Health Tips- ବହୁ ପୁରୁଣା ଗ୍ୟାସ, ଏସିଡିଟି, କବଜ ଓ ସମସ୍ତ ପେଟ ରୋଗ ମୂଳରୁ ଶେଷ ହେବ, ବାସ ପିଅନ୍ତୁ ଏହି ଘରୋଇ Remedy

ବନ୍ଧୁଗଣ ଗ୍ଯାସ, ଏସିଡିତ, ପେଟ ଫୁଲିବା ଏମିତି ପ୍ରକାରର ସମସ୍ଯା ଯାହା ଆଜିକାଲି ଅନେକଙ୍କ ଠାରେ ଦେଖିବାକୁ ମିଳୁଛି । ଏହାର କାରଣ ଅନେକ ପ୍ରକାର ହୋଇଥାଏ । ଖାଦ୍ୟପେୟରେ ଅନିୟମିତତା କାରଣରୁ ଗ୍ଯାସ ସମସ୍ଯା ଦେଖାଯାଏ । ଯେଉଁ ମାନଙ୍କର ସର୍ଜରୀ ହୋଇଥାଏ ସେମାନଙ୍କର ଗ୍ଯାସ ଭଳି ସମସ୍ଯା ଭୋଗିବାକୁ ପଡିଥାଏ । ଯାହା କାରଣରୁ ଖାଇବା ପିଇବାରେ ଅନେକ ପରିବର୍ତ୍ତନ ହୋଇଥାଏ ।

ଖାଇବାକୁ ଭଲ ଲାଗେ ନାହି ବା ଯାହା ଖାଇଥାନ୍ତି ତାହା ଗ୍ଯାସରେ ପରିଣତ ହୋଇଥାଏ । ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ହୋମ ରେମେଡି ନେଇ ଆସିଛୁ ଯାହାର ସେବନ କରିଲେ ବହୁ ପୁରୁଣା ଗ୍ଯାସ, କବଚ ସମସ୍ଯା ଦୂର ହୋଇଯିବ । ଏହି ରେମେଡି ତିଆରି କରିବା ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ଜୀରା ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ ।

ଏହି ଉପଚାର ତିଆରି କରିବା ପାଇଁ ଦୁଇ ଚାମଚ ଜୀରା ନିଅନ୍ତୁ । ଏହା ପରେ ଦିତୀୟ ସାମଗ୍ରୀର ର ଆବଶ୍ୟକତା ପଡିବ ତାହା ହେଉଛି ଜୁଆଣୀ ଯାହା ଆପଣଙ୍କୁ ଆପଣଙ୍କର ରୋଷେଇ ଘରୁ ମିଳିଯିବ । ଏହି ଉପଚାର ତିଆରି କରିବା ପାଇଁ ଦୁଇ ଚାମଚ ଜୁଆଣୀ ଆଡ କରନ୍ତୁ । ଏହା ପରେ ତୃତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ଲବଙ୍ଗ ଯାହା ଆପଣଙ୍କୁ ସହଜରେ ରୋଷେଇ ଘରୁ ମିଳିଯିବ ।

ଲବଙ୍ଗ ରେ ଯେଉଁ ଫୁଲ ଲାଗିଥିବ ତାହା କାଢିବାକୁ ହେବ । କାରଣ ଲବଙ୍ଗ ଫୁଲ ଶରୀର ପାଇଁ ବହୁତ ଗରମ ହୋଇଥାଏ । ସେଥିପାଇଁ ଲବଙ୍ଗ ର ପ୍ରୟୋଗ ଏହାର ଫୁଲକୁ କାଢି କରନ୍ତୁ । ଏଥିପାଇଁ ୬ରୁ ୭ଟି ଲବଙ୍ଗ ର ଫୁଲ କାଢି ଏଥିରେ ପ୍ରୟୋଗ କରନ୍ତୁ । ଏହିପରି ଭାବେ ଆପଣ ଏହାର ଫୁଲ କାଢି ଦିଅନ୍ତୁ । ଲବଙ୍ଗ ଗ୍ଯାସ ଉତ୍ପନ କରୁଥିବା ବ୍ୟାକ୍ଟେରିୟା କୁ ଶେଷ କରିବାରେ ବହୁତ ଅଧିକକ ଲାଭଦାୟକ ହୋଇଥାଏ । ଏହା ବ୍ୟାକ୍ଟେରିୟା କୁ ମୂଳରୁ ଶେଷ କରିଥାଏ । ଯାହା ଫଳରେ ଏସିଡିଟି ବା ଗ୍ଯାସ ଭଳି ସମସ୍ଯା ଆଉ ଭୋଗିବାକୁ ପଡିବ ନାହି ।

ଶେଷ ସାମଗ୍ରୀରର ଆବଶ୍ୟକତା ପଡିବ ତାହା ହେଉଛି କଳା ଲୁଣ । କିନ୍ତୁ ଯେଉଁ ମାନଙ୍କର ଉଚ୍ଚ ରକ୍ତଚାପ ସମସ୍ଯା ରହିଛି ସେମାନେ ଲୁଣର ପ୍ରୟୋଗ କରିବେ ଅନହି । ଯଦି ଆପଣଙ୍କୁ ବିପି ଭଳି ସମସ୍ଯା ନାହି ତେବେ ଅଧ ଚାମଚ କଳା ଲୁଣ ଖାଇ ପାରିବେ । ଏହାକୁ କଞ୍ଚା ପାଉଡର ପ୍ରସ୍ତୁତ କରନ୍ତୁ । ଏହାକୁ କୌଣସି କାଚ ପାତ୍ରରେ ଷ୍ଟୋର କରି ରଖିପାରିବେ । ଏହାର ସେବନ ପାଇଁ ଏକ ଗ୍ଳାସ ଉଷୁମ ପାଣିର ଆବଶ୍ୟକତା ପଡିବ ।

ଏହାକୁ ସକାଳେ ଖାଲି ପେଟରେ ଏକ ଚାମଚ ନେଇ ଉଷୁମ ପାଣି ସେବନ କରନ୍ତୁ । ଆପଣ ଏହାକୁ ଏକ ଗ୍ଳାସ ଉଷୁମ ପାଣିରେ ଏକ ଚାମଚ ପାଉଡର ନେଇ ଖାଇ ପାରିବେ । ଏହାର ସେବନ କରିଲେ ଆପଣଙ୍କର ସବୁ ଦିନ ପାଇଁ କବଚ ବା ଗ୍ଯାସ ଭଳି ସମସ୍ଯା ଦୂର ହୋଇଯିବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *