Health Tips- କରନ୍ତୁ ଏହି ଚମତ୍କାରୀ ଉପାୟ, ତୁରନ୍ତ ଅର୍ଶ (Piles) ରୁ ମିଳିବ ମୁକ୍ତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଜିର ବ୍ୟସ୍ତ ବହୁଳ ଜୀବନ ଓ ତାହା ସହିତ ଅତ୍ୟଧିକ ତେଲ ଓ ମସଲା ଯୁକ୍ତ ଖାଇବା ଦ୍ଵାରା ଆପଣଙ୍କୁ ଅର୍ଶ ତଥା ପାଇଲ୍ସ ଭଳି ରୋଗର ଶିକାର ହେବା ପାଇଁ ପଡିଥାଏ । ଅର୍ଶ ହେବା ଦ୍ଵାରା ଆପଣଙ୍କ ମଳ ଦ୍ଵାରରେ ଛୋଟ ଛୋଟ ମାଂସ ପିଣ୍ଡୁଳା ବଢି ଯାଇଥାଏ । ଯଦି ସେହି ଅର୍ଶ ପୁରୁଣା ହୋଇଯାଏ । ତେବେ ତାହା ବଢି ଯାଇଥାଏ ମଳ କରିବା ସମୟରେ ସେଥିରୁ ରକ୍ତ ପଡିଥାଏ । ଯାହା ଦ୍ଵାରା ଆପଣଙ୍କୁ ବହୁତ କଷ୍ଟ ଓ ଯନ୍ତ୍ରଣା ସହିବାକୁ ପଡିଥାଏ ।

ଏହି ଅର୍ଶରୁ ମୁକ୍ତି ପାଇବା ପାଇଁ ଏକ ଘରୋଇ ଉପଚାର ବିଷୟରେ କହିବା ପାଇଁ ଯାଉଛି । ଆପଣ ଗୋଟିଏ କପରେ କିଛି କ୍ଷୀର ଆଣନ୍ତୁ। ଗୋଟିଏ ଲେମ୍ବୁ ଆଣନ୍ତୁ । ଛୋଟ ହୋଇଥିଲେ ଗୋଟା  କିମ୍ବା ବଡ ଲେମ୍ବୁ ହୋଇଥିଲେ ସେହି ଲେମ୍ବୁକୁ ଅଧା ଚିପୁଡି ଗୋଟିଏ ପାତ୍ରରେ ରଖନ୍ତୁ । କ୍ଷୀର ଓ ଲେମ୍ବୁ ଅଧିକ ସମୟ ମିଶାଇ ରଖିବା ଦ୍ଵାରା କ୍ଷୀର ଛିଡି ଯାଇଥାଏ । ଯାହା ଦ୍ଵାରା ଆପଣଙ୍କୁ ଏହି ପ୍ରକାର ଘରୋଇ ଉପଚାରରୁ କିଛି ସୁଫଳ ମିଳି ନଥାଏ ।

ସେଥିପାଇଁ ଆପଣ ଯେଉଁ ପାତ୍ରରେ କିଛି ଲେମ୍ବୁ ଚିପୁଡି ରଖିଛନ୍ତି ପାତ୍ରରେ ରଖିଥିବା କ୍ଷୀରକୁ ସଙ୍ଗେ ସଙ୍ଗେ ସେହି ଲେମ୍ବୁ ପାତ୍ରରେ ଢାଳିଦେଇ ଯଥା ଶୀଘ୍ର ଏହାର ସେବନ କରନ୍ତୁ । ଦେଖିବେ ଏହି ପରି ଭାବରେ ୩ଦିନ କରିବା ପରେ ଆପଣଙ୍କର ଅର୍ଶ ସମସ୍ଯା ଶୀଘ୍ର ଦୂର ହୋଇଯିବ। ଦିତୀୟ ଉପାୟରେ ଆପଣ ଗୋଟିଏ କଦଳୀ ଆଣନ୍ତୁ । ଦୋକାନରୁ କିଛି କର୍ପୁର ଆଣନ୍ତୁ । କର୍ପୁର ୨ ପ୍ରକାରର ଥାଏ । କିନ୍ତୁ ଆପଣ ମାନେ ଖାଇବା କର୍ପୁର ଆଣନ୍ତୁ ।

ଗୋଟିଏ କଦଳୀର ଚୋପା ଛଡାଇ ଦିଅନ୍ତୁ । ତାପରେ ସେହି କଦଳୀର ମଝି ଅଂଶକୁ ସମାନ ଭାବରେ ଅଳ୍ପ କାଟି ଦିଅନ୍ତୁ । ସେହି କଟା ହୋଇଥିବା ମଝି ଭାଗରେ ଆଣିଥିବା ଖାଇବା କର୍ପୁରକୁ ଭର୍ତ୍ତି କରନ୍ତୁ।   ଖାଇବା କର୍ପୁରକୁ ଟିକି ଟିକି ଚଣା ସଦୃଶ ଗୋଲ ଗୋଲ କରି ତାକୁ କଟା ହୋଇଥିବା କଦଳୀର ମଝି ଭାଗରେ ପୁରାନ୍ତୁ । ତାପରେ ସେହି କଦଳୀକୁ ଗୋଟା ଗିଳି ଦିଅନ୍ତୁ।

କଦଳୀକୁ ଚୋବାଇ ଚୋବାଇ ଖାଇବା ଅପେକ୍ଷା ଗୋଟା ଗିଳି ଦେବା ଦ୍ଵାରା ଆପଣ ବହୁତ ଶୀଘ୍ର ଏହି ଘରୋଇ ଉପଚାରର ସୁଫଳ ଦେଖିବାକୁ ମିଳିବ । ଯଦି ଏହି ୨ଟି ଘରୋଇ ଉପଚାରକୁ ସଠିକ ଭାବରେ ନିଜ ଘରେ ପ୍ରସ୍ତୁତ କରି ସେବନ କରିବେ । ବହୁତ ଶୀଘ୍ର ଆପଣ ଅର୍ଶ ଭଳି ଏହି କଠିନ ସମସ୍ଯାରୁ ମୁକ୍ତ ହେବେ ।

ଏହି ଉପଚାରକୁ ମାତ୍ର ୩ ଦିନ କିମ୍ବା ଯଦି ଏହି ଅର୍ଶ ପୁରୁଣା ହୋଇଥିବ, ତାହେଲେ ୭ଦିନ ଏହି ପରି କରିବା ଦ୍ଵାରା ଆପଣ ପାଇଲ୍ସରୁ ମୁକ୍ତି ପାଇଯିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ ପୋଷ୍ଟକୁ ଲାଇକ୍ କରିବା ସହ ନିଜର ମତାମତ କମେଣ୍ଟ ଦ୍ଵାରା ଜଣାନ୍ତୁ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *