ପୁଜା କରିବା ସମୟରେ ଆଖିରେ ଲୁହ ଆସିବା, ହାଇ ଆସିବାର ଅର୍ଥ କଣ ହୋଇଥାଏ ? ଜାଣନ୍ତୁ ଏହି ଚମତ୍କାର ବିଷୟରେ

ହିନ୍ଦୁ ଶାସ୍ତ୍ର ଅନୁସାରେ କହିବା ପାଇଁ ଗଲେ ଜଣା ପଡିବ କି ଆମର ସୃଷ୍ଟିର ଆରମ୍ଭ ରେ ସବୁ କିଛି ନଦ୍ଧକାର ମାୟା ଥିଲା । ହଠାତ ଏକ ଶିବ ଲିଙ୍ଗ ଖୁବ ଜ୍ଯୋତି ସହ ପ୍ରକଟ ହୋଇଥିଲା । ଏହା ପରେ ପାଣି, ମାଟି, ଜଙ୍ଗଲ, ଆକାଶ, ଅଗ୍ନି, ର ସୃଷ୍ଟି ହୋଇଥିଲା ।

ତେଣୁ କରି କହିବା ପାଇଁ ଗଲେ ଜାଣିବା କି ଆମେ ଏହା ସବୁ ଭଗବାନ ଶିବଙ୍କ ଦ୍ଵାରା ସୃଷ୍ଟି ହୋଇଛି । ତେଣୁ କରି କୁହା ଯାଏ କି ଭଗବାନ ଶିବ ସବୁ ଜାଗାରେ ବିଦ୍ୟମାନ । ହିନ୍ଦୁ ଶାସ୍ତ୍ର ଅନୁସାରେ ଏହା ମଧ୍ୟ କୁହା ଯାଇଇଛି କି ଯେତେବେଳେ ଆମେ ପୂଜା କରି ଥାଉ ସେତେବେଳେ ଆମେ ଇଶ୍ଵର ଙ୍କ ସହ ଜଡିତ ହୋଇ ଯାଉ ଆତ୍ମା ଦ୍ଵାରା । ତେଣୁ କରି କହିବା ପାଇଁ ଗଲେ ଇଶ୍ଵର ସବୁ ଜାଗାରେ ଅଛନ୍ତି । ସେ ସମସ୍ତ ସଜୀବ ଓ ନିର୍ଜୀବ ସହ ବାସ କରିଥାନ୍ତି । ଯେତେବେଳେ ଆମେ ଈଶ୍ବରଙ୍କ ସରଣରେ ରହି ଥାଉ,

ସେତେବେଳେ ଆମେ କିଛି ସଂକେତ ପାଇ ଥାଉ କିଛି ସମୟରେ ଆମେ ଏହାକୁ ଅଣଦେଖା ମଧ୍ୟ କରି ଥାଉ । ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବା ପାଇଁ ଜାଉଛୁ କି କଣ କଣ ସଂକେତ ଅଟେ ଯାହା କୁ ଆମେ ବୁଝି ପାରୁନା । ଆପଣ ଯଦି ପୂଜା କରିବା ସମୟରେ ଆଖିରୁ ଲୁହ ବାହାରୀ ଥାଏ ତେବେ ଆପଣ ଜାଣି ନିଅନ୍ତୁ କି  ଆପଣଙ୍କ ମନ ଈଶ୍ବରଙ୍କ ପାଇଁ ବ୍ଯାକୁଳ । ଆପଣ ଙ୍କ ଆତ୍ମା ତାଙ୍କ ସହ ସଂଯୋଗ ଘଟିଛି ।

ତେବେ ସେ ଆମ ସହ ଅଛନ୍ତି । ଏହା ଏକ ଭଲ ସଂକେତ । ଏହି ସମୟରେ ଆପଣ ଯାହା ଭି ମାଗିବା ପାଇଁ ଯାଉଛନ୍ତି ତାହା ଆପଣ ଙ୍କୁ ମିଳିଯିବ । କୁହା ଯାଏ କି ଏହି ସମୟରେ ବାହାରି ଥିବା ଲୁହ ମାନ ଆଖିକୁ ପରିଷ୍କାର ମଧ୍ୟ କରିଥାଏ ଓ ଆଖି କିଛି ମାତ୍ରାରେ ରୋଗ ମୁକ୍ତ ହୋଇ ଥାଏ । ଆଉ ଏକ ସଂକେତ ହେଉଛି ପୂଜା ବସିଥିବା ବେଳେ ସେଠାରେ ଜଳୁଥିବା ଦୀପ ଭୁଷ କି ଜଳି ଉଠିବା ।

ଯାହା ପାଇଁ ଆପଣ ଦେଖିବେ କି ଦୀପର ଶିକ୍ଷା ଖୁବ ଜୋର ସେ ଜଳି ଉଠୁଛି ତେବେ ଜାଣି ନିଅନ୍ତୁ କି ଆପଣଙ୍କ ପାଖରେ ଭାଗଗବାନ ସଦା ସର୍ବଦା ରହିବେ । ଆପଣ ଏହି ସମୟରେ ଯାହା  କାମନା ମାଗ୍ଗି ନିଅଣ୍ଟିଉ ଏହା ପୂରଣ ହେବ । ତୃତୀୟ ଟି ହେଉଛି ଯଦି ଆପଣ ପୂଜା ରେ ବ୍ୟବହାର କରିଥିବା  ଅଗରବତୀ ର ଧୂଆଁ ଭଗବାନ ଙ୍କ ଆଡକୁ ଯାଇ ଥାଏ ତେବେ ଜାଣି ନିଅନ୍ତୁ କି ଆପଣ ତାଙ୍କୁ ଯାହା ମାଗିବେ ତାହା ଆପଣଙ୍କୁ ମିଳିଯିବ ।

ଆଉ ଏକ ସଂକେତ ହେଉଛି କି ଆପଣ ଜାଣିଥିବେ କି ଯଦି ପୂଜା କରିବା ସମୟରେ ଯଦି ଗାଈ ଆପଣଙ୍କ ଘର ସାମନାକୁ ଆସି ଯାଏ ତେବେ ଆପଣ ନିଶ୍ଚିତ ଭାବେ ତାକୁ କିଛି ଖାଦ୍ଯ ଦେଇ ପୂଜା କରନ୍ତୁ । ଏହି ସବୁ ସଂକେତ ଦ୍ଵାରା ଆପଣ ଜାଣି ପାରିବେ କି ଭଗବାନ ଆପଣଙ୍କ ସହ ସବୁ ସମୟରେ ସବୁ କ୍ଷେତ୍ରରେ ଆପଣଙ୍କ ସହ ଅଛନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *