ବନ୍ଧୁଗଣ, ଯଦି ଆପଣଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା ହେଉଅଛି ଅଥବା ଆପଣଙ୍କ ଶିରା ଦବି ଯାଇଅଛି, ତେବେ ଏହି ତେଲ ର ପ୍ରୟୋଗ ମାତ୍ରେ ଆପଣ ସମସ୍ତ ସମସ୍ୟା ରୁ ଆରାମ ପାଇ ପାରିବେ । ଯଦି ଆପଣଙ୍କ ଶିର ବ୍ଲକେଜ ହୋଇଅଛି ଅଥବା ଆପଣଙ୍କର ଶିର ଦବି ଯାଇଅଛି ତେବେ ଏହି ତେଲ ର ମାଲିସ ଆପଣ ମାନଙ୍କୁ ୧୦୦ ପ୍ରତିଶତ ଫଳପ୍ରଦ ଦେବ । ତେବେ ଆସନ୍ତୁ ଜାଣିବା ଆଜିର ଏହି ଘରୋଇ ଉପଚାର କୁ ଆମ୍ଭେ କିଭଳି ବନାଇବା ?
ଏଥିପାଇଁ ଆପଣ ୫ ରୁ ୬ ଟି ତେଜପତ୍ର ନିଅନ୍ତୁ । ଏହାପରେ ତାହାକୁ ଛୋଟ ଛୋଟ ଖଣ୍ଡ ରେ ଛିଣ୍ଡାଇ ଦିଅନ୍ତୁ । ଏହା ଆମ୍ଭକୁ ଯଏଣ୍ଟପେନ ଭଳି ସମସ୍ୟା ରୁ ଆରାମ ପହଞ୍ଚାଇଥାଏ । ଏହାକୁ ଯଦି ଆପଣ ନିଜର ଶରୀରରେ ଲଗାଇବେ ତେବେ ଏହା ଆପଣଙ୍କ ସ୍କୀନ ପାଇଁ ମଧ୍ୟ ବହୁତ ଲାଭ ଦାୟକ ସାବ୍ୟସ୍ଥ ହେବ ।
ଏହା ଆମ୍ଭ କେଶ ପାଇଁ ମଧ୍ୟ ବହୁତ ଅଧିକ ଲାଭ ଦାୟକ ହୋଇଥାଏ । ତେଜପତ୍ର ର ତେଲ କେଶ ରେ ଲଗାଇବା ଦ୍ଵାରା ରୂପୀ ଭଳି ସମସ୍ୟା ଦୂର ହୋଇଥାଏ । ଏହାପରେ ଆପଣ ସୋରିଷ ତେଲ ନିଅନ୍ତୁ । ଏହି ତେଲକୁ ବନାଇବା ପାଇଁ ଆପଣ ଏକ କାଚ ପାତ୍ର ଅଥବା ଏକ ପ୍ଲାଷ୍ଟିକ ପାତ୍ର ନିଅନ୍ତୁ । ଏହାପରେ ପୂର୍ବରୁ ଛିଡାଇ ରଖିଥିବା ତେଜପତ୍ର ସେହି ପାତ୍ର ରେ ପକାନ୍ତୁ ।
ଏହାପରେ ଆପଣ ୩୦୦ ଗ୍ରାମ ସୋରିଷ ତେଲ ଏଥିରେ ମିଶାନ୍ତୁ । ଏହାପରେ ଆପଣ ଏହି ତେଲକୁ କମ ସେ କମ ୪ ରୁ ୫ ଦିନ ପର୍ଯ୍ୟନ୍ତ ଖରାରେ ନିଶ୍ଚିନ୍ତ ଭାବରେ ବଶାନ୍ତୁ । ଆପଣ ଏହାକୁ ନେଇ ନିଜ ଆଣ୍ଠୁ ଗଣ୍ଠି ରେ ଲଗାନ୍ତୁ ଏବଂ ଆପଣ ଦେଖିବାକୁ ପାଇବେ ଯେ ଆପଣଙ୍କର ଆଣ୍ଠୁ ଗଣ୍ଠି ଭଳି ସମସ୍ୟା ସଂପୂର୍ଣ୍ଣ ଭାବରେ ଦୂର ହୋଇଯିବ । ଏହା ବହୁତ ଅଧିକ ଚମତ୍କାରୀ ତେଲ ଅଟେ ।
ଏହା ଛଡା ଯଦି ଛୋଟ ପିଲା ଙ୍କୁ ଥଣ୍ଡା କାଶ ଅଥବା କଫ ଭଳି ସମସ୍ୟା ଅଛି, ତେବେ ଆପଣ ଏହି ତେଲ କୁ ସେମାନଙ୍କ ଛାତିରେ ମାଲିସ କରି ଦିଅନ୍ତୁ । ଏହା ଦ୍ଵାରା ସେମାନଙ୍କୁ ବହୁତ ଆରାମ ମିଳିବ । ଏହି ତେଲ ଆମ୍ଭ ଶରୀର ପାଇଁ ବହୁତ ଗରମ ହୋଇଥାଏ । ଏବଂ ଶୀତ ଦିନେ ଆମ୍ଭ ପାଇଁ ବହୁତ ଅଧିକ ଲାଭ ଦାୟକ ହୋଇଥାଏ । ଆପଣଙ୍କର ଦବି ଯାଇଥିବା ଶିର କିମ୍ବା ଶିର ଦୁର୍ବଳତା ପାଇଁ ଆପଣ ଏହି ତେଲ ର ମାଲିସ କରି ପାରିବେ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ