ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ରାମବାଣ ଘରୋଇ ଉପାୟ ଯାହାର ପ୍ରୟୋଗ ଦ୍ଵାରା ଆପଣ କେବଳ ୨ ମିନିଟ୍ ରେ ସମସ୍ତ ପ୍ରକାରର ଅଣ୍ଟା ବିନ୍ଧା, ଆଣ୍ଠୁ ବିନ୍ଧା, ଗୋଇଁଠି ବିନ୍ଧା ଆଦି ସମସ୍ତ ଯନ୍ତ୍ରଣା ରୁ ମୁକ୍ତି ପାଇ ପାରିବେ । ଏହାର ପ୍ରୟୋଗ ଦ୍ଵାରା ଶରୀରର ସମସ୍ତ କଷ୍ଟ ଦୂର ହୋଇଯିବ । ତେବେ ସେ ହାଡର କଷ୍ଟ ହେଉ ବା ମା॰ସ ପେଶୀ ର କଷ୍ଟ, ଆପଣ ସମସ୍ତ କଷ୍ଟ ଯନ୍ତ୍ରଣା ରୁ କେବଳ ୨ ମିନିଟ ରେ ମୁକ୍ତ ହୋଇ ପାରିବେ ।
ବନ୍ଧୁଗଣ ଏଥିପାଇଁ ଆପଣ ଙ୍କୁ ଅରଖ ଗଛ ର ଆବଶ୍ୟକ ରହିଛି । ଅରଖ ଗଛ ଏକ ଏପରି ଗଛ ଯାହା ସୂର୍ଯ୍ୟ ଙ୍କର ତେଜ ସହ ବଢି ଥାଏ । ସୂର୍ଯ୍ୟ ଙ୍କ ସହ ଏହାର ତେଜ ବଢିବା ସହ ସୂର୍ଯ୍ୟ ଙ୍କର ଅସ୍ତ ସହ ଏହାର ତେଜ କମି ମଧ୍ୟ ଯାଇଥାଏ । ବର୍ଷା ଦିନରେ ଏହାର ପ୍ରଭାବ ଖୁବ କମ ହୋଇ ଯାଇଥାଏ । ଏହାର ପ୍ରୟୋଗ ଦ୍ଵାରା ଆପଣ ଶରୀର ର ସମସ୍ତ ପ୍ରକାର ର ଯନ୍ତ୍ରଣା ରୁ ମୁକ୍ତି ପାଇ ପାରିବେ ।
ବନ୍ଧୁଗଣ ଅରଖ ଗଛ ଶାରୀରିକ କଷ୍ଟ କୁ ନିବାରଣ କରିଥାଏ । କିନ୍ତୁ ଏହାର ପ୍ରୟୋଗ ସମୟ ରେ କିଛି ସାବଧାନତା ପାଳନ କରିବାକୁ ହେବ । କାରଣ ଏହି ଅରଖ ଗଛ ରୁ ଯେଉଁ କ୍ଷୀର ବାହାରିଥାଏ, ତାହା ଯଦି ଭୁଲରେ ଆଖିରେ ପଡିଯାଏ, ତେବେ ଆଖି ନଷ୍ଟ ହୋଇ ଯିବା ର ମଧ୍ୟ ସମ୍ଭାବନା ରହିଛି ।
ତେଣୁ ଏହାର ପ୍ରୟୋଗ ବେଳେ ସାବଧାନତା ନିହାତି ରଖିବା ଉଚିତ୍ । ତେବେ ଆସନ୍ତୁ ଜାଣି ନେବା ଏହାର ପ୍ରୟୋଗ ବିଷୟରେ । ବନ୍ଧୁଗଣ ଗଣ୍ଠି ଜନିତ ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଅରଖ କଢ ପ୍ରାୟ ୧୫ ଟି ନେଇ ଏକ ପାତ୍ର ରେ କିଛି ପାଣି ଦେଇ ଭଲ ଭାବରେ ଫୁଟାନ୍ତୁ । ଏବ॰ ଏହାପରେ ଏହି ପାଣି ଉଷୁମ ହେଲା ପରେ ପାଣି ରୁ କଢ ଗୁଡିକୁ ଛାଣି ଦିଅନ୍ତୁ । ବର୍ତମାନ ଗୋଇଁଠି କିମ୍ବା ଯେଉଁ ହାଡ ସ୍ଥାନ ରେ କଷ୍ଟ ହେଉଛି, ସେ ସ୍ଥାନ କୁ ସେହି ଅରକ୍ଷ ଫୁଲ ରେ ଫୁଟାଇ ଯାଇଥିବ ଅ ଉଷୁମ ପାଣି ସାହାର୍ଯ୍ୟ ରେ ଭଲ ଭାବରେ ଧୋଇ ଦିଅନ୍ତୁ ।
ସେହି କଢ ଗୁଡିକୁ ଏକ ସୂତା କପଡା ସାହାର୍ଯ୍ୟ ରେ ଯନ୍ତ୍ରଣା ହେଉଥିବା ସ୍ଥାନରେ ଦେଇ ବାନ୍ଧି ଦିଅନ୍ତୁ । ଏହିପରି ୧୫ ଦିନ କରି ଦେଖନ୍ତୁ ଆପଣ ଅନୁଭବ କରିବେ ଆପଣ ଙ୍କର ଯନ୍ତ୍ରଣା ମୂଳ ରୁ ଦୂର ହୋଇଯିବ । ଏହାଛଡା ଆପଣ ଏକ ଅରଖ ପତ୍ର କୁ ଗରମ କରି ଏଥିରେ କିଛି ସୋରିଷ ତେଲ ଲଗାଇ ଏହାକୁ ଯନ୍ତ୍ରଣା ସ୍ଥାନରେ ଲଗାଇ ବାନ୍ଧି ଦେଲେ ପତ୍ର ରେ ଥିବା ରସାୟନ ଭିତର କୁ ଯାଇ ଯନ୍ତ୍ରଣା କୁ ମୂଳରୁ ଦୂର କରିଦେଇଥାଏ ।
ଯଦି ଆପଣ ଆଣ୍ଠୁ ଜନିତ ସମସ୍ୟାରେ ପୀଡିତ, ତେବେ ଆପଣ ଅରଖ ଗଛର କ୍ଷୀର କୁ ନେଇ ଯନ୍ତ୍ରଣା ସ୍ଥାନରେ ମାଲସ କରି ସୋରିଷ ତେଲ ରେ ସେକ ଦେଇଥିବା ଅରଖ ପତ୍ର କୁ ଗରମ କରି ଯନ୍ତ୍ରଣା ସ୍ଥାନ ରେ ବାନ୍ଧି ଦିଅନ୍ତୁ । ଆପଣ ତିନୋଟି ଉପାୟ ମଧ୍ୟରୁ ଯେ କୌଣସି ଉପାୟ ର ପ୍ରୟୋଗ କରି ପାରିବେ । କିନ୍ତୁ ବନ୍ଧୁଗଣ, ଯଦି ଆପଣଙ୍କ ବିନ୍ଧା ଶରୀରରେ ରକ୍ତ ର ଅଭାବ କାରଣରୁ କିମ୍ବା ହାଡ ଭାଙ୍ଗି ଯାଇଥିବା କାରଣରୁ ହୋଇଥାଏ ତେବେ ଏହା କମ ହେବ ନାହିଁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ । ତେବ ଆମର ଏହି ପେଜ ଟିକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ