Love Quiz Game- ବାଛନ୍ତୁ ନିଜ ଜନ୍ମ ମାସ ବାଲା ଗୋଟିଏ ହୃଦୟ ଓ ଜାଣନ୍ତୁ ଆପଣଙ୍କୁ ଆସନ୍ତା 5 ଦିନରେ କଣ ମିଳିବାକୁ ଯାଉଛି ?

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବ୍ଯକ୍ତିର ପସନ୍ଦ ଓ ନାପସନ୍ଦରୁ ତାର ସ୍ଵଭାବ, ବ୍ୟକ୍ତିତ୍ବ ଓ ଭବିଷ୍ୟତ ବିଷୟରେ ଅନେକ କିଛି ଜାଣି ହୁଏ । ଏହାକୁ ଦୃଷ୍ଟିରେ ରାଖୀ ଆଜି ଆମେ ଆପଣଙ୍କ ପାଇଁ ଏକ ଇଣ୍ଟରେଷ୍ଟିଙ୍ଗ କୁଇଜ ଗେମ ନେଇ ଆସିଛୁ ।

ଏହି ଗେମ ଅନୁସାରେ ଆପଣଙ୍କୁ ୧୨ଟି ଯାକ ମାସର ନାମ ଦିଆ ଯାଇଛି । ଯେଉଁଥିରୁ ଆପଣଙ୍କୁ ନିଜର ବା ନିଜ ସାଥିଙ୍କର ଜନ୍ମ ମାସ ବାଛନ୍ତୁ । ତା ପରେ ଫଳାଫଳ ଦେଖି ଜାଣନ୍ତୁ ଆପଣ ବାଛିଥିବା ଜନ୍ମ ମାସରୁ ଆପଣଙ୍କୁ କଣ ମିଳିବାକୁ ଯାଉଛି ।

ଯଦି ଆପଣ ଜାନୁୟାରୀ ମାସ ବାଛିଛନ୍ତି ତେବେ ଆପଣଙ୍କୁ ବହୁତ ଶୀଘ୍ର ଟଙ୍କା ମିଳିବାକୁ ଯାଉଛି । ଏବେ ଆଉ ଆପଣଙ୍କୁ ଆର୍ଥିକ ସମସ୍ଯା ପାଇଁ ଚିନ୍ତିତ ହେବାକୁ ପଡିବ ନାହିଁ । ଯଦି ଆପଣ ଫେବୃୟାରି ମାସ ବାଛିଛନ୍ତି ତେବେ ଏବେ ଆପଣଙ୍କ ଜୀବନରୁ ସମସ୍ତ ଦୁଃଖ ଦୂର ହେବାକୁ ଯାଉଛି ଓ ଆପଣଙ୍କୁ ପ୍ରଚୁର ଖୁସି ମିଳିବାକୁ ଯାଉଛି । ଯଦି ଆପଣ ମାର୍ଚ୍ଚ ମାସ ବାଛିଛନ୍ତି ତେବେ ଆପଣଙ୍କୁ ଶୀଘ୍ର ଜଣେ ଗାର୍ଲଫ୍ରେଣ୍ଡ ବା ବୟଫ୍ରେଣ୍ଡ ମିଳିବାକୁ ଯାଉଛନ୍ତି । ଯାହାଙ୍କୁ ପାଇ ଆପଣ ଖୁବ ଖୁସି ହେବ ଓ ଆପଣଙ୍କ ଜୀବନ ବଦଳି ଯିବ ।

ଯଦି ଆପଣ ଏପ୍ରିଲ ମାସ ବାଛିଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ପ୍ରେମ ମିଳିବାକୁ ଯାଉଛି । ଯାହାଙ୍କୁ ଆପଣ ଅନେକ ଦିଆନରୁ ପ୍ରେମ କରୁଥିଲେ ମାତ୍ର କହିବାକୁ ଭୟ କରୁଥିଲେ । ଯଦି ଆପଣ ମେ ମାସ ବାଛିଛନ୍ତି ତେବେ ଆପଣଙ୍କୁ ଏକ ବହୁତ ଭଲ ସରପ୍ରାଇଜ ଗିଫ୍ଟ ମିଳିବାକୁ ଯାଉଛି । ଯାହା ଆପଣଙ୍କୁ ନିହାତି ଦରକାର ଥିଲା, ମାତ୍ର ଆପଣ ନେଇ ପାରୁ ନା ଥିଲେ । ଏହା ଦେଖି ଆପଣ ଖୁବ ଖୁସି ହେବେ । ଯଦି ଆପଣ ଜୁନ ମାସ ବାଛିଛନ୍ତି ତେବେ ଆପଣଙ୍କୁ ଆପଣଙ୍କର ସତ୍ୟ ଓ ପ୍ରକୃତ ପ୍ରେମ ମିଳିବାକୁ ଯାଉଛି ।

ଯଦି ଆପଣ ଜୁଲାଇ ମାସ ବାଛିଛନ୍ତି ତେବେ ଆପଣଙ୍କୁ ନୂଆ ନୂଆ ବନ୍ଧୁ ମିଳିବାକୁ ଯାଉଛନ୍ତି । ଯାହାଙ୍କ ସହ ସମୟ ବିତାଇ ଆପଣ ଖୁବ ଖୁସି ହେବେ । ଯଦି ଆପଣ ଅଗଷ୍ଟ ମାସ ବାଛିଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ଜୀବନସାଥି ମିଳିବାକୁ ଯାଉଛନ୍ତି । ତାଙ୍କୁ ପାଇ ଆପଣଙ୍କ ଜୀବନର ନିସଙ୍ଗତା ଦୂରେଇ ଯିବ । ଯଦି ଆପଣ ସେପ୍ଟେମ୍ବର ମାସ ବାଛିଛନ୍ତି ତେବେ ଆପଣଙ୍କୁ କେହି ଜଣେ ଖୁବ ଭଲ ପାଆନ୍ତି ଓ ତାଙ୍କ ଠାରୁ ଆପଣଙ୍କୁ ପ୍ରେମ ନିବେଦନ ମିଳିବାକୁ ଯାଉଛି ।

ଯଦି ଆପଣ ଅକ୍ଟୋବର ମାସ ବାଛିଛନ୍ତି ତେବେ ଆପଣଙ୍କୁ ନିଜ ପୁରୁଣା ପ୍ରେମ ପୁନର୍ବାର ମିଳିବାକୁ ଯାଉଛି । ଯଦି ଆପଣ ନଭେମ୍ବର ମାସ ବାଛିଛନ୍ତି ତେବେ ଆପଣ ଯାହାଙ୍କୁ ମନେ ମନେ ଖୁବ ପସନ୍ଦ କରନ୍ତି କିନ୍ତୁ କହିବାକୁ ଡରନ୍ତି, ଆପଣଙ୍କର ଏହି କ୍ରଶ ଆପଣଙ୍କୁ ମିଳିବାକୁ ଯାଉଛନ୍ତି । ଯଦି ଆପଣ ଡିସେମ୍ବର ମାସ ବାଛିଛନ୍ତି ତେବେ ଆପଣଙ୍କୁ ନିଜ ମନ ପସନ୍ଦର ଚାକିରି ମିଳିବାକୁ ଯାଉଛି । ଯାହା ଆପଣ ଅନେକ ଦିନରୁ ସନ୍ଧାନ କରୁଛନ୍ତି ।

ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *