Health Tips- ଆପଣଙ୍କର Thyroid ଅଛି କି ନାହିଁ ଘରେ ବସି ଏମିତି କରନ୍ତୁ ଚେକ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରରେ ଅନେକ ପ୍ରକାର ସ୍ଵାସ୍ଥ ଜନିତ ସମସ୍ଯା ରହିଥାଏ । ସେଥି ମଧ୍ୟରୁ ଥାଇରଏଡ ସମସ୍ଯା ମଧ୍ୟ ପ୍ରାୟତଃ ଲୋକଙ୍କର ହେବାର ଦେଖାଯାଇଥାଏ । ଏହି ରୋଗର ହେବାର ପୂର୍ବରୁ ଏହାର କିଛି ଲକ୍ଷଣମାନ ପ୍ରକାଶ ପାଇଥାଏ । ଯାହାକୁ କିଛି ଲୋକ ଜାଣି ମଧ୍ୟ ଅବହେଳା କରିଦେଇଥାନ୍ତି କିଛି ଲୋକ ଏହାର ଲକ୍ଷଣର ସଠିକ ଭାବେ ଥାଇରଏଡ ରୋଗର ଅନୁମାନ କରିପାରିନଥାନ୍ତି । ଥାଇରଏଡ ଗ୍ରନ୍ଥିରେ ଥାଇରଏଡ ହରମୋନ କମ୍ ମାତ୍ରାରେ ରିଲିଜ ହେଲେ ।

ତାହାକୁ ଡାକ୍ତରୀ ଭାଷାରେ ହାଇପୋଥାଇରଏଡଜିମ୍ କୁହାଯାଇଥାଏ । ଶରୀରର ସଂପୂର୍ଣ୍ଣ କାର୍ଯ୍ୟ ସଠିକ ରୂପରେ ହେବା ପାଇଁ ଥାଇରଏଡ ହରମୋନ ଶରୀରର ପାଇଁ ନିହାତି ଭାବେ ଦରକାର ହୋଇଥାଏ । ଯଦି ଏହି ହରମୋନ କୌଣସି କାରଣ ବଶତଃ ସଠିକ ଭାବେ ଥାଇରଏଡ ଗ୍ରନ୍ଥୀକୁ ଆସେ ନାହିଁ । ତେବେ ଏହା ଶରୀରକୁ କିଛି ଲକ୍ଷଣମାନ ପରିଲକ୍ଷିତ କରାଇଥାଏ।

ପୁରୁଷ ଓ ନାରୀମାନଙ୍କ କ୍ଷେତ୍ରରେ ଥାଇରଏଡ ଭଳି ଗଳା ଜନିତ ସମସ୍ଯାର ଲକ୍ଷଣ ପ୍ରାୟତଃ ସମାନ ନଥାଏ । ଥାଇରଏଡ ପୀଡିତ ରୋଗୀଙ୍କର ପ୍ରମୁଖ ଲକ୍ଷଣ ହେଉଛି ଥକାପଣ ଅନୁଭବ କରିବା । ଥଣ୍ଡା, କାଶ ବହୁତ ସମୟ ପର୍ଯ୍ୟନ୍ତ ଲାଗି ରହିବା । ଶରୀରରେ ହଟାତ ସ୍ଵାଭାବିକ ଅବସ୍ତାରୁ ଓଜନ ବହୁତ ବଢିଯିବା । କେଶ ଉପୁଡିବା, ନଖ ଶୀଘ୍ର ନବଢିବା, ସ୍କିନରେ ରାଶେଷ ହେବା ।

ମାନସିକ ସ୍ତରରେ ଡିପ୍ରେସନ ବଢିଯିବା । ମାଂସପେଶୀରେ ଦରଜ ଓ ଦୁର୍ବଳ ଲାଗିବା । ଯଦି ଶରୀରରେ ଏପରି କିଛି ଲକ୍ଷଣ ଦେଖିବେ ତାହେଲେ ବିଳମ୍ବ ନକରି ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ । ମାସିକ ପିରିଅଡ୍ ରେ ପରିବର୍ତ୍ତନ ହେବା । ଥାଇରଏଡ ରୋଗର ବହୁତ ସିଭିଅର ଅବସ୍ଥାରେ ହାର୍ଟ ଜନିତ ସମସ୍ଯା କିମ୍ବା କୋମା ମଧ୍ୟ ହେବାର ସମ୍ଭାବନା ରହିଥାଏ । ରକ୍ତର ପରୀକ୍ଷା କରିବା ଦ୍ଵାରା ଥାଇରଏଡ ହୋଇଛି କି ନାହିଁ ଆପଣ ଜାଣିପାରିବେ ।

ଆଜି ଆପଣ ଥର୍ମୋମିଟର ସହାୟତାରେ ନିଜ ଘର ମଧ୍ୟ ଥାଇରଏଡର ପରୀକ୍ଷା କରିପାରିବେ । ଥାଇରଏଡର ପରୀକ୍ଷା କରିବା ପାଇଁ ଥର୍ମୋମିଟରକୁ ଛାଟିକି ପାରା 35 C କିମ୍ବା 95 F କୁ କରି ତକିଆ ପାଖରେ ଦେଇ ଶୋଇ ପଡିବେ । ସକାଳୁ ନିଦ ଭାଙ୍ଗିଲା ପରେ ବେଡ୍ ରୁ ନଉଠି କାଖ ତଳେ ୧୦ ମିନିଟ ପର୍ଯ୍ୟନ୍ତ ଥର୍ମୋମିଟରକୁ ଦିଅନ୍ତୁ । ତାପରେ ଥର୍ମୋମିଟରକୁ କାଢି ଏହାର ତାପମାନ ଚେକ କରନ୍ତୁ ।

ଯଦି ତାପମାତ୍ରା 5 C କିମ୍ବା 97. 7 Fରୁ କମ୍ ଥାଏ । ତେବେ ଥାଇରଏଡ ସାମାନ୍ୟରୁ ଅଳ୍ପ କମ୍ ଅଛି । ଏହି ଅବସ୍ତାରେ ଡିପ୍ରେସନ, ଥକାପାଣ, ଦୁର୍ବଳ ଓ କେଶ ଝଡିବା ସମସ୍ଯା ଦେଖା ଯାଇଥାଏ । ଯଦି ତାପମାତ୍ରା 8 C କିମ୍ବା 98 .2 F ଥାଏ । ତେବେ ଥାଇରଏଡ ବହୁତ ଅଧିକ ମାତ୍ରାରେ ଦେଖାଯାଇଥାଏ । ଶରୀରରେ କିଛି ପ୍ରକାର ସଂକ୍ରମଣ ହେଲେ ମଧ୍ୟ ତାପମାତ୍ରା ବଢି ଯାଇଥାଏ । ସଠିକ ଭାବେ ଥାଇରଏଡକୁ ପରୀକ୍ଷା କରିବା ପାଇଁ 4 ରୁ 5 ଦିନ ପର୍ଯ୍ୟନ୍ତ ଟେଷ୍ଟ କରନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *