କେବଳ ଏହି ମଞ୍ଜି ଖାଆନ୍ତୁ, ନିଦ ଏମିତି ଆସିବ କୁମ୍ଭକର୍ଣ୍ଣ ଭଳି ଶୋଇବେ, ଅନିଦ୍ରା ସମସ୍ଯା ପାଇଁ ରାମବାଣ ଉପାୟ (Health Tips)

ବନ୍ଧୁଗଣ ଯଦି ନିଦ ଠିକ ଭାବେ ନ ହୁଏ ତେବେ ଦିନ ସାରା ମୁଣ୍ଡ ଭାରି ରହିଥାଏ, କୌଣସି କାମରେ ମନ ଲାଗେ ନାହି ଦିନ ସାରା ଆଳସ୍ୟ ଲାଗିଥାଏ । ଯେବେ ରାତିରେ ନିଦ ଠିକ ହୋଇଥାଏ ତେବେ ଦିନ ସାରା ଊର୍ଜା ଭରିବା ସହ ଶରୀରକୁ ପୋଷାକ ତତ୍ତ୍ଵ ମିଳିଥାଏ । ଯେମିତି ଦିନ ସାରା ବୁଲିବା ଚାଲିବା ପାଇଁ ଖାଦ୍ଯର ଆବଶ୍ୟକ ରହିଛି ଠିକ ସେହିପରି ନିଦର ମଧ୍ୟ ଆବଶ୍ୟକତା ରହିଛି । ଫଳରେ ଆମେ ନିଜର ନୀତିଦିନ କାମ ଠିକ ଭାବେ କରିପାରି ନ ଥାଉ ।

ଏମିତି ଅନେକ କାରଣ ରହିଛି ତେବେ ନିଦ୍ରା ସମସ୍ଯା ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ହୋମ ରେମେଡି ନେଇ ଆସିଛୁ ଯାହାର ସେବନ ଦ୍ଵାରା ନିଦ୍ରା ସମସ୍ଯା ଦୂର ହେବ । ଏହି ରେମେଡି କୁ ଆପଣଙ୍କୁ ଦୁଇ ରୁ ତିନି ଦିନ ଯାଏଁ ସେବନ କରିବାକୁ ହେବ । ଏଥିପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ବୋଇତାଳୁ ମଞ୍ଜି ଯାହାକୁ ଇଂରାଜୀ ରେ ପମ୍ପକୀନ ସିଡ୍ସ କୁହାଯାଏ ।

ଏହା ଆପଣଙ୍କୁ ବହୁତ ସହଜରେ ମିଳିଯିବ । ଏଥିପାଇଁ ଆପଣଙ୍କୁ ବିନା ଚୋପା ଥିବା ବୋଇତାଳୁ ମଞ୍ଜି ଆବଶ୍ୟକ ପଡିବ । ପ୍ରତି ଦିନ ରାତିରେ ଏକ ଗ୍ଳାସ ପାଣିରେ ଏକ ଚାମଚ ବୋଇତାଳୁ ମଞ୍ଜି ଭିଯାଇ ରଖନ୍ତୁ । ଯଦି ଆପଣ ଏହି ଉପାୟରେ ସେବନ କରିବେ ତେବେ ପେଟ ଥଣ୍ଡା ହେବା ସହ ନିଦ ଭଲ ଆସିବ । ଏହା ସହ ଶରୀରରେ ଭିଟାମିନ ର ଅଭାବ ଏହା ପୂରଣ କରିବ । ଏହା ପରେ ସକାଳେ ଏହାର ମଞ୍ଜି କୁ ଖାଲି ପେଟରେ ଚୋବାଇ ଚୋବାଇ ଖାଆନ୍ତୁ ।

ଏହା ପରେ ଆପଣ ଏକ ଗ୍ଳାସ ପାଣି ବା କ୍ଷୀର ର ସେବନ ଅଧ ଘଣ୍ଟା ପରେ କରି ପାରିବେ । ମାତ୍ର ୩ ଦିନ ଏହାର ସେବନ କରିଲେ ଆପଣ ଦେଖିବେ ନିଦ ଭଲ ଆସିବ । ଏହି ମଞ୍ଜିକୁ ସେବନ କରିବାର ଆଉ ଏକ ଉପାୟ ହେଉଛି ଏହାକୁ ୩ରୁ ୪ ମିନିଟ ଯାଏଁ ଭଲ ଭାବେ ଭାଜି ଦିଅନ୍ତୁ । ଅଧିକ ସମୟ ଯାଏଁ ଏହାକୁ ଭାଯିବେ ନାହି ।

ଏଭଳି ଖାଇବା ଦ୍ଵାରା ଏହାର ଟେଷ୍ଟ ଭଲ ଲାଗିଥାଏ । ଏବେ ଆପଣ ଏହାକୁ ସଂପୂର୍ଣ୍ଣ ଭାବେ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଭଜା ବୋଇତାଳୁ ମଞ୍ଜି କୁ ନେଇ ଆପଣ କୌଣସି ସମୟରେ ଖାଇ ପାରିବେ । ଏହା ଦ୍ଵାରା ଶରୀରରେ ଭିଟାମିନ-ସି ର ଅଭାବ ଦୂର ହେବ ସହ ନିଦ ଭଲ ଆସିବ । ଏହାକୁ ସପ୍ତାହକୁ ଦୁଇ ରୁ ତିନି ଥର ଖାଇ ପାରିବେ ।

ଆଉ ଏକ ଉପାୟ ହେଉଛି ଏହାକୁ ଭାଜି ଏହାର ପାଉଡର ପ୍ରସ୍ତୁତ କରନ୍ତୁ । ସାଲାଟରେ ଏକ ଚାମଚ ଏହି ଗୁଣ୍ଡ ପକାଇ ସେବନ କରିବା ଦ୍ଵାରା ଖାଇବାକୁ ଟେଷ୍ଟ ଲାଗିବା ସହ ନିଦ ଭଳି ସମସ୍ଯା ସଂପୂର୍ଣ୍ଣ ଭାବେ ଦୂର ହୋଇଯିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *