ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରକୁ ସୁସ୍ଥ ରଖିବାକୁ କିଏ ଅବା ଚାହିଁନଥାଏ । ତେଣୁ ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣଙ୍କୁ କେତେକ ଖରାପ ଅଭ୍ୟାଶକୁ ଛାଡି ଶରୀରକୁ ହେଲଦି ରଖିବା ପାଇଁ କେତେକ ହେଲଦି ପଦକ୍ଷେପ ନେବା ଉଚିତ । ଯାହା ଆପଣଙ୍କ ଶରୀରର ବହୁ ବିଧ ଉପକାର କରିବା ସହ ଶରୀରକୁ ଏକଦମ ଫିଟ୍ ଓ ସୁସ୍ଥବାନ ରଖିଥାଏ । ସକାଳୁ ଚା ପିଇବାର ବହୁ ଲୋକଙ୍କର ଅଭ୍ଯାସ ଥାଏ । ଚା’ ର ସେବନ ଦ୍ଵାରା ଶରୀରକୁ ଉପକାର ହେବା ବଦଳରେ ଶରୀରରେ କ୍ଷତି ଘଟାଇ ଥାଏ ।
ତେଣୁ ଆଜି ଠାରୁ ଚା’ ବଦଳରେ ଏହି ପାଣିର ନିହାତି ଭାବରେ ସେବନ କରନ୍ତୁ । ଆପଣ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପାଣିରେ ଏକ ଚାମଚ ଧନିଆ ଦାନା ଭିଯାଇ ରଖୀ ଦିଅନ୍ତୁ । ଧନିଆରେ ଶରୀର ପାଇଁ କେବଳ ଗୋଟିଏ ନୁହେଁ ବଂର ବହୁ ବିଧ ଉପକାର ରହିଥାଏ । ସକାଳୁ ଉଠି ସେହି ପାଣିକୁ ଆପଣଙ୍କୁ ୨ ରୁ ୩ ମିନିଟ ସମୟ ଧିମା ଆଞ୍ଚରେ ଫୁଟାଇ ଦିଅନ୍ତୁ ।
ଏହି କିଛି ସମୟ ମଧ୍ୟ ଧନିଆର ସମସ୍ତ ପୋଷକ ତତ୍ଵ ପାଣି ମଧ୍ୟକୁ ଚାଲି ଆସିବ । ତାପରେ ସେହି ପାଣିକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ପାଣି ନଖ ଉଷୁମ ଗରମ ଥିବା ସମୟରେ ଏହାକୁ ସେବନ କରିବା ଦ୍ଵାରା ଏହା ଭଲ ରେଜଲ୍ଟ ଦେଇଥାଏ । ଏହି ପାଣି ପିଇବା ପୂର୍ବରୁ ଏଥିରେ ଅନ୍ୟ କିଛି ସାମଗ୍ରୀର ମଧ୍ୟ ଆଡ୍ କରନ୍ତୁ ।
ଯାହା ଦ୍ଵାରା ପାଣିର ଔଷଧୀୟ ଗୁଣାବଳୀ ଅଧିକ ବଢିବା ସହିତ ଏହାର ସ୍ଵାଦ ମଧ୍ୟ ବୃଦ୍ଧି ପାଇଥାଏ । ଏହି ପାଣିରେ ଆପଣ ଫାଳେ ଲେମ୍ବୁକୁ ଚିପୁଡି ଦିଅନ୍ତୁ । ତାପରେ ସେହି ପାଣିରେ ଚିମୁଟାଏ କଳା ଲୁଣ ମଧ୍ୟ ଆଡ୍ କରନ୍ତୁ । ତାପରେ ସେଥିରେ ସ୍ଵାଦ ଅନୁସାରେ ମହୁ ମଧ୍ୟ ଆଡ୍ କରନ୍ତୁ । ଯେଉଁ ମାନେ ଡାଇବେଟିସରେ ପୀଡିତ ସେମାନେ ବିନା ମହୁରେ ଏହି ଧନିଆ ପାଣି ପେୟାସ୍ତୁତ କରି ସେବନ କରିପାରିବେ ।
ବଡ ଲୋକ ଏହି ଧନିଆ ପାଣିରୁ ଏକ ଗ୍ଳାସ ସେବନ କରୁଥିବା ବେଳେ ଛୋଟ ପିଲା ଏହି ପାଣିକୁ ଅଧ ଗ୍ଳାସ ସେବନ କରିପାରିବେ । ଏହି ପାଣିକୁ ସକାଳେ ଖାଲି ପେଟରେ ହିଁ ପିଇବାର ଅଛି । ଏହା ସହିତ ଏହାକୁ ସେବନ କରିବାର ଅଧ ଘଣ୍ଟା ପର୍ଯ୍ୟନ୍ତ କୌଣସି ଜିନିଷ ଖାଇବାର ନାହିଁ ।
ଏହି ପାଣିର ସେବନ ଦ୍ଵାରା କୋଲେଷ୍ଟ୍ରଲ୍ କମିଥାଏ, ଡାଇବେଟିସ ନିୟନ୍ତ୍ରଣ ହୋଇଥାଏ, ଥାଇରଏଡ୍ କଣ୍ଟ୍ରୋଲ ହୋଇ ରହିଥାଏ, ଶରୀରରେ ଅଯଥା ଚର୍ବି ଘଟିଥାଏ, କିଡ୍ନୀକୁ ସୁସ୍ଥ କରିଥାଏ, ୟୁରିନ ଇନଫେକସନକୁ ଭଲ କରିଥାଏ, ଆଣ୍ଠୁ ଗଣ୍ଠି ବ୍ୟଥାର ଆରମ ପ୍ରଦାନ କରିଥାଏ ଓ ପେଟ ଜନିତ ସବୁ ସମସ୍ଯାକୁ ଦୂର କରିଥାଏ। ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ