Health tips- ବାହାରିଥିବା ପେଟ, ମୋଟାପା, ଚଉଡା ଅଣ୍ଟା, Double Chin ଓ ଓ ଜଙ୍ଘ ର ଚର୍ବି ସବୁ ମହମ ପରି ତରଳିଯିବ, କରନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକ ମନୁଷ୍ୟ ଫିଟ୍ ଓ ହେଲଦି ହୋଇ ଜୀବନଜାପାନ କରିବାକୁ ପସନ୍ଦ କରିଥାଏ । ବର୍ତ୍ତମାନ ସମୟରେ ଅନହେଲଦି ଖାଦ୍ୟର ବହୁଳ ମାତ୍ରାରେ ସେବନ ଓ ଶାରୀରିକ ପରିଶ୍ରମର ପରିମାଣ କମ୍ କାରଣରୁ ଅଳ୍ପ ବୟସରୁ ବହୁତ ଲୋକଙ୍କ ଶରୀରରେ ଚର୍ବି ବୃଦ୍ଧି ପାଉଛି । କିଛି ଲୋକଙ୍କର ଚର୍ବି କେବଳ ପେଟରେ ବୃଦ୍ଧି ହୋଇ ପେଟର ସାଇଜ ବଢାଉ ଥିବା ବେଳେ କେତେକ ଲୋକର ସଂପୂର୍ଣ୍ଣ ଶରୀରରେ ଚର୍ବି ବଢି ବଢି ପୁରା ଶରୀର ମେଦ ବହୁଳର ଶିକାର ହେଉଛି  ।

ଆଜି ଆପଣ ମାନେ ମେଦବହୁଳ ବା ଓବେଶୀଟି କମାଇବା ପାଇଁ ବହୁତ ବଢିଆ ଘରୋଇ ନୁସକା ଜାଣିବାକୁ ପାଇବେ । ଯାହାକୁ ବ୍ୟବହାର କରିବା ଦ୍ଵାରା ଚର୍ବି ଦୂର ହେବା ସହିତ ଏହାର କୌଣସି ସାଇଡିଫେକ୍ଟ ଶରୀରରେ ଦେଖିବାକୁ ମିଳେ ନାହିଁ । ଏହି ହୋମ ରେମିଡି ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ୪ ଟି ସାମଗ୍ରୀର ଆବଶ୍ୟକତା ରହିଅଛି ।

ଯାହା ଶରୀରର ମେଦବହୁଳ କମାଇବାରେ ଅନେକ ମାତ୍ରାରେ ଚମତ୍କାରୀ ଫାଇଦା ଦେଇଥାଏ । ପ୍ରଥମେ ହେଉଛି ଅଳସୀ, ଦିତୀୟରେ ପାନ ମଧୁରୀ, ତୃତୀୟରେ ଜୁଆଣୀ ଓ ଚତୁର୍ଥରେ କଳା ଜୀରା । ଏହି ୪ ଟି ସାମଗ୍ରୀ ଶରୀରରେ ବଢି ଯାଇଥିବା ଖରାପ ଚର୍ବିକୁ ଶରୀରରୁ ଧୀରେ ଧୀରେ କରି ସଂପୂର୍ଣ୍ଣ ଘଟାଇବାରେ ଆପଣଙ୍କ ହେଲ୍ପ କରିବ ।

ଆପଣ ଗ୍ଯାସରେ ଏକ କଢେଇ ବସାଇ ସବୁ ସାମଗ୍ରୀରୁ ୪ ଚାମଚ ଲେଖା କଢେଇରେ ପକାନ୍ତୁ । ଏହାକୁ ଅଳ୍ପ ଗରମ କରି ଭାଜି ଦିଅନ୍ତୁ । ଏହି ସାମଗ୍ରୀକୁ ଶୁଖିଲା ଭାଜନ୍ତୁ । ଏଥିରେ କୌଣସି ପ୍ରକାର ତେଲ ଘିଅର ବ୍ଯବହାର କରନ୍ତୁ ନାହିଁ । ୨ ରୁ ୩ ମିନିଟ ପର୍ଯ୍ୟନ୍ତ ଭାଜି ଗ୍ଯାସକୁ ବନ୍ଦ କରିଦିଅନ୍ତୁ । ଏହା ଅଳ୍ପ ଥଣ୍ଡା ହୋଇସାରିଲା ପରେ ଏହାକୁ ଗ୍ରାଇଣ୍ଡିଙ୍ଗ କରି ତାହାର ପାଉଡର ପ୍ରସ୍ତୁତ କରନ୍ତୁ ।

ଏକ ଗ୍ଲାସ ପାଣିରେ ଏହି ପାଉଡରକୁ ପକାଇ ସେଥିରେ ଏକ ଫାଳ ଲେମ୍ବୁ ପାଣିରେ ଚିପୁଡି ଦିଅନ୍ତୁ । ଯଦି ଆପଙ୍କର ଏସିଡିଟି ସମସ୍ଯା ରହୁଥିବ । ତେବେ ଲେମ୍ବୁ ଚିପୁଡିବାର ଆବଶ୍ୟକତା ନାହିଁ । ତାପରେ ସେହି ପାଣିକୁ ଆପଣ ସକାଳେ ଖାଲି ପେଟରେ ସେବନ କରନ୍ତୁ । ଏହି ପାଣି ପିଇବାର ଅଧ ଘଣ୍ଟା ପର୍ଯ୍ୟନ୍ତ ଅନ୍ୟ କିଛି ଖାଦ୍ୟ ପଦାର୍ଥର ସେବନ କରିବା ଉଚିତ ନୁହେଁ ।

ଖରା ବେଳ ଖାଦ୍ୟ ଖାଇସାରିବାର ଅଧ ଘଣ୍ଟା ପରେ ଏକ ଚା କପରେ ଗରମ ପାଣି ନେଇ ଏକ ଚାମଚ ପାଉଡର ପକାଇ ଏହାକୁ ସେବନ କରିବେ । ଏହି ପାଣି ପିଇବା ସମୟରେ ଆପଣ ମୁହଁରେ ପାତ୍ରକୁ ଲଗାଇ ଢୋକେ ଢୋକେ ପିଇବା ଉଚିତ । ୧ ମାସ ପର୍ଯ୍ୟନ୍ତ ଏପରି କରିବା ଦ୍ଵାରା ୮ ରୁ ୧୦  କିଲୋ ଓଜନ ଶରୀରରୁ କମାଇ  ପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *