Jyotish Shastra: ଦୀର୍ଘ 70 ବର୍ଷ ପରେ ଆସନ୍ତା ଗୁରୁବାର ଦିନ ବନୁଛି ମହାଲକ୍ଷ୍ମୀ ଯୋଗ, 6 ଟି ରାଶିରେ ଲାଗିବ ଲଟେରୀ, ଦେଖନ୍ତୁ ଏଥିରେ ଆପଣଙ୍କ ରାଶି ନାହିଁ ତ ?

ବନ୍ଧୁଗଣ, ସମୟ ଅନୁସାରେ ଗ୍ରହ ତଥା ନକ୍ଷତ୍ର ଙ୍କ ପରିବର୍ତ୍ତନ କାରଣରୁ ରାଶି ମାନଙ୍କରେ ବିଭିନ୍ନ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଗ୍ରହ ମାନଙ୍କ ପରିବର୍ତ୍ତନ ହେତୁ ମନୁଷ୍ୟ ଜୀବନରେ ବିଭିନ୍ନ ପରିବର୍ତ୍ତନ ଦେଖିବାକୁ ମିଳିଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆସୁଥିବା ୪୮ ଘଣ୍ଟା ମଧ୍ୟରେ ମହାଲକ୍ଷ୍ମୀ ଯୋଗ ବନିବାକୁ ଯାଉଅଛି । ଏହା କାରଣରୁ କିଛି ଏଭଳି ବିଶେଷ ରାଶି ଅଛନ୍ତି , ଯେଉଁ ମାନଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ଆସିବାକୁ ଯାଉଅଛି । ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କର କୃପା ଦୃଷ୍ଟି ବନିବାକୁ ଯାଉଅଛି । ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ସମ୍ବନ୍ଧରେ କିଛି ବିଶେଷ କଥା । ୧- ମେଷ ରାଶି;- ଏହି ରାଶିର ବ୍ୟକ୍ତି ଙ୍କୁ ଅଗଷ୍ଟ ମାସରେ କରୋଡପତି ବନିବାରୁ ବର୍ତ୍ତମାନ କେହି ଅଟକାଇ ପାରିବେ ନାହିଁ ।

ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ଦୃଷ୍ଟି ହେବାକୁ ଯାଉଅଛି । ବର୍ତ୍ତମାନ ଆପଣଙ୍କୁ ଅଧିକ ଆୟ ମଧ୍ୟ ମିଳିବାକୁ ଯାଉଅଛି । ଆପଣଙ୍କ ପ୍ରୋପୋଟି ରୁ ଆପଣଙ୍କୁ ଲାଭ ହେବାକୁ ଯାଉଅଛି ।

୨- ତୁଳା ରାଶି;- ଆପଣଙ୍କ ଦ୍ଵାରା ନିଆଯାଇଥିବା ନିର୍ଣ୍ଣୟ ସଠିକ ସାବ୍ୟସ୍ଥ ହେବାକୁ ଯାଉଅଛି । ସମାଜରେ ଆପଣଙ୍କର ମାନ ସନମାନ ବଢିବ । ପ୍ରତ୍ୟକ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଚାକିରି କ୍ଷେତ୍ରରେ ଉଚ୍ଚ ପଦବୀ ର ଆସନ ଗ୍ରହଣ କରିବେ । ଆପଣଙ୍କ ପରିବାରରେ ସୁଖ ସମୃଦ୍ଧି ବଢିବ ।

୩- ମକର ରାଶି;- ଆପଣଙ୍କ ଜୀବନରେ ଧନର ବର୍ଷା ହେବାକୁ ଯାଉଅଛି । ଆପଣଙ୍କ ଦାମ୍ପତ୍ୟ ଜୀବନ ସୁ ମଧୁର ରହିବ । ପ୍ରେମୀ ଯୁଗଳ ମାନେ ସଫଳ ହେବେ । ବ୍ୟବସାୟ କ୍ଷେତ୍ରରେ ମାତା ଲକ୍ଷ୍ମୀ ଙ୍କ କୃପା ରୁ ପ୍ରଚୁର ଲାଭ ମିଳିବ । ଏହି ସମୟରେ ଯଦି ଆପଣ କାହାକୁ ଉପହାର ଦେବା କଥା ଚିନ୍ତା କରୁଛନ୍ତି ତେବେ ଆପଣ ଦେଇ ପାରନ୍ତି ।

୪- କନ୍ୟା ରାଶି;- ମାତା ଲକ୍ଷ୍ମୀ ଙ୍କ ବିଶେଷ କୃପା ରୁ ପ୍ରତ୍ୟକ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବାକୁ ଯାଉଅଛି । ଏହି ରାଶିର ବ୍ୟକ୍ତି ମାନଙ୍କୁ ଅଗଷ୍ଟ ମାସରେ ମଲାମାଲ ହେବାକୁ କେହି ଅଟକାଇ ପାରିବେ ନାହିଁ । ଏହି ମାସରେ ଆପଣ ଯେ କୌଣସି ନିଷ୍ପତ୍ତି ନିଅନ୍ତୁ ତାହା ସଠିକ ସାବ୍ୟସ୍ଥ ହେବାକୁ ଯାଉଅଛି । ଆପଣଙ୍କ ଘରେ ଆପଣଙ୍କର ମାନ ସନମାନ ବଢିବ ।

୫- ବିଛା ରାଶି;- ଛାତ୍ର ମାନଙ୍କ ନିମନ୍ତେ ଏହି ସମୟ ଟି ଉତ୍ତମ ସାବ୍ୟସ୍ଥ ହେବାକୁ ଯାଉଅଛି । ଅଗଷ୍ଟ ମାସରେ ଆପଣଙ୍କର ସ୍ୱାସ୍ଥ୍ୟ ମଧ୍ୟ ସଠିକ ରହିବ । ସଙ୍ଗୀତ ଆଡକୁ ଆପଣ ମାନଙ୍କ ଆଗ୍ରହ ବୃଦ୍ଧି ହେବ । ଆନେକ ଦିନ ଧରି ଲାଗିଥିବା ବିବାଦ ସମାପ୍ତ ହେବ । କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷ ହେବ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *