍ଠି ମଝିରେ ଥିବା ଗ୍ରୀସ କମ ହୋଇଯାଇଥିଲେ ତାହାର ଭରପାଇ ମଧ୍ୟ ଏହା କରିଦେଇଥାଏ ।

ଏହା ସହିତ ଆପଣଙ୍କ ମାଂସପେଶୀ ମଧ୍ୟ ଶକ୍ତିଶାଳୀ ହୋଇଥାଏ । ଏଥିରୁ ବହୁତ ଅଧିକ ନ୍ୟୁଟ୍ରିଏଣ୍ଟ ମଧ୍ୟ ମିଳିଥାଏ ଯାହାକି ଆପଣଙ୍କ ଶିରା ପ୍ରଶିରାକୁ ମଧ୍ୟ ମଜବୁତ କରିଥାଏ । ଅତି କମରେ ଆପଣ 45 ଦିନ ଏହି ଘରୋଇ ଉପଚାରର ସେବନ ନିହାତି ଭାବରେ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *