99 % ଆଣ୍ଠୁ ଦରଜ, Joint Pain, ଅଣ୍ଟା, ହାତ, ଗୋଡ ବିନ୍ଧା ବିଲକୁଲ ଗାୟବ ହେଇଯିବ, ବାସ ଲଗେଇ ଦିଅନ୍ତୁ ଏହି 1 ଜିନିଷ (Health Tips)

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ବହୁତ ଖାସ ବିଷୟବସ୍ତୁ । ଯଦି ଆପଣଙ୍କ କାନ୍ଧ ରେ ଦରଦ ହେଉଛି, ଗଣ୍ଠି ମାନଙ୍କରେ ଦରଦ ହେଉଛି ତଥା ମାଂସପେଶୀ ରେ ଦରଦ ଅନୁଭବ ହେଉଛି, ଏ ସମସ୍ତ ପାଇଁ ଏହା ବହୁତ ଶକ୍ତିଶାଳୀ ଅଟେ । ଆମ୍ଭ ଶରୀରରେ ଥିବା ଗଣ୍ଠି ଯେତେବେଳେ ପରସ୍ପର ସହିତ ଜଡିତ ହୋଇଥାଏ ସେତେବେଳେ ଗୋଟିଏ ଯୋଡ ପ୍ରସ୍ତୁତ ହୋଇଥାଏ । ଏହା ମଧ୍ୟରେ ଗ୍ରୀସ ରହିଥାଏ ।

ମାତ୍ର ଯେତେବେଳେ ଏହା ସମାପ୍ତ ହେବାକୁ ଲାଗିଥାଏ, ତେବେ ଏହି ଦୁଇଟି ହାଡ ନିଜ ମଧ୍ୟରେ ଟକ୍କରାଇ ଥାନ୍ତି । ଏହା ଫଳରେ ଆଣ୍ଠୁ ଗଣ୍ଠି ରୋଗ ସୃଷ୍ଟି ହୋଇଥାଏ । କିଛି ଲୋକ ସିଡି ଚଢିପାରନ୍ତି ନାହିଁ । କେତେକ ହାତ ର ମୁଠା କୁ ବନ୍ଦ କରି ପାରନ୍ତି ନାହିଁ । ଏହି ସଂପୂର୍ଣ୍ଣ ସମସ୍ୟା ର କାରଣ ହେଉଛି ହାଡ ମଧ୍ୟରେ ଥିବା ଗ୍ରୀସ । ଯଦି ଆପଣଙ୍କର ମଧ୍ୟ ଏହିଭଳି ସମସ୍ୟା ରହୁଅଛି ତେବେ ଏହା କାର୍ଡିଲେସ ଅଥବା ଗ୍ରୀସ କୁ ପୁନ୍ନର୍ବାର ବଣାଇ ଦେଇଥାଏ ।

ଏହା ବହୁତ ସହଜ ଉପାୟ ଅଟେ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ଆପଣ ଯେ କୌଣସି କାଚ ର ବୋତଲ ନେଇ ନିଅନ୍ତୁ । ଯଦି ଆପଣଙ୍କ ପାଖରେ ସୋରିଷ ତେଲ ଅଛି ତାହାର ପ୍ରୟୋଗ କରନ୍ତୁ ମାତ୍ର ଯଦି ଆପଣଙ୍କ ପାଖରେ ରାଶି ତେଲ ଅଛି ତାହା ମଧ୍ୟ ବହୁତ ଉତ୍ତମ ହେବ । ଆପଣ ଏହି କାଚ ବୋତଲ ରେ ଅଧା ପର୍ଯ୍ୟନ୍ତ ତେଲ ଭର୍ତ୍ତି କରି ନିଅନ୍ତୁ ।

ଏହାପରେ ଆପଣ ଦୁଇଟି କର୍ପୁର ନିଅନ୍ତୁ । ଏହାପରେ ଆପଣ ଏହାର ପାଉଡର ବନାନ୍ତୁ । ପାଉଡର ବନାଇ ତେଲ ଥିବା କାଚ ବୋତଲରେ ପକାଇ ଦିଅନ୍ତୁ । ଏହାପରେ ଉଭୟ ତେଲ ଏବଂ କର୍ପୁର କୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାପରେ ଆପଣ ଏହାକୁ ପ୍ରାଏ ୧ ଘଣ୍ଟା ପର୍ଯ୍ୟନ୍ତ ଖରରେ ରଖି ଦିଅନ୍ତୁ । ଏହା ପରେ ରାତିରେ ଆପଣ ଶରୀରର ଯେଉଁ ଭାଗରେ ଦରଦ ହେଉଛି ଆପଣ ସେଠାରେ ଏହି ତେଲ କୁ ଭଲ ଭାବରେ ମାଲିସ କରନ୍ତୁ ।

ପ୍ରଥମେ ଆପଣ ଏହି ତେଲ କୁ ନିଜ ହାତରେ ନିଅନ୍ତୁ ଏହାପରେ ଉଭୟ ପାପୁଲି କୁ ଘସନ୍ତୁ ଯେତେବେଳେ ହାତ ଗରମ ହୋଇଯିବ ସେତେବେଳେ ଆପଣ ହାତକୁ ନେଇ ନିଜ ବ୍ୟଥା ଜାଗାରେ ମାଲିସ କରନ୍ତୁ । ଆପଣଙ୍କୁ ଯେଉଁ ଜାଗାରେ ଦରଦ ହେଉଛି ସେଠାରେ ମାଲିସ କରନ୍ତୁ । ଏହି ତେଲ ବହୁତ ସାଧାରଣ ଭାବରେ ବନିଯାଇଥାଏ ।

ନୀତିଦିନ ଆପଣ ଏହାକୁ ୩୦ ମିନିଟ ପର୍ଯ୍ୟନ୍ତ ଖରରେ ରଖନ୍ତୁ ଏବଂ ପୁନ୍ନର୍ବାର ଏହାକୁ ରାତିରେ ମାଲିସ କରନ୍ତୁ । ଏହି ତେଲ ସନଥେରପି ଦ୍ଵାରା ଚାର୍ଜ ହୋଇ ବହୁତ ପାୱାରଫୁଲ ହୋଇଯିବ । ଏହା ଫଳରେ ଆପଣଙ୍କ ଶରୀରକୁ ନାନା ପ୍ରକାରର ଦରଦ ରୁ ଛୁଟକାରା ମିଳିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *