Jyotish Shastra- ଆସନ୍ତା ମାସର ସବୁଠୁ ଅଧିକ ଭାଗ୍ୟଶାଳି ରାଶି, ମା’ ଲକ୍ଷ୍ମୀଙ୍କ କୃପାରୁ ଟଙ୍କାର ଗଦିରେ ଶୋଇବେ ଏହି 4 ଟି ରାଶି

ବନ୍ଧୁଗଣ ପ୍ରତ୍ୟେକ ମନୁଷ୍ୟ ଙ୍କ ଜୀବନ ରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆସିଥାଏ । କେତେବେଳେ ମନୁଷ୍ୟ ଜୀବନ ରେ ଦୁଃଖ ଆସିଥାଏ ତ କେତେବେଳେ ଜୀବନ ରେ ସୁଖ ଆସିଥାଏ ।

ଜୀବନ ରେ ଦୁଃଖ ନଥିଲେ କେବେ ସୁଖ ର ଅନୁଭବ ହୋଇ ନଥାଏ । ବନ୍ଧୁଗଣ ଏହି ସବୁ ପରିବର୍ତ୍ତନ ର କାରଣ ଗ୍ରହ ମାନଙ୍କର ଚଳନ ହେତୁ ହୋଇଥାଏ ।

କୌଣସି ବ୍ୟକ୍ତି ର ଜୀବନ ରେ ଘଟୁଥିବା ଘଟଣା ପଛରେ ଗ୍ରହ ମାନଙ୍କ ଚଳନ ହିଁ ଦାୟୀ ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତି ଙ୍କ ଜୀବନରେ ରେ ଥରେ ଗ୍ରହ ର ଚଳନ ରେ ପରିବର୍ତ୍ତନ ଆସିଥାଏ ଏବଂ ସେହି ପରିବର୍ତ୍ତନ ହିଁ ବ୍ୟକ୍ତି ଜୀବନ ରେ ଦୁଃଖ ବା ସୁଖ ନେଇ ଆସିଥାଏ । ତେବେ ଆସନ୍ତା ମେ ମାସରେ ରାଶିଚକ୍ର ର ୪ ଟି ରାଶିରେ ଗ୍ରହ ର ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଏମାନଙ୍କ ପାଇଁ ଶୁଭମୟ ହେବ ଏବଂ ମାତାଲକ୍ଷ୍ମୀ ଙ୍କ କୃପା ରୁ ଏମାନଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ରୂପରେ ବଦଳିବାକୁ ଯାଉଛି । ତେବେ ଆସନ୍ତୁ ସେହି ରାଶି ଗୁଡ଼ିକ କଣ ଏବଂ ସେମାନଙ୍କ ଜୀବନ ରେ କେଉଁ ସବୁ ପରିବର୍ତ୍ତନ ହେବ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ମେଷ ରାଶି- ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି, ‘ମେଷ ରାଶି’ । ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ପାଇଁ ଆସନ୍ତା ସମୟ ଶୁଭଦାୟକ ରହିବ । ଏମାନଙ୍କ ଜୀବନ ରେ କେବଳ ଖୁସି ର ଆଗମନ ହେବ । ଏହି ରାଶି ଥିବା ବ୍ୟକ୍ତି ବ୍ୟାପାର କ୍ଷେତ୍ରରେ ଲାଭବାନ ହେବେ । ଏହା ସହିତ ଚାକିରୀ କ୍ଷେତ୍ରରେ ମଧ୍ୟ ଉନ୍ନତି ହାସଲ କରିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିବ । ଧନ ଲାଭ ହେବାର ମଧ୍ୟ ସମ୍ଭାବନା ରହିଛି ।

୨. ତୁଳା ରାଶି- ବନ୍ଧୁଗଣ ଦ୍ଵିତୀୟ ରାଶିଟି ହେଉଛି,’ତୁଳା ରାଶି’ । ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ସୁଖ ସମୃଦ୍ଧି ସ୍ଥାପନ ହେବ । ଏମାନଙ୍କ ଜୀବନ ରେ ଚାରଚାନ୍ଦ ଲାଗିଯିବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ହାସଲ କରିବେ । ପାରିବାରିକ ଜୀବନ ସୁଖମୟ ହେବ । ଭୂମି ତଥା ଗୃହ ସୁଖ ଭୋଗ କରିବେ । ଆକସ୍ମିକ ଭାବରେ କୌଣସି ଗୁପ୍ତ ଧନ ପ୍ରାପ୍ତ ହେବାର ସମ୍ଭାବନା ରହିଛି ।

୩. ମିଥୁନ ରାଶି- ବନ୍ଧୁଗଣ ତୃତୀୟ ରାଶିଟି ହେଉଛି, ‘ମିଥୁନ ରାଶି’ । ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଉପରେ ମାତାଲକ୍ଷ୍ମୀ ଙ୍କ ଅଶେଷ କୃପା ରହିବ । ଏମାନଙ୍କୁ ଧନ ପ୍ରାପ୍ତ ହେବ । ବ୍ୟାପାର କ୍ଷେତ୍ରରେ ଉନ୍ନତି ସାଧନ ହେବ ଏବଂ ଏହି ମହା ସଂଯୋଗ ରେ ଏହି ରାଶିର ବ୍ୟକ୍ତି ବିଶେଷ ମାତାଲକ୍ଷ୍ମୀ ଙ୍କ କୃପା ରୁ ଧନବାନ ହେବେ । ଆଶା ଥିବା ଦିଗରୁ ପୂର୍ଣ୍ଣ ସଫଳତା ହାସଲ ହେବ ।

୪. କୁମ୍ଭ ରାଶି- ବନ୍ଧୁଗଣ ଚତୁର୍ଥ ରାଶିଟି ହେଉଛି, ‘କୁମ୍ଭ ରାଶି’ । ଏହି ରାଶି ଥିବା ବ୍ୟକ୍ତି ବିଶେଷ ଙ୍କ ଉପରେ ମାତାଲକ୍ଷ୍ମୀ ଙ୍କ ବିଶେଷ କୃପାଦୃଷ୍ଟି ରହିବ । ଏମାନଙ୍କ ଜୀବନ ରେ ଧନର ଆଗମନ ହେବ ଏବଂ ଏମାନେ ସଫଳତା ର ଶୀର୍ଷ ସ୍ଥାନରେ ପହଞ୍ଚିବେ । ମାତାଲକ୍ଷ୍ମୀ ଙ୍କ କୃପା ରୁ ଏହି ରାଶିର ବ୍ୟକ୍ତି ମାଟି କୁ ଛୁଇଁଲେ ମଧ୍ୟ ତାହା ସୁନା ରେ ପରିବର୍ତ୍ତନ ହୋଇଯିବ । ଏମାନେ ଆଡ଼ମ୍ବର ପୂର୍ଣ୍ଣ ଜୀବନ ଅତିବାହିତ କରିବେ । ତେଣୁ ଉଚିତ କର୍ମ କରନ୍ତୁ । ଆପଣଙ୍କୁ ନିଜ କର୍ମ ର ଉଚିତ ଫଳ ନିଶ୍ଚିତ ଭାବରେ ପ୍ରାପ୍ତ ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *