Health Tips- ସକାଳୁ ବାସି ମୁହଁରେ ପାଣି ପିଇବା ଦ୍ଵାରା ଶରୀରରେ ହୋଇଥାଏ କିଛି ଏମିତି, ଯାହା ଆପଣ କେବେ ବି ଭାବି ନଥିବେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସକାଳୁ ଶୀଘ୍ର ଉଠିବା ଦ୍ଵାରା ଦେହ ପାଇଁ ବହୁତ ହିତକର ହୋଇଥାଏ। ସକାଳୁ ଶୀଘ୍ର ଉଠି ବହୁତ ଲୋକମାନେ ଯୋଗ, ବ୍ୟାୟାମ କରିଥାନ୍ତି । କିଛି ଲୋକ ଜଗିଙ୍ଗ ଓ ରନିଙ୍ଗ ମଧ୍ୟ  କରିଥାନ୍ତି । ଆପଣ ଜାଣିଛନ୍ତି ସକାଳେ ଉଠିବା ଦ୍ଵାରା ସର୍ବ ପ୍ରଥମେ କେଉଁ କର୍ମ କରିବା ଆମ ଶରୀର ପକ୍ଷେ ନିହାତି ଆବଶ୍ଯକ । ସକାଳୁ ଉଠି ବାସି ମୁହଁରେ ପାଣି ପିଇବା ନିହାତି ଜରୁରୀ ହୋଇଥାଏ ।

ଏହି ବାସି ମୁହଁରେ ପାଣି ପିଇବା ଦ୍ଵାରା ସ୍ଵାସ୍ଥର କେଉଁ ସବୁ ଉପକାର ହୋଇଥାଏ ସେହି ବିଷୟରେ ଆଲୋଚନା କରିବୁ । ସକାଳୁ ଉଠି ଦାନ୍ତ ନଘଷି କିମ୍ବା ଚା ନପିଇ ସର୍ବ ପ୍ରଥମେ ସେହି ବାସି ମୁହଁରେ ପାଣି ପିଇବା ଉଚିତ। ସକାଳୁ ଉଠିଲା ସମୟରେ ଆପଣଙ୍କ ମୁହଁରେ ଯେଉଁ ଲାଳ ଥାଏ । ତାହା ଆପଣଙ୍କ ପାଇଁ ଇଶ୍ଵରଙ୍କ ବରଦାନ ସ୍ୱରୂପ ହୋଇଥାଏ ।

ଆପଣଙ୍କ ମୁହଁରେ ଯଦି ବ୍ରଣ ହୋଇଥିବ କିମ୍ବା ତାହାର ଦାଗ ଥିବ ତାହେଲେ ସେହି ଜାଗାରେ ବାସି ଲାଳ ଆଣି ଲଗାନ୍ତୁ । ଯଦି ଆପଣଙ୍କ ଆଖି ତଳେ କଳା ଦାଗ ଥିବ ତାହେଲେ ସେହି ସ୍ଥାନରେ ମଧ୍ୟ ବସି ଲାଳ ଲଗାନ୍ତୁ । ଦେଖିବେ କିଛି ଦିନ ଏପରି କରିବା ଦ୍ଵାରା ଆପଣଙ୍କର ଚେହେରାର ସବୁ ଦାଗ ଦୂର ହୋଇଯିବ । ଲାଳରେ ଆଣ୍ଟିବ୍ୟକେଟେରିଆଲ, ଆଣ୍ଟିଭାଇରାଲ, ଅଣ୍ଟିଫଙ୍ଗଲ, ଏହି ସବୁ ବିଶେଷ ତତ୍ଵ ଥାଏ ।

ତେଣୁ ଯେତେବେଳେ ଖଣ୍ଡିଆ ହୋଇଯାଇଥାଏ ସେହି ଜାଗାରେ ଲାଳ ଲଗାଇବା ଦ୍ଵାରା ଖଣ୍ଡିଆ ଶୀଘ୍ର ଭଲ ହୋଇ ଯାଇଥାଏ । ସେଥିପାଇଁ ପଶୁ, ପକ୍ଷୀମାନଙ୍କର ଯେତେବେଳେ କୌଣସି ଜାଗାରେ ଖଣ୍ଡିଆ ହୋଇଯାଇଥାଏ । ସେମାନେ ସେହି ସ୍ଥାନକୁ ଚାଟିଥାନ୍ତି । ଯଦି ଆପଣ ସକାଳୁ ଉଠି ଅଧୂଆ ବାସି ମୁହଁରେ ଅଳ୍ପ ପାଣିକୁ ଗରମ କରି ସେହି ଗରମ ପାଣିର ସେବନ କରିବେ ।

ତେବେ ଏହା ଆପଣଙ୍କ ସ୍ଵାସ୍ଥ ପାଇଁ ବହୁତ ଭଲ ହୋଇଥାଏ । ଏହି ପାଣି ପିଇବା ଦ୍ଵାରା ଆପଣଙ୍କ ଶରୀରରେ ମେଟପଲିଜମ୍ ବୃଦ୍ଧି ପାଇଥାଏ ଓ ମୋଟାପଣ ଆସ୍ତେ ଆସ୍ତେ କରି ଦୂର ହୋଇଥାଏ । ଶରୀରରେ ଡ଼ାଇଜେସନ ପାୱାର ବୃଦ୍ଧି ପାଇଥାଏ । ଯେଉଁମାନଙ୍କର ଗ୍ଯାସ ଓ ଏସିଡିଟି ଭଳି ସମସ୍ଯା ରହୁଥାଏ । ସେମାନେ ନିହାତି ଭାବରେ ସକାଳେ ଗରମ ପାଣିକୁ ଅଧୂଆ ମୁହଁରେ ସେବନ କରିବା ଉଚିତ ।

ଏହା ଦ୍ବାରା ଡାଇବେଟିସ, ଥାଇରଏଡ ଭଳି ସମସ୍ଯା ଖତମ ହୋଇପାରିବ । ହାଇବ୍ଲଡ଼ ପ୍ରେସର ଥିବା ଲୋକମାନେ ମଧ୍ୟ ଏହି ପାଣି ପିଇବା ଦ୍ଵାରା ବ୍ଲଡ଼ ପ୍ରେସର ନରମାଲ କରିପାରିବେ । ଆପଣ ନିହାତି ଭାବରେ ସକାଳେ ଗରମ ପାଣିର ସେବନ କରନ୍ତୁ, ସ୍ଵାସ୍ଥ ପାଇଁ ବହୁତ ହିତକର ହେବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *