Jyotish Shastra- ଆସନ୍ତା କାଲି ସକାଳୁ ସକାଳୁ ଅଚାନକ ଚମକି ଉଠିବ ଏହି ରାଶିର ଭାଗ୍ୟ, ମିଳିବ ବଡ ଖୁସି ଖବର !

ବନ୍ଧୁଗଣ, ପୌରାଣିକ ମାନ୍ୟତା ରେ ମାର୍ଗଶିର ପୂର୍ଣ୍ଣିମାକୁ ଦେବତାଙ୍କ ଦିନ ମାନା ଯାଇଥାଏ । ଏହିଦିନ କରାଯାଇଥିବା ଦାନପୁଣ୍ୟ ର ଫଳ ୩୨ ଗୁଣ ହୋଇ ମିଳିଥାଏ । ଏହି ପୂର୍ଣ୍ଣିମା ୧୮ ଡିସେମ୍ବର ରେ ପଡିଥିଲା । ଏହିଦିନ ଗ୍ରହ ନକ୍ଷତ୍ରର ସଂଯୋଗ ରେ ବହୁତ ଶୁଭ ଦିନ ମଧ୍ୟ ହୋଇସାରିଛି । ପୂର୍ଣ୍ଣିମା ଦିନ ସତ୍ୟ ନାରାୟଣ ପୂଜା ଏବଂ ତୁଳସୀ ଗଛର ପୂଜା କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହି ପୂର୍ଣ୍ଣିମା ଶନିବାର ଦିନ ପଡିଥିଲା । ତେଣୁ ଏହାକୁ ଶନିଶ୍ରୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ ।

ଏହିଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା ଆସନ୍ତା ନୂତନ ବର୍ଷ  ଆପଣ ଶନି ଭଗବାନଙ୍କ ବିଶେଷ କୃପା ପ୍ରାପ୍ତ କରିହେବ । ମାର୍ଗଶିର ମାସରେ ଆପଣ କଳା ରଙ୍ଗର କୁକୁର ଓ କଳା ଗାଈ କୁ ରୋଟି ଖାଇବାକୁ ଦିଅନ୍ତୁ ଏବଂ କଳା ପିମ୍ପୁଡ଼ି ମାନଙ୍କୁ ଦାନା ଖାଇବାକୁ ଦିଅନ୍ତୁ । ତେଲରୁ ବନୁଥିବା ପଦାର୍ଥକୁ ଶନି ଭଗବାନଙ୍କ ପାଖରେ ଭୋଗ ଲଗାନ୍ତୁ ।

ଏହି ଭୋଗକୁ ଗରିବ ଲୋକଙ୍କୁ ବାଣ୍ଟି ଦିଅନ୍ତୁ । ଏହା କରିବା ଦ୍ୱାରା ଶନି ଭଗବାନ ପ୍ରସନ୍ନ ହୋଇଥାନ୍ତି । ଆପଣ ଏହି  ଉପାୟ ମାନକୁ ୨୮ ତାରିଖ ମଙ୍ଗଳବାର ଦିନ କରିପାରିବେ । ଜୀବନ ରେ ଅଟକିଥିବା କାମ ସବୁ ଦୂର ହେବ । ଏହି ଉପାୟ ମାନ ମଙ୍ଗଳବାର ତଥା ଶନିବାର ଦିନ କରିବା ଦ୍ଵାରା  ଶନିଦେବଙ୍କ ଆଶୀର୍ବାଦ ସହିତ ଭଗବାନ ହନୁମାନ  ଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ  ।

ଏହିଦିନ ଆପଣ ସୋରିଷତେଲ ର ଦୀପ ଘରର ମୁଖ୍ୟଦ୍ଵାର ରେ ଜଳାନ୍ତୁ । ଏବଂ ତୁଳସୀ ଗଛ ମୂଳେ ଘିଅ ଦୀପ ଲଗାନ୍ତୁ । ସନ୍ଧ୍ୟା ସମୟର ଶନି ଚାଳିଶା ଏବଂ ହନୁମାନ ଚାଳିଶା ର  ପାଠ ନିଶ୍ଚିତ କରନ୍ତୁ । ଏହାଦ୍ୱାରା ଶନି ଭଗବାନଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିବ ।

୧:- ମେଷ ରାଶି, ଏହି ରାଶିର ବ୍ୟକ୍ତିମାନେ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତି କରିବେ । ଧନ ପ୍ରାପ୍ତିର ଯୋଗ ମଧ୍ୟ ବନୁଅଛି । ବ୍ୟାପାର କ୍ଷେତ୍ରରେ ଉନ୍ନତି ଲାଭ କରିବେ । ଯଦି ନୂଆ କାମ କରିବାର ଯୋଜନା ରଖିଛନ୍ତି ତେବେ ସେହି କାମ ଛୋଟ ରୁ ଆରମ୍ଭ କରନ୍ତୁ । ଏହି କାମରେ ଆପଣଙ୍କୁ ସାଙ୍ଗ ଏବଂ ପରିବାରର ସହାୟତା ମିଳିବ ।

୨:- ତୁଳା ରାଶି, ଏହି ରାଶିର ବ୍ୟକ୍ତିମାନଙ୍କୁ ଅଚାନକ ଭାବରେ ଧନ ପ୍ରାପ୍ତି ହେବ । ଏହାଛଡା ଆପଣଙ୍କୁ ଜୀବନରେ ଆଗକୁ ବଢିବା ପାଇଁ ବହୁତ ସୁଯୋଗ ମଧ୍ୟ ମିଳିବ । ଏହି ସୁଯୋଗ କୁ ହାତଛଡା କରନ୍ତୁ ନାହିଁ । ପରିବାର ର ସହାୟତା ଆପଣଙ୍କ ସହ ସବୁବେଳେ ରହିବ ।

୩:- କର୍କଟ ରାଶି, କ୍ୟାରିଅର କ୍ଷେତ୍ରରେ ଆପଣ ଆଗକୁ ବଢ଼ିବେ । ସବୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ । ଉନ୍ନତିର ମାର୍ଗ ଆପଣଙ୍କର ଖୋଲିବାକୁ ଯାଉଛି ।

୪:- କୁମ୍ଭ ରାଶି, କୁମ୍ଭ ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଶନିଙ୍କ ସାଢେ଼ ସାତର ପ୍ରଭାବ ରହିଥଲା । କିନ୍ତୁ ବନ୍ଧୁଗଣ ଏବେ ଆପଣଙ୍କ ସବୁ ଦୁଃଖ ଦୁର୍ଦ୍ଦଶା ସମାପ୍ତ ହେବାକୁ ଯାଉଅଛି । ଆପଣଙ୍କ ସବୁ ବିଗିଡି ଯାଇଥବା କାମ ସୁରୁଖୁରୁରେ ହେବାକୁ ଲାଗିବ । ଏହା ସହିତ ଧନ ଲାଭର ଯୋଗ ମଧ୍ୟ ରହିଛି ।

୫:- କନ୍ୟା ରାଶି, ଏହି ରାଶିର ଲୋକମାନଙ୍କ ଆଗାମୀ ଜୀବନ ସୁଖମୟ ହେବାର ଅଛି । ଆପଣ ଶନି ଭଗବାନଙ୍କ ଆରାଧନା ନିଶ୍ଚିତ କରନ୍ତୁ । ସବୁ ଶନିବାର ଶନି ମନ୍ଦିର ଯାଆନ୍ତୁ ଏବଂ ଶନି ଠାକୁରଙ୍କୁ ଲୁହା ବା ତେଲ ଦାନ କରନ୍ତୁ । ଗରିବଙ୍କୁ ଖାଇବାକୁ ଦିଅନ୍ତୁ ଏବଂ କମ୍ବଳ ମଧ୍ୟ ଦାନ କରନ୍ତୁ । ଏହି ଦାନ ଦେବା ଦ୍ଵାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଏବଂ ଆପଣଙ୍କ ଉପରେ କୃପା ଦୃଷ୍ଟି ରଖିଥାନ୍ତି ।

ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *